ଦୈନିକ ପାଞ୍ଜି: ଅଗଷ୍ଟ ୩୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୩୧, ୨୦୧୮

ରକ୍ଷା ପଞ୍ଚମୀ, ଗୃହୀମାନଙ୍କର ଗୃହଦ୍ଵାରରେ ଘଣ୍ଟାକର୍ଣ୍ଣ ପୂଜା, ଶ୍ରୀମନ୍ଦିରେ ସୁବର୍ଣ୍ଣରାହୁରେଖା ଲାଗି ପଞ୍ଚମୀ ଉତ୍ସବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୪।୫୭ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧।୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୫ ଦିନ ରାଷ୍ଟ୍ରିୟ ଭାଦ୍ରବ ୯ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ପଞ୍ଚମୀତିଥୀ ରାତ୍ର ଘଣ୍ଟା ୧୦।୧୨।୫୮ ସେକେଣ୍ଡ,

ଅଶ୍ୱିନୀନକ୍ଷତ୍ର ରାତ୍ର ଘଣ୍ଟା ୮।୪୬।୪୩ ସେକେଣ୍ଡ, ମେଷଚନ୍ଦ୍ର ଅହୋରାତ୍ର,

ବୃଦ୍ଧିଯୋଗ ରାତ୍ର ଘଣ୍ଟା ୭।୩୧।୨୫ ସେକେଣ୍ଡ

କୌଳବକରଣ ଦିବା ଘଣ୍ଟା ୧୦।୧୫।୨୩ ସେକେଣ୍ଡ, ତୈତିଳକରଣ ରାତ୍ର ଘଣ୍ଟା ୧୦।୧୨।୫୮ ସେକେଣ୍ଡ

ରବ୍ୟଂଶଽ ୧୩।୨୭।୫, ସୂକ୍ଷ୍ମଚନ୍ଦ୍ର ରା୦।୫।୫।୨

ଦିନମାନ ଘଣ୍ଟା ୧୨।୨୫।୧୨ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୪।୪୮ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ରାତ୍ର ଘଣ୍ଟା ୧୦।୧୨।୫୮ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧୦।୧୨। ୫୮ସେକେଣ୍ଡ ମଧ୍ୟେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ-ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୧ମିନିଟ୍, ଦିବା ଘଣ୍ଟା ୭-୧୦ମିନିଟ୍ ରୁ ଘଣ୍ଟା ୯-୩୯ମିନିଟ୍, ଦିବା ଘଣ୍ଟା ୧୨-୮ମିନିଟ୍ ରୁ ଘଣ୍ଟା ୨-୩୭ମିନିଟ୍, ଦିବା ଘଣ୍ଟା ୪-୧୬ମିନିଟ୍ ରୁ ସଂଧ୍ୟା ଘଣ୍ଟା ୫-୫୫ମିନିଟ୍, ରାତ୍ର ଘଣ୍ଟା ୭-୨୮ମିନିଟ୍ ରୁ ଘଣ୍ଟା ୯-୦୧ମିନିଟ୍, ରାତ୍ର ଘଣ୍ଟା ୧-୩୯ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୦୧ମିନିଟ୍ ରୁ ଘଣ୍ଟା ୯-୪୭ମିନିଟ୍, ରାତ୍ର ଘଣ୍ଟା ୩-୧୨ମିନିଟ୍ ରୁ ଘଣ୍ଟା ୩-୫୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ରାତ୍ର ଘଣ୍ଟା ୮।୪୬।୪୩ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷ ରାଶିର ଘାତଚନ୍ଦ୍ର। ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୮।୪୬।୪୩ ସେକେଣ୍ଡ ପରେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-କଳଙ୍କ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧୦।୧୨ମିନିଟ୍ ରୁ ଘଣ୍ଟା ୧୧।୪୫ମିନିଟ୍, ବାରବେଳା ଓ କାଳବେଳା-ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୧।୪୬ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୮।୫୨ମିନିଟ୍ ରୁ ଘଣ୍ଟା ୧୦।୧୯ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୩।୨୭।୫, ଚନ୍ଦ୍ର ରାଶି-୦।୫।୫।୨, ମଙ୍ଗଳ ରାଶି-୯।୪।୩୬।୩୮, ବୁଧ ରାଶି-୩।୨୬।୨।୩୧, ବୃହସ୍ପତି ରାଶି-୬।୨୨।୫୬।୩୮, ଶୁକ୍ର ରାଶି-୫।୨୮।୩୩।୩୭, ଶନି ରାଶି-୮।୮।୨୭।୧୫, ରାହୁ ରାଶି-୩।୧୧।୩୫।୫୫, କେତୁ ରାଶି-୯।୧୧।୩୫।୫୫।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୩୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୪୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୫୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୧୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୨୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୧୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୪୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୩୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁଦ୍ରବ୍ୟ କ୍ରୟବିକ୍ରୟ, ଦେବତା ଗଠନ, ନୌକା ଚାଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୮।୪୬।୪୩ ସେକେଣ୍ଡ ମଧ୍ୟେ ଅଶ୍ଵିନୀନକ୍ଷତ୍ର  ମେଷରାଶି କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮।୪୬।୪୩ ସେକେଣ୍ଡ ପରେ ଦ୍ଵିଜାନକ୍ଷତ୍ର  ମେଷରାଶି ଶୁକ୍ରମହାଦଶାରେ ଜନ୍ମ ହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!