ଦୈନିକ ପାଞ୍ଜି: ଜୁଲାଇ ୪ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୪, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୨।୪୨ସେ   ଚନ୍ଦ୍ରୋଦୟ ରାଘ୧୦।୪୭ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୫୮ସେ ଚନ୍ଦ୍ରାସ୍ତ ଦିଘ୧୦।୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୦ ଦିନ ରାଷ୍ଟ୍ରିୟ ଆଷାଢ ୧୩ଦିନ ବୁଧବାର

ଚାନ୍ଦ୍ରମାନ-ଆଷାଢ଼ମାସକୃଷ୍ଣପକ୍ଷ,ଷଷ୍ଠୀତିଥୀ ରାଘ୧୨।୭।୩୦,

ପୂ.ଭାଦ୍ରପଦନକ୍ଷତ୍ର ଅହୋରାତ୍ର କୁମ୍ଭଚନ୍ଦ୍ର ରାଘ୧୦।୫୪, ଆୟୁଷ୍ମାନ୍ ଯୋଗ ସଘ୭।୧୬।୬

ଗରକରଣ ଦିଘ୧୧।୨୨।୩୨, ବାଣିଜ୍ୟକରଣ ରାଘ୧୨।୭।୩୦

ରବ୍ୟଂଶଽ ୧୭।୫୨।୫୪, ସୂକ୍ଷ୍ମଚନ୍ଦ୍ର ରା୧୦।୨୦।୫୯।୪୮

ଦିନମାନ ଘ୧୩।୧୦।୧୬, ରାତ୍ରମାନ ଘ୧୦।୪୯।୪୪

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ  

ପଶ୍ଚିମେ ରାଘ୧୨।୭ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ

ରାଘ୧୨।୭ମି ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ

ଅମୃତ ଦିଘ୭-୫୧ମି ରୁ ଘ୧୧-୨୨ମି, ଦିଘ୨-୦୦ମି ରୁ ଘ୫-୩୦ମି, ସୂର୍ଯ୍ୟାସ୍ତରୁ ଘ୧୦-୦୦ମି, ରାଘ୧୨-୧୦ମି ରୁ ଘ୧-୩ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାଘ୧୦।୫୪ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ମିଥୁନ, ମୀନ ରାଶିର ଘାତଚନ୍ଦ୍ର ଓ ରାଘ୧୦।୫୪ମି ପରେ ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦଦୋଷ ଓ ରାତ୍ର ଘ୧୨।୬ମି ପରେ ଦ୍ଵିପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ

ରାହୁକାଳ ଓ ବାରବେଳା- ଦିଘ୧୧।୪୯ମି ରୁ ଘ୧।୨୯ମି, କାଳବେଳା-ସଘ୮।୩୨ମି ରୁ ଘ୧୦।୧୧ମି କାଳ ରାତ୍ରି-ରାଘ୨।୩୩ମି ରୁ ଘ୩।୫୪ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବିରା୨।୧୭।୫୨।୫୪,ଚ୧୦।୨୦।୫୯।୪୮,ମ୯।୧୪।୫୦।୩, ବୁ୩।୧୨।୪୨।୬, ବୃ୬।୧୯।୧୯।୨୯, ଶୁ୩।୨୯।୦।୩୩, ଶ୮।୧୧।୧୫।୨୭, ରା୩।୧୧।୪୬।୪୩, କେ୯।୧୧।୪୬।୪୩।

ଉଦୟଲଗ୍ନ

ରାତ୍ର ଘ୩।୫୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୨୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୩୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୩୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୫୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୧୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୫୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୩୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୫୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୫୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି ବ୍ରତୋପନୟନ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦୀକ୍ଷା ଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଆଗାମୀ ଦିନ ସୂର୍ଯ୍ୟ ଉଦୟ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଗୁରୁ ମହାଦଶାରେ ଜନ୍ମହୋଇଛି। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!