ଦୈନିକ ପାଞ୍ଜି: ସେପ୍ଟେମ୍ବର ୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୫, ୨୦୧୮

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବନଭୋଜି ବେଶ, ଗୁରୁ ଦିବସ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୨।୧୯ ସେକେଣ୍ଡ

ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୫୨।୭ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨୦ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୪ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଦଶମୀତିଥୀ ଦିବା ଘଣ୍ଟା ୩।୧।୪୦ ସେକେଣ୍ଡ

ଆର୍ଦ୍ର।ନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ, ମିଥୁନଚନ୍ଦ୍ର ଅହୋରାତ୍ର

ସିଦ୍ଧିଯୋଗ ସକାଳ ଘଣ୍ଟା ୮।୪୫।୩୮ ସେକେଣ୍ଡ, କ୍ଷୟ ବ୍ୟତିପାତଯୋଗ ନିଶାନ୍ତ ଘଣ୍ଟା ୫।୩୨ମିନିଟ୍

ବିଷ୍ଟିକରଣ ଦିବା ଘଣ୍ଟା ୩।୧।୪୦ ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୧।୪୨।୧୮ ସେକେଣ୍ଡ

ରବ୍ୟଂଶଽ ୧୮।୧୭।୩୨, ସୂକ୍ଷ୍ମଚନ୍ଦ୍ର ରା୨।୧୨।୫୯।୧୬

ଦିନମାନ ଘଣ୍ଟା ୧୨।୧୯।୪୮ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୪୦।୧୨ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ଦିବା ଘଣ୍ଟା ୩।୧।୪୦ ସେକେଣ୍ଡ ଗତେ ଅଗ୍ନି କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୩।୧।୪୦ ସେକେଣ୍ଡ ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୧ମିନିଟ୍, ଦିବା ଘଣ୍ଟା ୯-୩୯ମିନିଟ୍ ରୁ ଘଣ୍ଟା ୧୧-୧୭ମିନିଟ୍, ଦିବା ଘଣ୍ଟା ୩-୨୩ମିନିଟ୍ ରୁ ଘଣ୍ଟା ୫-୨ମିନିଟ୍, ସଂଧ୍ୟା ଘଣ୍ଟା ୬-୩୮ମିନିଟ୍ ରୁ ଘଣ୍ଟା ୮-୫୮ମିନିଟ୍, ରାତ୍ର ଘଣ୍ଟା ୧-୩୯ମିନିଟ୍ ରୁ ଘଣ୍ଟା ୫-୩୩ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୧-୪୫ମିନିଟ୍ ରୁ ଘଣ୍ଟା ୩-୨୩ମିନିଟ୍, ରାତ୍ର ଘଣ୍ଟା ୮-୫୮ମିନିଟ୍ ରୁ ଘଣ୍ଟା ୧୦-୩୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ମଧ୍ୟେ ଲକ୍ଷ୍ମୀଯୁକ୍ତା ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଏକାଦଶୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ପରେ ଏକପାଦ ନକ୍ଷତ୍ରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିବା ଘଣ୍ଟା ୧୧।୪୪ମିନିଟ୍ ରୁ ଘଣ୍ଟା ୧।୧୭ମିନିଟ୍, କାଳବେଳା- ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୧୨ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୭ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୮।୧୭।୩୨, ଚନ୍ଦ୍ର ରାଶି-୨।୧୨।୫୯।୧୬, ମଙ୍ଗଳ ରାଶି-୯।୫।-୦।୨୮, ବୁଧ ରାଶି-୪।୩।୫୬।୫୨, ବୃହସ୍ପତି ରାଶି-୬।୨୩।୩୮।୩୯, ଶୁକ୍ର ରାଶି-୬।୨।୩୬।୪୩, ଶୁକ୍ର ରାଶି-୮।୮।୨୫।୨୨, ରାହୁ ରାଶି-୩।୧୧।୨୫।୩୧, କେତୁ ରାଶି-୯।୧୧।୨୫।୩୧।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୧୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୩୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୫୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୪୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୧୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ମକଦ୍ଦମାଦାୟର ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ମଧ୍ୟେ ଆର୍ଦ୍ରାନକ୍ଷତ୍ର  ମିଥୁନଷରାଶି ରାହୁମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୫।୧୪।୪୭ ସେକେଣ୍ଡ ପରେ  ପୁନର୍ବସୁନକ୍ଷତ୍ର  ମିଥୁନଷରାଶି ଗୁରୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!