ଦୈନିକ ପାଞ୍ଜି: ସେପ୍ଟେମ୍ବର ୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୪, ୨୦୧୮

ନନ୍ଦୋତ୍ସବ (ବୈଷ୍ଣବ)

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୨।୬ ସେକେଣ୍ଡ

ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୫୩।୦ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୧୯ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୩ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ନବମୀତିଥୀ ସଂଧ୍ୟା ଘଣ୍ଟା ୫।୨୪।୩୨ ସେକେଣ୍ଡ

ମୃଗଶିରାନକ୍ଷତ୍ର ସଂଧ୍ୟା ଘଣ୍ଟା ୬।୫୩।୧୭ ସେକେଣ୍ଡ,

ବୃଷଚନ୍ଦ୍ର ସକାଳ ଘଣ୍ଟା ୭।୩୩ମିନିଟ୍

ବଜ୍ରଯୋଗ ଦିବା ଘଣ୍ଟା ୧୧।୪୧।୨୯ ସେକେଣ୍ଡ

ତୈତିଳକରଣ ସକାଳ ଘଣ୍ଟା ୬।୨୬।୧୭ ସେକେଣ୍ଡ,

ଗରକରଣ ସଂଧ୍ୟା ଘଣ୍ଟା ୫।୨୪।୩୨ ସେକେଣ୍ଡ,

କ୍ଷୟ ବାଣିଜ୍ୟକରଣ ରାତ୍ର ଘଣ୍ଟା ୪।୧୫ମିନିଟ୍

ରବ୍ୟଂଶଽ ୧୭।୧୯।୨୪, ସୂକ୍ଷ୍ମଚନ୍ଦ୍ର ରା୧।୨୮।୪୯।୨୬

ଦିନମାନ ଘଣ୍ଟା ୧୨।୨୦।୫୪ ସେକେଣ୍ଡ,

ରାତ୍ରମାନ ଘଣ୍ଟା ୧୧।୩୯।୬ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ସଂଧ୍ୟା ଘଣ୍ଟା ୫।୨୪।୩୨ ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସଂଧ୍ୟା ଘଣ୍ଟା ୫।୨୪।୩୨ ସେକେଣ୍ଡ ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୮ ଟା ରୁ ଘଣ୍ଟା ୧୦-୨୮ ମିନିଟ୍, ଘଣ୍ଟା ୧୨-୫୬ ମିନିଟ୍ ରୁ ଘଣ୍ଟା ୨-୩୫ ମିନିଟ୍, ଘଣ୍ଟା ୩-୨୪ ମିନିଟ୍ ରୁ ଘଣ୍ଟା ୫-୩ ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୬-୩୯ ମିନିଟ୍, ରାତ୍ର ଘଣ୍ଟା ୮-୫୯ ମିନିଟ୍ ରୁ ଘଣ୍ଟା ୧୧-୧୯ ମିନିଟ୍, ୧ଘଣ୍ଟା ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତି ମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୭।୩୩ମିନିଟ୍ ଗତେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୬।୫୩।୧୭ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମକର ରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର ଓ ସକାଳ ଘଣ୍ଟା ୭।୩୩ମିନିଟ୍ ପରେ କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସଂଧ୍ୟା ଘଣ୍ଟା ୬।୫୩।୧୭ ସେକେଣ୍ଡ ଗତେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୪୯ମିନିଟ୍ ରୁ ଘଣ୍ଟା ୪।୨୨ମିନିଟ୍, ବାରବେଳା- ସକାଳ ଘଣ୍ଟା ୭।୭ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୧୭ମିନିଟ୍ ରୁ ଘଣ୍ଟା ୨।୫୦ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୭।୨୨ମିନିଟ୍ ରୁ ଘଣ୍ଟା ୮।୫୦ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୧୭।୧୯।୨୪, ଚନ୍ଦ୍ର ରାଶି-୧।୨୮।୪୯।୨୬, ମଙ୍ଗଳ ରାଶି-୯।୪।୫୪।୬, ବୁଧ ରାଶି-୪।୨।୧୪।୯, ବୃହସ୍ପତି ରାଶି-୬।୨୩।୩୦।୧, ଶୁକ୍ର ରାଶି-୬।୧।୪୯।୩୪, ଶନି ରାଶି-୮।୮।୨୫।୩୩, ରାହୁ ରାଶି-୩।୧୧।୨୭।୩୬, କେତୁ ରାଶି-୯।୧୧।୨୭।୩୬।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୧୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୩୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୫୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୪୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୧୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ପୁଂସବନ, ଅସ୍ତ୍ରୋପଚାର ପାଇଁ ଶୁଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୭।୩୩ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର  ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମ ହୋଇଛି। ସକାଳ ଘଣ୍ଟା ୭।୩୩ମିନିଟ୍ ପରେ ସଂଧ୍ୟା ଘଣ୍ଟା ୬।୫୩।୧୭ ସେକେଣ୍ଡ ମଧ୍ୟେ ମୃଗଶିରାନକ୍ଷତ୍ର  ମିଥୁନରାଶି ମଙ୍ଗଳ ମହାଦଶାରେ ଜନ୍ମ ହୋଇଛି। ସଂଧ୍ୟା ଘଣ୍ଟା ୬।୫୩।୧୭ ସେକେଣ୍ଡ ପରେ  ଆର୍ଦ୍ରାନକ୍ଷତ୍ର  ମିଥୁନରାଶି ରାହୁ ମହାଦଶା ରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣି ପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!