ତୂଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୮, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୩|୯|୨୧    ଇଂ ପ୍ରାତଃ ଘ ୬|୧|୨୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସିଂହ ଦ୪|୧୭|୩୨   ଇଂ ସଂଧ୍ୟା ଘ ୫|୪୭|୧୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୪ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୭ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ସପ୍ତମୀତିଥି ରାତ୍ର ଘଣ୍ଟା ୩।୪୬।୫ସେକେଣ୍ଡ୍,

ଅନୁରାଧାନକ୍ଷତ୍ର ରାତ୍ର ଘଣ୍ଟା ୧୨।୪୫।୨୪ସେକେଣ୍ଡ୍, ବିଛାଚନ୍ଦ୍ର ଅହୋରାତ୍ର,

ହର୍ଷଣଯୋଗ ସଂଧ୍ୟା ଘଣ୍ଟା ୫।୧୯।୩୦ସେକେଣ୍ଡ୍,

ବିଷ୍ଟିକରଣ ଦିବା ଘଣ୍ଟା୨।୪୯।୧୨ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା୩।୪୬।୫ସେକେଣ୍ଡ୍,

ରବ୍ୟଂଶଽ୨୩।୧୭।୦, ସୂକ୍ଷ୍ମଚନ୍ଦ୍ର ରାଶି ୭।୭।୯।୨୫,

ଦିନମାନ ଘଣ୍ଟା ୧୧।୪୫।୪୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୪।୧୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ରାତ୍ର ଘଣ୍ଟା ୩।୪୬।୫ସେକେଣ୍ଡ୍ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୩।୪୬।୫ସେକେଣ୍ଡ୍, ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୪୫ମିନିଟ୍ ରୁ ଘଣ୍ଟା ୩।୩୪ମିନିଟ୍ ମଧ୍ୟେ। ମାହେନ୍ଦ୍ର-  ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩୫ମିନିଟ୍, ଦିବା ଘଣ୍ଟା ୧୦।୪୩ମିନିଟ୍ ରୁ ଘଣ୍ଟା ୧।୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୪୫।୨୪ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୂଳା, କୁମ୍ଭ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧୨।୪୫।୨୪ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ବ୍ୟଭିଚାରିଣୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ରାତ୍ର ଘଣ୍ଟା ୩।୪୬।୫ସେକେଣ୍ଡ୍ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୨୪ମିନିଟ୍ ରୁ ଘଣ୍ଟା ୨।୫୨ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୪।୨୧ମିନିଟ୍ ରୁ ଘଣ୍ଟା ୫।୨୫ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨।୫୩ମିନିଟ୍ ରୁ ଘଣ୍ଟା ୪।୨୧ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧ଟା ୫୬ମିନିଟ୍ ରୁ ଘଣ୍ଟା ୧।୨୮ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୩।୧୭।୦-୨୫/୧୧, ଚନ୍ଦ୍ରରାଶି-୭।୭।୯।୨୫-୧୭/୮, ମଙ୍ଗଳରାଶି-୮|୦|୧୮|୩୪-୧୯/୯, ବୁଧରାଶି-୧୧|୮|୪୯|୨୯-୨୬/୧୨, ବୃହସ୍ପତିରାଶି-୬|୨୯|୮|୨୩-୧୬/୭, ଶୁକ୍ରରାଶି-୧୧|୭|୧୧|୩୫-୨୬/୧୨,

ଶନିରାଶି-୮|୧୩|୪୦|୫୦-୨୦/୯, ରାହୁରାଶି-୩|୨୦|୪୦|୧-୯/୪, କେତୁରାଶି-୯|୨୦|୪୦|୧-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୪୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୨୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୫୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୩୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୩୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୫୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୪ଟା ୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା ୧୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୨୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୩୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୪୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୫୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ବାଣିଜ୍ୟକରଣ, ପୁଂସବନ, ଅନ୍ନପ୍ରାଶନ, କର୍ଣ୍ଣଭେଦ, ନୂତନଅକ୍ଷରଆରମ୍ଭ, ନବବସ୍ତ୍ର ପରିଧାନ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ନୌକାଚାଳନା, ଦିକ୍ଷାଗ୍ରହଣ, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ, ଆରୋଗ୍ୟସ୍ନାନ, ଯାନକ୍ରୟ ଓ ଆରୋହଣ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ନବବଧୁଯାତ୍ରା, ବ୍ରତପୋନୟନ, କୋର୍ଟବିବାହ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ବିବାହ ପଣିଗ୍ରହଣ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ଗୃହ ପ୍ରବେଶ, ବିହନବୁଣା, ହଳାରମ୍ଭ କରିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା୧୨।୪୫।୨୪ ସେକେଣ୍ଡ୍,ମଧ୍ୟେ ଅନୁରାଧାନକ୍ଷତ୍ର ବିଛା ରାଶି ଓ ଶନି ମହାଦଶାରେ ଜନ୍ମ। ରାତ୍ର ଘଣ୍ଟା୧୨।୪୫।୨୪ସେକେଣ୍ଡ୍,ପରେ ଜ୍ୟେଷ୍ଠାନକ୍ଷତ୍ର ବିଛା ରାଶି ଓ ବୁଧ ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!