ମେଷରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର। ସକାଳଘ୭।୧୩ମି ପରେ ବୃଷରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୭, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୩|୫୬|୭ ଇଂପ୍ରାଘ୬|୨୩|୫୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୪|୧୫|୨୯ ଇଂସଂଘ୫|୧୫|୨୦ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୩ ଦିନ ରାଷ୍ଟ୍ରିୟ ପୌଷମାସ ୧୭ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ଦିବାଘ୪।୪।୩୫ସେ,

ଉତ୍ତରାଫାଲଗୁନି ନକ୍ଷତ୍ର ରାତିଘ୧।୧୦|୫ସେ, ସିଂହଚନ୍ଦ୍ର ସକାଳଘ୭।୧୩|୦ସେ,

ସୌଭାଗ୍ୟଯୋଗ ସକାଳଘ୮।୨୬|୯ସେ,

ବାଣିଜ୍ୟକରଣ ଦିବାଘ୪।୪।୩୫ସେ, ବିଷ୍ଟିକରଣ ରାତିଘ୩।୪୯ମି, 

ରବ୍ୟଂଶଽ୨୨।୩୩।୪୪, ସୂକ୍ଷ୍ମଚନ୍ଦ୍ର ରା୪।୨୯।୩୨।୮,

ଦିନମାନ ଦିଘ୧୦।୫୧।୨୮, ନିଶାମାନ ରାଘ ୧୩।୮।୩୨,

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ଦିବାଘ୪।୪।୩୫ସେ, ପରେ ବାୟବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୪।୪।୩୫ସେ,ମଧ୍ୟେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ଦିବାଘ୭।୭ମି ରୁ ଦିଘ୯।୧୮ମି ଦିଘ୧୨।୧୧ମିରୁ ଦିଘ୩।୫ମି ରାତିଘ୭।୫୩ମି ପରେ ରାଘ୯।୩୮ମି ମଧ୍ୟେ ରାତିଘ୧୨।୧୬ମି ପରେ ରାଘ୨।୧ମି ମଧ୍ୟେ ରାତିଘ୨।୫୪ମି ପରେ ରାଘ୬।୨୪ମି ମଧ୍ୟେ।ମାହେନ୍ଦ୍ର ଦିଘ୩।୪୮ମି ରୁ ଦିଘ୪।୩୨ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି। ସକାଳଘ୭।୧୩ମି ପରେ ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ରାତିଘ୧।୧୦|୫ସେ, ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର। ସକାଳଘ୭।୧୩ମି ପରେ ବୃଷରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଅସାନ୍ତି।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦୁଇପାଦ ପୁଷ୍କରଦୋଷ ଦିବାଘ୪।୪ମି ପରେ ତିନିପାଦ ଓ ରାତ୍ରଘ୧।୧୦ମି ପରେ ଦୁଇପାଦ ପୁଷ୍କରଦୋଷ। ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।  

ଅଶୁଭ ସମୟ-

ରାହୁକାଳ- ଦିବାଘ୩।୫୬ମି ରୁ ଦିଘ୫।୧୭ମି ଓ କାଳବେଳା ସକାଳଘ୧୧।୫୨ମି ରୁ ଦିଘ୧।୩୩ମି। ବାରବେଳା-ଦିଘ୧୦।୩୦ମି ରୁ ଦିଘ୧୧।୫୨ମି ମଧ୍ୟେ। କାଳରାତ୍ରି ରାତ୍ରଘ୧।୩୧ମି ପରେ ରାତିଘ୩।୯ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୨।୩୩।୪୪,୨୦/୯ ଚନ୍ଦ୍ର ରା୪।୨୯।୩୨।୮-୧୨/୫ ମ୬|୨୩|୫୦|୪୪-୧୬/୭ ବୁ୮|୦|୩୨|୪୭-୧୯/୯ ବୃ୬|୨୩|୫୦|୪୦-୧୬/୭ ଶୁ୮|୨୨|୧|୪୧-୨୦/୯ ଶ୮|୭|୫୯|୩-୧୯/୯ ରା୩|୨୧|୨|୩୧-୯/୪ କେ୯| ୨୧|୨|୩୧-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୬ମି ମକର ଦିବାଘ୬|୫୪ମି କୁମ୍ଭଘ୮|୪୩ମି  ମୀନଘ୧୦|୧୯ମି ମେଷଘ୧୧|୫୨ମି ବୃଷଘ୧|୩୫ମି   ମିଥୁନଘ୩|୩୪ମି କର୍କଟଘ୫|୪୪ମି   ସିଂହରାତ୍ରି ଘ୮|୧ମି କନ୍ୟା ଘ୧୦|୧୦ମି ତୁଳା ଘ୧୨|୧୮ମି ବିଛା ଘ୨|୨୯ମି  ଧନୁଘ୪|୪୦ ରୁ।

ଶୁଭକର୍ମ-

ଆଜି ବୃକ୍ଷ ରୋପଣ, ଯାନକ୍ରୟ ଓ ଆରୋହଣ, କ୍ରୟ ବିକ୍ରୟ, ଦିକ୍ଷାଗ୍ରହଣ, ନବବସ୍ତ୍ର ପରିଧାନ, ନାଟ୍ୟ, ଚଳଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୧।୧୦ମି ମଧ୍ୟେ ଉତ୍ତରାଫାଲଗୁନି ନକ୍ଷତ୍ର ଓ ସକାଳଘ୭।୧୩ମି ମଧ୍ୟେ ସିଂହ ରାଶି ଓ ସକାଳଘ୭।୧୩ମି ପରେ କନ୍ୟାରାଶି ଶୁକ୍ରମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୧।୧୦ମି ପରେ ହସ୍ତା ନକ୍ଷତ୍ର କନ୍ୟାରାଶି ଓ ରବିମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!