ଶ୍ରାବଣ ମାସ ପ୍ରଥମ ସୋମବାର, କାଉଡ଼ିଆ ମାନେ ଶିବଙ୍କୁ ଜଳାଭିଷେକ କରିବେ। ଦୈନିକ ପାଞ୍ଜି: ଜୁଲାଇ ୩୦, ୨୦୧୮।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୩୦, ୨୦୧୮

ଶ୍ରାବଣ ମାସ ପ୍ରଥମ ସୋମବାର, କାଉଡ଼ିଆ ମାନେ ଶିବଙ୍କୁ ଜଳାଭିଷେକ କରିବେ

ଶକାବ୍ଦଃ୧୯୪୦ କର୍କଟ ୧୪ ଦିନ ଜୁଲାଇ ୩୦ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୮ଦିନ ସୋମବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୨୨।୪ସେ    ଚନ୍ଦ୍ରୋଦୟ ରାଘ୮।୧୦ମି.

ସୂର୍ଯ୍ୟାସ୍ତ   ସଂଘ୬।୧୭।୪୪ସେ      ଚନ୍ଦ୍ରାସ୍ତ ସଘ୭।୧୧ମି.

ଶ୍ରାବଣମାସ କୃଷ୍ଣପକ୍ଷ, ଦ୍ୱିତିୟାତିଥୀ ସଘ୬।୪୧।୫, ଧନିଷ୍ଠାନକ୍ଷତ୍ର ସଘ୬।୩୧।୫୬

କୁମ୍ଭଚନ୍ଦ୍ର ଅହୋରାତ୍ର, ସୌଭାଗ୍ୟଯୋଗ ଦିଘ୧।୪୯।୧୩

ଗରକରଣ ସଘ୬।୪୧।୫, ବାଣିଜ୍ୟକରଣ ରାଘ୭।୪୬।୧୧

ରବ୍ୟଂଶଽ ୧୨।୪୧।୫୨, ସୂକ୍ଷ୍ମଚନ୍ଦ୍ର ରା୧୦।୬।୫।୧୪

ଦିନମାନ ଘ୧୨।୫୫।୪୦, ରାତ୍ରମାନ ଘ୧୧।୪।୨୦

ଯୋଗୀନିବାସ-

ଉତ୍ତରେ ସଘ୬।୪୧ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

<<Vastu>>> | <<< Jataka Bichara >>>

ନିଷେଧଖାଦ୍ୟ-

ସଘ୬।୪୧ମି ମଧ୍ୟେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୫ ମି, ଦି ଘ୧୦-୩୨ମି ରୁ ଦିଘ୧-୭ମି, ରାଘ୭-୧ମି ରୁ ଘ୯-୧୪ମି, ରାଘ୧୧-୨୭ମି ରୁ ଘ୨-୨୫ମି, ମାହେନ୍ଦ୍ର ଘ୩- ୪୨ମି ରୁ ସଂଧ୍ୟା ଘ୫-୨୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୬।୩୧।୫୬ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମିଥୁନ ରାଶିର ଘାତବାର। ମିଥୁନ/ମକର/ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସଘ୬।୪୧ ମଧ୍ୟେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସଘ୭।୧ମି ରୁ ଘ୮।୩୮ମି, ବାରବେଳା- ଦିଘ୩।୬ମି ରୁ ଘ୪।୪୩ମି, କାଳରାତ୍ରି- ରାଘ୧୦।୨୯ମି ରୁ ଘ୧୧।୫୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୧୨।୪୧।୫୨, ଚ୧୦।୬।୫।୧୪, ମ୯।୯।୧୯।୩୦, ବୁ୩।୨୮।୪୪।୫୩, ବୃ୬।୧୯।୪୮।୪୦, ଶୁ୪।୨୭।୩୫।୨୯, ଶ୮।୯।୩୨।୪୩, ରା୩।୧୧।୪୭।୩, କେ୯।୧୧।୪୭।୩।

ଉଦୟଲଗ୍ନ-

ନିଶାନ୍ତ ଘ୪।୨୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୩୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୮।୪୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୦।୫୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୨୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୨୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୧୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୮।୫୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୨୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୨୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ହଳ ଆରମ୍ଭ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଘ୬।୩୧।୫୬ ସେକେଣ୍ଡ ମଧ୍ୟେ ଧନିଷ୍ଠାନକ୍ଷତ୍ର କୁମ୍ଭରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ସଘ୬।୩୧।୫୬ ସେକେଣ୍ଡ ପରେ  ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!