ଦୈନିକ ପାଞ୍ଜି: ଜୁଲାଇ ୩୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୩୧, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୧୫ ଦିନ ଜୁଲାଇ ୩୧ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୯ଦିନ ମଙ୍ଗଳବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୨୨।୨୫ସେ   ଚନ୍ଦ୍ରୋଦୟ ରାଘ୮।୪୮ମି.

ସୂର୍ଯ୍ୟାସ୍ତ  ସଂଘ୬।୧୭।୧୭ସେ      ଚନ୍ଦ୍ରାସ୍ତ ସଘ୮।୧ମି.

 

ଶ୍ରାବଣମାସ କୃଷ୍ଣପକ୍ଷ, ତୃତୀୟାତିଥୀ ସଘ୮।୪୪।୨, ଶତଭିଷାନକ୍ଷତ୍ର ସଘ୯।୧୦।୧୩

କୁମ୍ଭଚନ୍ଦ୍ର ରାଘ୪।୫୫, ଶୋଭନଯୋଗ ଦିଘ୨।୨୫।୩୬

ବିଷ୍ଟିକରଣ ସଘ୮।୪୪।୨, ବବକରଣ ରାଘ୯।୩୨।୨୮

ରବ୍ୟଂଶଽ ୧୩।୩୯।୧୫, ସୂକ୍ଷ୍ମଚନ୍ଦ୍ର ରା୧୦।୧୮।୫।୨୨

ଦିନମାନ ଘ୧୨।୫୪।୫୨, ରାତ୍ରମାନ ଘ୧୧।୫।୮

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ଅଗ୍ନିକୋଣେ ସଘ୮।୪୪।୨ସେ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଘ୮।୪୪।୨ସେ ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘ୭-୫୮ମି ରୁ ଘ୧୦-୩୩ମି, ଦିଘ୧-୭ମି ରୁ ଘ୨-୫୧ମି, ଘ୩-୪୨ମି ରୁ ଘ୫-୨୫ମି, ସୂର୍ଯ୍ୟାସ୍ତରୁ ଘ୭-୧ମି, ରାଘ୯-୧୫ମି ରୁ ଘ୧୧-୨୮ମି, ରାଘ୧-୪୧ମି ରୁ ଘ୩-୧୦ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ କୁମ୍ଭଚନ୍ଦ୍ର ରାଘ୪।୫୫ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୯।୧୦।୧୩ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମକର ରାଶିର ଘାତବାର। ମିଥୁନ/ମକର/ମୀନ ରାଶିର ଘାତଚନ୍ଦ୍ର ଓ ରାଘ୪।୫୫ମି ପରେ ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସଘ୯।୧୦।୧୩ ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ସଘ୯।୧୦ମି ପରେ ଦ୍ୱିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୩।୫ମି ରୁ ଘ୪।୪୨ମି, ବାରବେଳା- ସଘ୭।୨ମି ରୁ ଘ୮।୩୮ମି, କାଳବେଳା- ଦିଘ୧।୨୯ମି ରୁ ଘ୩।୬ମି, କାଳରାତ୍ରି- ରାଘ୭।୪୨ମି ରୁ ଘ୯।୬ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୧୩।୩୯।୧୫, ଚ୧୦।୧୮।୫।୨୨, ମ୯।୯।୩।୭, ବୁ୩।୨୮।୨୩।୨୪, ବୃ୬।୧୯।୫୨।୯, ଶୁ୪।୨୮।୩୮।୪୯, ଶ୮।୯।୨୯।୨୭, ରା୩।୧୧।୪୭।୧୯, କେ୯।୧୧।୪୭।୧୯।

ଉଦୟଲଗ୍ନ-

ନିଶାନ୍ତ ଘ୪।୧୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୩୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୮।୪୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୦।୫୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୧୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୨୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୧୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୮।୪୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୨୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୧୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଘ୯।୧୦।୧୩ ସେକେଣ୍ଡ ମଧ୍ୟେ ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି। ସଘ୯।୧୦।୧୩ ସେକେଣ୍ଡ ପରେ ରାଘ୪।୫୫ ମିନିଟ୍ ମଧ୍ୟେ ପୂର୍ବଭାଦ୍ରପଦନକ୍ଷତ୍ର କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି ଓ ରାଘ୪।୫୫ ମିନିଟ୍ ପରେ ପୂର୍ବଭାଦ୍ରପଦନକ୍ଷତ୍ର ମୀନରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!