ଦୈନିକ ପାଞ୍ଜି: ଅଗଷ୍ଟ ୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୪, ୨୦୧୮

ନନ୍ଦିନୀ ଶତପଥୀଙ୍କ ତିରୋଧାନ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୭।୧୦ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୮।୪୫ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ   କର୍କଟ ୧୯ ଦିନ  ରାଷ୍ଟ୍ରିୟ ଶ୍ରାବଣ ୧୩ଦିନ ଶନିବାର

ଆଜିର ପଞ୍ଚାଙ୍ଗ 

ଚନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ସପ୍ତମୀତିଥୀ ଦିବା ଘଣ୍ଟା ୧୨।୫।୪୭ସେକେଣ୍ଡ,

ଅଶ୍ୱିନୀନକ୍ଷତ୍ର ଦିବା ଘଣ୍ଟା ୨।୫୯।୪୮ସେକେଣ୍ଡ, ମେଷଚନ୍ଦ୍ର ଅହୋରାତ୍ର,

ଶୂଳଯୋଗ ଦିବା ଘଣ୍ଟା ୧୨।୫୭।୪୮ସେକେଣ୍ଡ

ବବକରଣ ଦିବା ଘଣ୍ଟା ୧୨।୫।୪୭ସେକେଣ୍ଡ, ବାଳବକରଣ ରାତ୍ର ଘଣ୍ଟା ୧୧।୪୯।୨୯ସେକେଣ୍ଡ

ରବ୍ୟଂଶଽ ୧୭।୨୮।୫୫, ସୂକ୍ଷ୍ମଚନ୍ଦ୍ର ରା୦।୮।୪।୫୪

ଦିନମାନ ଘଣ୍ଟା ୧୨।୫୧।୩୪ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୮।୨୬ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ବାୟବ୍ୟେ ଦିବା ଘଣ୍ଟା ୧୨।୫।୪୭ସେକେଣ୍ଡ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୨।୫।୪୭ସେକେଣ୍ଡ ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୯-୪୧ମିନିଟ୍ ରୁ ଘଣ୍ଟା ୧-୭ମିନିଟ୍, ରାତ୍ର ଘଣ୍ଟା ୮-୨୯ମିନିଟ୍ ରୁ ଘଣ୍ଟା ୧୦-୪୩ମିନିଟ୍, ରାତ୍ର ଘଣ୍ଟା ୧୨-୧୨ମିନିଟ୍ ରୁ ଘଣ୍ଟା ୧-୪୧ମିନିଟ୍ ରାତ୍ର ଘଣ୍ଟା ୨-୨୬ମିନିଟ୍ ରୁ ଘଣ୍ଟା ୩-୫୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୫୯।୪୮ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ, ସିଂହ, କନ୍ୟା ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ଦିବା ଘଣ୍ଟା ୨।୫୯।୪୮ସେକେଣ୍ଡ ପରେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ବେଶ୍ୟା ଯୋଗେ ତିଳ ସୁବର୍ଣ୍ଣ ଦାନ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଏବଂ ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଓ ଦିବା ଘଣ୍ଟା ୧୨।୫ମିନିଟ୍ ଗତେ ଏକପାଦଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୧୫ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୨୮ମିନିଟ୍ ରୁ ଘଣ୍ଟା ୩।୪ମିନିଟ୍, କାଳବେଳା- ସକାଳ ଘଣ୍ଟା ୫।୨୬ମିନିଟ୍ ରୁ ଘଣ୍ଟା ୭।୨ମିନିଟ୍, ଦିବା ଘଣ୍ଟା ୪।୪୧ମିନିଟ୍ ରୁ ଘଣ୍ଟା ୬।୧୭ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୬।୧୭ମିନିଟ୍ ରୁ ଘଣ୍ଟା ୭।୪୧ମିନିଟ୍, ରାତ୍ର ଘଣ୍ଟା ୪।୩ମିନିଟ୍ ରୁ ଘଣ୍ଟା ୫।୨୬ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୩।୧୭।୨୮।୫୫, ଚନ୍ଦ୍ର ରାଶି-୦।୮।୪।୫୪, ମଙ୍ଗଳ ରାଶି-୯।୭।୫୯।୨୦, ବୁଧ ରାଶି-୩।୨୬।୧୨।୫୪, ବୃହସ୍ପତି ରାଶି-୬।୨୦।୭।୪୬, ଶୁକ୍ର ରାଶି-୫।୨।୪୯।୨୯, ଶନି ରାଶି-୮।୯।୧୭।୨, ରାହୁ ରାଶି-୩।୧୧।୪୮।୨୪, କେତୁ ରାଶି-୯।୧୧।୪୮।୨୪।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୫୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଋଣଦାନ ଓ ଋଣଗ୍ରହଣ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୨।୫୯।୪୮ସେକେଣ୍ଡ୍ ମଧ୍ୟେ ଅଶିନୀନକ୍ଷତ୍ର  ମେଷରାଶି କେତୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୨।୫୯।୪୮ସେକେଣ୍ଡ୍ ପରେ ଦ୍ଵିଜାନକ୍ଷତ୍ର  ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!