ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୯, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୫୮|୨୩  ଇଂ ପ୍ରାତଃ ଘ୬|୧୯|୨୨ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ    କର୍କଟ ଦ୪|୫୭|୪୭   ଇଂ ସଂଧ୍ୟା ଘ୫|୩୫|୫୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୭ ଦିନ ରାଷ୍ଟ୍ରିୟ ମାଘମାସ ୨୦ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି ଦିବା ଘ୧୨।୧୭।୨୧ସେକେଣ୍ଡ

ଅନୁରାଧା ନକ୍ଷତ୍ର ଦିବା ଘ୪।୫୫।୫୪ସେକେଣ୍ଡ ବିଛାଚନ୍ଦ୍ର ଅହୋରାତ୍ର,

ଧୃବଯୋଗ ଦିବା ଘ୧୦।୫୭।୪୫ସେକେଣ୍ଡ

ଗରକରଣ ଦିବା ଘ୧୨।୧୭।୨୧ ସେକେଣ୍ଡ  ବାଣିଜ୍ୟକରଣ ରାତ୍ରି ଘ୧।୨୭ମିନିଟ୍

ରବ୍ୟଂଶଽ୨୬।୬।୩୯, ସୂକ୍ଷ୍ମଚନ୍ଦ୍ର ରାଶି ୭।୧୧।୨୨।୩୨,

ଦିନମାନ ଘ୧୧।୧୬।୩୦ସେକେଣ୍ଡ  ନିଶାମାନ ଘ୧୨।୪୩।୩୦ସେକେଣ୍ଡ

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବା ଘ୧୨।୧୭।୨୧ସେକେଣ୍ଡ ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧୨।୧୭।୨୧ସେକେଣ୍ଡ ମଧ୍ୟେ ଲାଉ ପରେ କଳମ ଶାଗ ନ ଖାଇଲେ ଭଲ। 

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘ୭।୫ମିନିଟ୍, ଘ୭।୫୦ମି ରୁ ଘ୧୦।୫ମିନିଟ୍,  ଦିବା ଘ୧୨।୨୧ମିନିଟ୍ ରୁ ଘ୨।୩୬ମିନିଟ୍, ଦିଘ୪।୬ମିନିଟ୍  ରୁ ଘ୫।୩୬ମିନିଟ୍, ରାତ୍ରି ଘ୭।୧୮ମିନିଟ୍ ରୁ ଘ୯।୦ମିନିଟ୍, ରାତିଘ୨।୫ମିନିଟ୍ ରୁ ଘ୩।୪୭ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ରି ଘ୯।୦ମିନିଟ୍ ରୁ ଘ୯।୫୧ମିନିଟ୍, ରାତି ଘ୩।୪୭ମିନିଟ୍ ରୁ ଘ୪।୩୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।     

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୪।୫୫।୫୪ସେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘ୪।୫୫।୫୪ସେ ଗତେ ଦଶମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେବା ବିଧେୟ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ମୁଖରା। ପ୍ରତିକାର କରଣୀୟ। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ପୁଷ୍କରଦୋଷ ନାହିଁ।

ଅଶୁଭ ସମୟ-

ରାହୁକାଳ-ଦିବା ଘ୧୦।୩୫ମିନିଟ୍  ରୁ ଘ୧୧।୫୯ମିନିଟ୍ ମଧ୍ୟେ । କାଳବେଳା- ଦିବା ଘ୧୦।୩୫ମିନିଟ୍  ରୁ ଘ୧୨।୦ମିନିଟ୍ ମଧ୍ୟେ । ବାରବେଳା- ଦିବା ଘ୯।୧୧ମିନିଟ୍ ରୁ ଘ୧୦।୩୫ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘ୮।୪୯ମିନିଟ୍ ରୁ ଘ୧୦।୨୪ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୬।୬।୯-୨୩/୧୦, ଚନ୍ଦ୍ରରାଶି-୭।୧୧।୨୨।୩୨-୧୭/୮,

ମଙ୍ଗଳରାଶି-୭|୧୪|୧୦|୨୪-୧୭/୮,ବୁଧରାଶି-୯|୧୯|୪୮|୩୩-୨୨/୧୦, ବୃହସ୍ପତିରାଶି-୬|୨୭|୫୫|୫୪-୧୬/୭,ଶୁକ୍ରରାଶି-୧୦|୩|୨୮|୫୧-୨୩/୧୧, ଶନିରାଶି-୮|୧୧|୩୦|୪୦-୧୯/୯, ରାହୁରାଶି-୩|୨୦|୫୬|୩-୯/୪,

କେତୁରାଶି-୯|୨୦|୫୬|୩-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ-

ନିଶାନ୍ତ ଘ୪|୪୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୩୩ ମିନିଟ୍ ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୧ମିନିଟ୍ କୁମ୍ଭଘ୬|୩୩ମିନିଟ୍ ମୀନଘ୮|୯ମିନିଟ୍ ମେଷଘ୯|୪୩ମିନିଟ୍ ବୃଷଘ୧୧|୨୬ମିନିଟ୍  ମିଥୁନଘ୧|୨୫ମିନିଟ୍ କର୍କଟଘ୩|୩୮ମିନିଟ୍ ସିଂହ ଘ୫|୫୨ମିନିଟ୍ କନ୍ୟା ଘ୮|୧ମିନିଟ୍ ତୁଳା ଘ୧୦|୮ମିନିଟ୍ ବିଛା ଘ୧୨|୨୦ମିନିଟ୍ ଧନୁଘ୨|୩୫ମିନିଟ୍ ମକର ଘ୪|୪୧ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ବାଣିଜ୍ୟକରଣ, ଅନ୍ନପ୍ରାଶନ, କର୍ଣ୍ଣଭେଦ, ନୂତନଅକ୍ଷରଆରମ୍ଭ, ନବବସ୍ତ୍ର ପରିଧାନ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ନିଷ୍କ୍ରାମଣ, ନୌକା ଚାଳନା, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଦିକ୍ଷାଗ୍ରହଣ, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ଯାନକ୍ରୟ ଓ ଆରୋହଣ, ଆରୋଗ୍ୟସ୍ନାନ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ନବବଧୁଯାତ୍ରା, କୋର୍ଟବିବାହ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ବିବାହ ପଣିଗ୍ରହଣ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ଗୃହ ପ୍ରବେଶ, ବିହନବୁଣା, ହଳାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ଅନୁରାଧା ନକ୍ଷତ୍ର, ବିଛାଚନ୍ଦ୍ର ଅହୋରାତ୍ର, ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୪।୫୫।୫୪ସେକେଣ୍ଡ ମଧ୍ୟେ ଅନୁରାଧାନକ୍ଷତ୍ର ବିଛାରାଶି ଓ ଶନି ମହାଦଶାରେ ଜନ୍ମ। ଦିବା ଘ୪।୫୫।୫୪ସେକେଣ୍ଡ ପରେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ଓ ବୁଧ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!