ଆଜିର ପାଞ୍ଜି: ମଇ ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୬, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୫|୨୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୪|୪୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୩ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୬ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ଦିବା ଘଣ୍ଟା ୩|୫୭|୧୭ସେକେଣ୍ଡ୍,

ଉତ୍ତରାଷାଢା ନକ୍ଷତ୍ର ନିଶାନ୍ତ ଘଣ୍ଟା ୪|୪୦|୧୫ସେକେଣ୍ଡ୍, ଧନୁଚନ୍ଦ୍ର ସକାଳ ଘଣ୍ଟା ୮|୨୦ମିନିଟ୍,

ସାଧ୍ୟଯୋଗ ଦିବା ଘଣ୍ଟା ୧୧|୫୩|୧୪ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୩|୫୭|୧୭ସେକେଣ୍ଡ୍, ବିଷ୍ଟିକରଣ ନିଶାନ୍ତ ଘଣ୍ଟା ୫|୧୩|୫୫ସେକେଣ୍ଡ୍,

ରବ୍ୟଂଶଽ୨୧|୧୯|୧୪, ସୂକ୍ଷ୍ମଚନ୍ଦ୍ର ରାଶି ୮|୨୮|୨୯|୫,

ଦିନମାନ ଘଣ୍ଟା ୧୨|୪୯|୨୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୦|୩୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ଦିବା ଘଣ୍ଟା ୩|୫୭|୧୭ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୩|୫୭|୧୭ସେକେଣ୍ଡ୍ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୬ ମିନିଟ୍ ରୁ ଘଣ୍ଟା ୯।୩୨ ମିନିଟ୍, ରାତ୍ର ଘଣ୍ଟା ୭।୩୪ ମିନିଟ୍ ରୁ ଘଣ୍ଟା ୯।୪ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୬ ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୧।୪୮ ମିନିଟ୍, ସଂଧ୍ୟା ଘଣ୍ଟା ୬।୫୦ ମିନିଟ୍ ରୁ ଘଣ୍ଟା ୭।୩୪ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୩।୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୮|୨୦ମିନିଟ୍ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ଓ ନିଶାନ୍ତ ଘଣ୍ଟା ୪|୪୦|୧୫ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର – 

ମେଷ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ଓ ସକାଳ ଘଣ୍ଟା ୮|୨୦ମିନିଟ୍ ପରେ ସିଂହ ରାଶିର ଘାତଚନ୍ଦ୍ର।   

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ପରରତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଦିବା ଘଣ୍ଟା ୩|୫୭|୧୭ସେକେଣ୍ଡ୍ ପରେ ତ୍ରିପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୩୦ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୬ମିନିଟ୍ ମଧ୍ୟେ।  ବାରବେଳା / କାଳବେଳା – ଦିବା ଘଣ୍ଟା ୧୦|୬ ମିନିଟ୍ ରୁ ଘଣ୍ଟା ୧|୧୮ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୬ମିନିଟ୍ ରୁ ଘଣ୍ଟା ୨|୩୦ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୧।୧୯।୧୪-, ଚନ୍ଦ୍ରରାଶି-୮।୨୮।୨୯।୫-,  ମଙ୍ଗଳରାଶି-୯|୧|୩୮|୯-, ବୁଧରାଶି-୧୧|୨୫|୨୨|୧୮-, ବୃହସ୍ପତିରାଶି-୬|୨୪|୩୯|୩୨-, ଶୁକ୍ରରାଶି-୧|୧୯|୩୫|୨୫-, ଶନିରାଶି-୮|୧୪|୪୬|୪-, ରାହୁରାଶି-୯|୧୫|୪୪|୪୦-, କେତୁରାଶି-୯|୧୫|୪୪|୪୦-।

ଆଜିରଲଗ୍ନ

ନିଶାନ୍ତ ୪ଟା ୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୪୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୪୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୧୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୨୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୩୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୪୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୫୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୫୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୨୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଦେବତା ପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ, ଜଳାଶୟପ୍ରତିଷ୍ଠା, ବ୍ରତପୋନୟନ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ଭୂମିପୂଜନ କୋଠା ଘରପ୍ରତିଷ୍ଠା ଓ ପ୍ରବେଶ, କୋଠାଘର ଆରମ୍ଭ କରିପାରିବେ। ଦିବା ଘଣ୍ଟା୩|୫୭|୧୭ସେକେଣ୍ଡ୍ ପରେ ବାଣିଜ୍ୟକରଣ, ପୁଂସବନ, ନବବସ୍ତ୍ର ପରିଧାନ, ଦେବତାପ୍ରତିଷ୍ଠା, ବୃକ୍ଷରୋପଣ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ, ଯାନକ୍ରୟ ଓ ଆରୋହଣ, ଜଳାଶୟପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ବ୍ରତପୋନୟନ, ମନ୍ଦିର ନିର୍ମାଣ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ବିବାହ ପାଣିଗ୍ରହଣ, କୋର୍ଟବିବାହ, ଭୂମିପୂଜନ, କୋଠାଘର ପ୍ରତିଷ୍ଠା ଓ ପ୍ରବେଶ, ଖଡ୍ଗଧାରଣ,  ବିହନବୁଣିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୮|୨୦ମିନିଟ୍ ମଧ୍ୟେ ଉତ୍ତରାଷାଢାନକ୍ଷତ୍ର ଧନୁରାଶି ରବିମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା୮|୨୦ମିନିଟ୍ ପରେ ନିଶାନ୍ତ ଘଣ୍ଟା୪|୪୦|୧୫ସେକେଣ୍ଡ୍ ମଧ୍ୟେ ଉତ୍ତରାଷାଢାନକ୍ଷତ୍ର  ମକରରାଶି  ରବିମହାଦଶାରେ ଜନ୍ମହୋଇଛି। ନିଶାନ୍ତ ଘଣ୍ଟା୪|୪୦|୧୫ସେକେଣ୍ଡ୍ ପରେ ଶ୍ରବଣାନକ୍ଷତ୍ର ମକରରାଶି ଚନ୍ଦ୍ରମହାଦଶାରେ  ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!