ଆଜିର ପାଞ୍ଜି: ମଇ ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୩, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୭|୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସଂଧ୍ୟା ଘ ୬|୩|୪୦ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୦ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୩ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ତୃତୀୟାତିଥି ସକାଳ ଘଣ୍ଟା ୯|୬|୫୧ସେକେଣ୍ଡ୍,

ଜ୍ୟେଷ୍ଠାନକ୍ଷତ୍ର ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍, ବିଛାଚନ୍ଦ୍ର ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍,

ପରିଘଯୋଗ ସକାଳ ଘଣ୍ଟା ୯|୨୯|୯ସେକେଣ୍ଡ୍,

ବିଷ୍ଟିକରଣ ସକାଳ ଘଣ୍ଟା ୯|୬|୫୧ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୧୦|୧|୫ସେକେଣ୍ଡ୍,

ରବ୍ୟଂଶଽ୧୮|୨୪|୫୦, ସୂକ୍ଷ୍ମଚନ୍ଦ୍ର ରାଶି ୭|୨୨|୩୬|୫୨,

ଦିନମାନ ଘଣ୍ଟା ୧୨|୪୬|୩୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୩|୨୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସକାଳ ଘଣ୍ଟା ୯|୬|୫୧ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୯|୬|୫୧ସେକେଣ୍ଡ୍ ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ରାତ୍ର ଘଣ୍ଟା ୨।୧୭ ମିନିଟ୍ ରୁ ଘଣ୍ଟା ୩।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୯ ମିନିଟ୍, ଦିବା ଘଣ୍ଟା ୧୦।୨୩ ମିନିଟ୍ ରୁ ଘଣ୍ଟା ୧୨।୫୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

ତୁଳା, କୁମ୍ଭ ରାଶିର ଘାତବାର। ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍ ଗତେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୨।୮ମିନିଟ୍ ପରେ ସାତମାସ ଗଣ୍ଡଦୋଷ ଯୋଗେ ବିବାହକଷ୍ଟ ଓ ରଜଶ୍ଚକ୍ରେ  ଦୁଃଖିନୀ ତେଣୁ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ/ କାଳବେଳା- ଦିବା ଘଣ୍ଟା ୧|୧୮ ମିନିଟ୍ ରୁ ଘଣ୍ଟା ୪|୩୦ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪|୩୦ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୬ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୨ମିନିଟ୍ ରୁ ଘଣ୍ଟା ୧|୬ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୮।୨୪।୫୦-, ଚନ୍ଦ୍ରରାଶି-୭।୨୨।୩୬।୫୨-,  ମଙ୍ଗଳରାଶି-୯|୦|୧୬|୫୬-, ବୁଧରାଶି-୧୧|୨୧|୪୭|୪୯-, ବୃହସ୍ପତିରାଶି-୬|୨୫|୨|୧୭-, ଶୁକ୍ରରାଶି-୧|୧୫|୫୮|୨୦-, ଶନିରାଶି-୮|୧୪|୫୦|୪୭-, ରାହୁରାଶି-୯|୧୬|୪|୧୧-, କେତୁରାଶି-୯|୧୬|୪|୧୧-।

ଆଜିରଲଗ୍ନ

ନିଶାନ୍ତ ୪ଟା ୧୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୫୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୫୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୧୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୨୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୩୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୪୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୫୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୧୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୩୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୧୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ,  ନୂତନ ଅକ୍ଷର ଆରମ୍ଭ, ଜଳାଶୟପ୍ରତିଷ୍ଠା, ନୌକାନିର୍ମାଣ, ଔଷଧ କରଣ ଓ ସେବନ, ଦିକ୍ଷାଗ୍ରହଣ, ଚୂଡାକରଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଧାନ୍ୟସ୍ଥାପନ, ମୋକଦ୍ଦମାଦାୟର, ଆରୋଗ୍ୟସ୍ନାନ, ଅସ୍ତ୍ରୋପଚାର, ହଳଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର  ବିଛାରାଶି  ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭|୫୨|୨୫ସେକେଣ୍ଡ୍ ପରେ ମୂଳାନକ୍ଷତ୍ର ଧନୁରାଶି କେତୁମହାଦଶାରେ  ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!