ଦୈନିକ ପାଞ୍ଜି: ସେପ୍ଟେମ୍ବର ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୩, ୨୦୧୮

ବୈଷ୍ଣବ ସମ୍ମତ ଜନ୍ମାଷ୍ଟମୀ, ମଥୁରା ଓ ଦ୍ଵାରିକାରେ କୃଷ୍ଣ ଜନ୍ମୋତ୍ସବ, ନନ୍ଦୋତ୍ସବ(ସ୍ମାର୍ତ୍ତ), ଶାରଦୀୟ ଦୂର୍ଗାପୂଜାର  ମୂର୍ତ୍ତିକା ସଂଗ୍ରହ, ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଲଗ୍ନ ନିରୂପଣ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୧।୫୩ ସେକେଣ୍ଡ

ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୫୩।୫୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୧୮ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୨ଦିନ ସୋମବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଅଷ୍ଟମୀତିଥୀ ରାତ୍ର ଘ୭।୨୦।୫୩

ରୋହିଣିନକ୍ଷତ୍ର ରାତ୍ର ଘଣ୍ଟା ୮।୫।୨୯ ସେକେଣ୍ଡ, ବୃଷଚନ୍ଦ୍ର ଅହୋରାତ୍ର

ହର୍ଷଣଯୋଗ ଦିବା ଘଣ୍ଟା ୨।୧୪।୫୯ ସେକେଣ୍ଡ

ବାଳବକରଣ ସକାଳ ଘଣ୍ଟା ୮।୮।୨୩ ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୭।୨୦।୫୩ ସେକେଣ୍ଡ

ରବ୍ୟଂଶଽ ୧୬।୨୧।୧୬, ସୂକ୍ଷ୍ମଚନ୍ଦ୍ର ରା୧।୧୪।୫୭।୩୪

ଦିନମାନ ଘଣ୍ଟା ୧୨।୨୧।୫୯ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୮।୧ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ରାତ୍ର ଘଣ୍ଟା ୭।୨୦।୫୩ ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୭।୨୦।୫୩ ସେକେଣ୍ଡ ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୧ ମିନିଟ୍, ଦିବା ଘଣ୍ଟା ୧୦-୨୮ ମିନିଟ୍ ରୁ ଘଣ୍ଟା ୧୨-୫୭ ମିନିଟ୍, ସଂଧ୍ୟା ଘଣ୍ଟା ୬-୪୦ ମିନିଟ୍ ରୁ ରାତ୍ର ଘଣ୍ଟା ୮-୫୯ ମିନିଟ୍, ରାତ୍ର ଘଣ୍ଟା ୧୧-୧୯ ମିନିଟ୍ ରୁ ଘଣ୍ଟା ୨-୨୬ ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୩-୨୫ ମିନିଟ୍ ରୁ ଘଣ୍ଟା ୫-୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି 

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା୮।୫।୨୯ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଦୋଷନାହିଁ।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସକାଳ ଘଣ୍ଟା ୭।୬ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, ବାରବେଳା- ଦିବା ଘଣ୍ଟା ୨।୫୦ମିନିଟ୍ ରୁ ଘଣ୍ଟା ୪।୨୩ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୦।୧୮ମିନିଟ୍ ରୁ ଘଣ୍ଟା ୧୧।୪୫ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୬।୨୧।୧୬, ଚନ୍ଦ୍ର ରାଶି-୧।୧୪।୫୭।୩୪, ମଙ୍ଗଳ ରାଶି-୯।୪।୪୮।୩୧,

ବୁଧ ରାଶି-୪।୦।୩୪।୫୧, ବୃହସ୍ପତି ରାଶି-୬।୨୩।୨୧।୨୯, ଶୁକ୍ର ରାଶି-୬।୧।୧।୩୮,

ଶନି ରାଶି-୮।୮।୨୫।୫୦, ରାହୁ ରାଶି-୩।୧୧।୨୯।୪୧, କେତୁ ରାଶି-୯।୧୧।୨୯।୪୧।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୧୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୩୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୧୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୫୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୧୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୮।୫।୨୯ ସେକେଣ୍ଡ ମଧ୍ୟେ ରୋହିଣୀନକ୍ଷତ୍ର  ବୃଷଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮।୫।୨୯ ସେକେଣ୍ଡ ପରେ ମୃଗଶିରାନକ୍ଷତ୍ର  ବୃଷଷରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!