ଦୈନିକ ପାଞ୍ଜି: ଅଗଷ୍ଟ ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୩୦, ୨୦୧୮

ଗୌରୀ ଚତୁର୍ଥୀ ବା ଗୌରୀଗଣେଶଙ୍କୁ ପୂଜାକରିବା ଉଚିତ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୪।୪୦ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୦୦।୨୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୪ ଦିନ ରାଷ୍ଟ୍ରିୟ ଭାଦ୍ରବ ୮ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଚତୁର୍ଥୀତିଥୀ ରାତ୍ର ଘଣ୍ଟା ୧୦।୧୦।୨୯ସେକେଣ୍ଡ,

ରେବତୀନକ୍ଷତ୍ର ରାତ୍ର ଘଣ୍ଟା ୮।୧।୩୫ସେକେଣ୍ଡ, ମୀନଚନ୍ଦ୍ର ରାତ୍ର ଘଣ୍ଟା ୮।୧।୩୫ସେକେଣ୍ଡ,

ଗଣ୍ଡଯୋଗ ରାତ୍ର ଘଣ୍ଟା ୮।୨୯।୧୪ସେକେଣ୍ଡ

ବବକରଣ ସକାଳ ଘଣ୍ଟା ୯।୫୮।୨୨ସେକେଣ୍ଡ, ବାଳବକରଣ ରାତ୍ର ଘଣ୍ଟା ୧୦।୧୦।୨୯ସେକେଣ୍ଡ

ରବ୍ୟଂଶଽ ୧୨।୨୯।୪, ସୂକ୍ଷ୍ମଚନ୍ଦ୍ର ରା୧୧।୨୨।୧୭।୫୮

ଦିନମାନ ଘଣ୍ଟା ୧୨।୨୬।୧୬, ରାତ୍ରମାନ ଘଣ୍ଟା ୧୧।୩୩।୪୪

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତକୋଣେ ରାତ୍ର ଘଣ୍ଟା ୧୦।୧୦।୨୯ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧୦।୧୦।୨୯ସେକେଣ୍ଡ ମଧ୍ୟେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୦ମିନିଟ୍, ଦିବା ଘଣ୍ଟା ୧୦-୨୯ମିନିଟ୍ ରୁ ଘଣ୍ଟା ୧୨।୫୮ମିନିଟ୍, ଅମୃତ ରାତ୍ର ଘଣ୍ଟା ୨-୨୬ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୮।୧।୩୫ସେକେଣ୍ଡ  ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮।୧।୩୫ ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ଧନୁ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୮।୧ମିନିଟ୍ ପରେ ମେଷ ରାଶିର ଘାତଚନ୍ଦ୍ର। ତୁଳା/କୁମ୍ଭ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-କଳଙ୍କ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧।୧୯ମିନିଟ୍ ରୁ ଘଣ୍ଟା ୨।୫୨ମିନିଟ୍, କାଳବେଳା ଓ ବାରବେଳା-ଦିବା ଘଣ୍ଟା ୨।୫୩ମିନିଟ୍ ରୁ ଘଣ୍ଟା ୫।୫୯ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୧୧।୪୬ମିନିଟ୍ ରୁ ଘଣ୍ଟା ୧।୧୩ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୨।୨୯।୪, ଚନ୍ଦ୍ର ରାଶି-୧୧।୨୨।୧୭।୫୮, ମଙ୍ଗଳ ରାଶି-୯।୪।୩୪।୧୮, ବୁଧ ରାଶି-୩।୨୪।୪୧।୫୪, ବୃହସ୍ପତି ରାଶି-୬।୨୨।୪୮।୩୬, ଶୁକ୍ର ରାଶି-୫।୨୭।୪୨।୪୦, ଶନି ରାଶି-୮।୮।୨୭।୫୬, ରାହୁ ରାଶି-୩।୧୧।୩୭।୩୯, କେତୁ ରାଶି-୯।୧୧।୩୭।୩୯।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୩୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୪୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୫୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୨୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୨୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୧୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୨୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୩୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାଟ୍ୟାରମ୍ଭ, ଅସ୍ତ୍ରୋପଚାର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୮।୧।୩୫ସେକେଣ୍ଡ ମଧ୍ୟେ ରେବତୀନକ୍ଷତ୍ର  ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮।୧।୩୫ସେକେଣ୍ଡ ପରେ ଅଶ୍ଵିନୀନକ୍ଷତ୍ର  ମେଷରାଶି କେତୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!