ଦୈନିକ ପାଞ୍ଜି: ଜାନୁୟାରୀ ୭, ୨୦୧୮
ସୂର୍ଯ୍ୟଉଦୟ ଧନୁ ଦ୩|୫୬|୭ ଇଂପ୍ରାଘ୬|୨୩|୫୨ସେ
ସୂର୍ଯ୍ୟାସ୍ତ ମିଥୁନ ଦ୪|୧୫|୨୯ ଇଂସଂଘ୫|୧୫|୨୦ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୩ ଦିନ ରାଷ୍ଟ୍ରିୟ ପୌଷମାସ ୧୭ ଦିନ ରବିବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ଦିବାଘ୪।୪।୩୫ସେ,
ଉତ୍ତରାଫାଲଗୁନି ନକ୍ଷତ୍ର ରାତିଘ୧।୧୦|୫ସେ, ସିଂହଚନ୍ଦ୍ର ସକାଳଘ୭।୧୩|୦ସେ,
ସୌଭାଗ୍ୟଯୋଗ ସକାଳଘ୮।୨୬|୯ସେ,
ବାଣିଜ୍ୟକରଣ ଦିବାଘ୪।୪।୩୫ସେ, ବିଷ୍ଟିକରଣ ରାତିଘ୩।୪୯ମି,
ରବ୍ୟଂଶଽ୨୨।୩୩।୪୪, ସୂକ୍ଷ୍ମଚନ୍ଦ୍ର ରା୪।୨୯।୩୨।୮,
ଦିନମାନ ଦିଘ୧୦।୫୧।୨୮, ନିଶାମାନ ରାଘ ୧୩।୮।୩୨,
ଯୋଗିନୀବାସ-
ଯୋଗିନୀ ପଶ୍ଚିମେ ଦିବାଘ୪।୪।୩୫ସେ, ପରେ ବାୟବେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ଦିବାଘ୪।୪।୩୫ସେ,ମଧ୍ୟେ ତାଳ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ଦିବାଘ୭।୭ମି ରୁ ଦିଘ୯।୧୮ମି ଦିଘ୧୨।୧୧ମିରୁ ଦିଘ୩।୫ମି ରାତିଘ୭।୫୩ମି ପରେ ରାଘ୯।୩୮ମି ମଧ୍ୟେ ରାତିଘ୧୨।୧୬ମି ପରେ ରାଘ୨।୧ମି ମଧ୍ୟେ ରାତିଘ୨।୫୪ମି ପରେ ରାଘ୬।୨୪ମି ମଧ୍ୟେ।ମାହେନ୍ଦ୍ର ଦିଘ୩।୪୮ମି ରୁ ଦିଘ୪।୩୨ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି। ସକାଳଘ୭।୧୩ମି ପରେ ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ରାତିଘ୧।୧୦|୫ସେ, ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ମେଷରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର। ସକାଳଘ୭।୧୩ମି ପରେ ବୃଷରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଅସାନ୍ତି।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଦୁଇପାଦ ପୁଷ୍କରଦୋଷ ଦିବାଘ୪।୪ମି ପରେ ତିନିପାଦ ଓ ରାତ୍ରଘ୧।୧୦ମି ପରେ ଦୁଇପାଦ ପୁଷ୍କରଦୋଷ। ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।
ଅଶୁଭ ସମୟ-
ରାହୁକାଳ- ଦିବାଘ୩।୫୬ମି ରୁ ଦିଘ୫।୧୭ମି ଓ କାଳବେଳା ସକାଳଘ୧୧।୫୨ମି ରୁ ଦିଘ୧।୩୩ମି। ବାରବେଳା-ଦିଘ୧୦।୩୦ମି ରୁ ଦିଘ୧୧।୫୨ମି ମଧ୍ୟେ। କାଳରାତ୍ରି ରାତ୍ରଘ୧।୩୧ମି ପରେ ରାତିଘ୩।୯ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି୮।୨୨।୩୩।୪୪,୨୦/୯ ଚନ୍ଦ୍ର ରା୪।୨୯।୩୨।୮-୧୨/୫ ମ୬|୨୩|୫୦|୪୪-୧୬/୭ ବୁ୮|୦|୩୨|୪୭-୧୯/୯ ବୃ୬|୨୩|୫୦|୪୦-୧୬/୭ ଶୁ୮|୨୨|୧|୪୧-୨୦/୯ ଶ୮|୭|୫୯|୩-୧୯/୯ ରା୩|୨୧|୨|୩୧-୯/୪ କେ୯| ୨୧|୨|୩୧-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୨୬ମି ମକର ଦିବାଘ୬|୫୪ମି କୁମ୍ଭଘ୮|୪୩ମି ମୀନଘ୧୦|୧୯ମି ମେଷଘ୧୧|୫୨ମି ବୃଷଘ୧|୩୫ମି ମିଥୁନଘ୩|୩୪ମି କର୍କଟଘ୫|୪୪ମି ସିଂହରାତ୍ରି ଘ୮|୧ମି କନ୍ୟା ଘ୧୦|୧୦ମି ତୁଳା ଘ୧୨|୧୮ମି ବିଛା ଘ୨|୨୯ମି ଧନୁଘ୪|୪୦ ରୁ।
ଶୁଭକର୍ମ-
ଆଜି ବୃକ୍ଷ ରୋପଣ, ଯାନକ୍ରୟ ଓ ଆରୋହଣ, କ୍ରୟ ବିକ୍ରୟ, ଦିକ୍ଷାଗ୍ରହଣ, ନବବସ୍ତ୍ର ପରିଧାନ, ନାଟ୍ୟ, ଚଳଚିତ୍ର ଆରମ୍ଭ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୧।୧୦ମି ମଧ୍ୟେ ଉତ୍ତରାଫାଲଗୁନି ନକ୍ଷତ୍ର ଓ ସକାଳଘ୭।୧୩ମି ମଧ୍ୟେ ସିଂହ ରାଶି ଓ ସକାଳଘ୭।୧୩ମି ପରେ କନ୍ୟାରାଶି ଶୁକ୍ରମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୧।୧୦ମି ପରେ ହସ୍ତା ନକ୍ଷତ୍ର କନ୍ୟାରାଶି ଓ ରବିମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।