ଦୈନିକ ପାଞ୍ଜି: ଜୁଲାଇ ୩ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୩, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୨।୨୨ସେ   ଚନ୍ଦ୍ରୋଦୟ ରାଘ୧୦।୧୦ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୫୫ସେ        ଚନ୍ଦ୍ରାସ୍ତ ସଘ୯।୧୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୯ ଦିନ ରାଷ୍ଟ୍ରିୟ ଆଷାଢ ୧୨ଦିନ ମଙ୍ଗଳବାର

ଚାନ୍ଦ୍ରମାନ -ଆଷାଢ଼ମାସ କୃଷ୍ଣପକ୍ଷ, ପଞ୍ଚମୀତିଥୀ ରାଘ୧୦।୨୯।୧୨,

ଶତଭିଷାନକ୍ଷତ୍ର ରାଘ୩।୧୪।୧୬  କୁମ୍ଭଚନ୍ଦ୍ର ଅହୋରାତ୍ର, ପ୍ରୀତିଯୋଗ ସଘ୬।୩୮।୫୮

କୌଳବକରଣ ସଘ୯।୨୮।୨୬, ତୈତିଳକରଣ ରାଘ୧୦।୨୯।୧୨

ରବ୍ୟଂଶଽ ୧୬।୫୫।୪୧, ସୂକ୍ଷ୍ମଚନ୍ଦ୍ର ରା୧୦।୮।୫୭।୪୫

ଦିନମାନ ଘ୧୩।୧୦।୩୩, ରାତ୍ରମାନ ଘ୧୦।୪୯।୨୭

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ

ଦକ୍ଷିଣେ ରାଘ୧୦।୨୯ମି ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ

ରାଘ୧୦।୨୯ମି ମଧ୍ୟେ ବେଲ, ପଣଶ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ

ଅମୃତ ସୂର୍ଯ୍ୟୋଦୟରୁ ଘ୭-୫୧ମି, ଦିଘ୯-୩୬ମି ରୁ ଘ୧୨-୧୪ମି, ଦିଘ୩-୪୫ମି ରୁ ଘ୪-୩୮ମି, ସୂର୍ଯ୍ୟାସ୍ତରୁ ଘ୭-୦୬ମି, ରାଘ୧୨-୧୦ମି ରୁ ଘ୨-୨୦ମି, ମାହେନ୍ଦ୍ର ଦିଘ୨-୫୨ମି ରୁ ଘ୩-୪୫ମି, ଦିଘ୪-୩୮ମି ରୁ ଘ୫-୩୦ମି, ରାଘ୮-୩୩ମି ରୁ ଘ୧୦-୦୦ମି।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୩।୧୪।୧୬ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

ମକର ରାଶିର ଘାତବାର। ମିଥୁନ/ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘ୩-୧୪ମି ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାଘ୩।୧୪।୧୬  ମଧ୍ୟେ ଏକପାଦ ଦୋଷ ଓ ପରେ ଦ୍ଵିପାଦ ଦୋଷ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ

ରାହୁକାଳ- ଦିବାଘ୩।୭ମି ରୁ ଘ୪।୪୬ମି, ବାରବେଳା-ସଘ୬।୫୩ମି ରୁ ଘ୮।୩୨ମି, କାଳବେଳା-ଦିଘ୧।୨୯ମି ରୁ ଘ୩।୭ମି, କାଳରାତ୍ରି- ରାଘ୭।୪୬ମି ରୁ ଘ୯।୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

 ରବି ରା୨।୧୬।୫୫।୪୧, ଚ୧୦।୮।୫୭।୪୫, ମ୯।୧୪।୫୫।୩, ବୁ୩।୧୧।୨୧।୪, ବୃ୬।୧୯।୨୦।୪୮, ଶୁ୩।୨୭।୫୨।୩୧, ଶ୮।୧୧।୧୯।୫୦, ରା୩।୧୧।୪୭।୪୩, କେ୯।୧୧।୪୭।୪୩।

ଉଦୟଲଗ୍ନ

ରାତ୍ର ଘ୩।୫୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୧୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୨୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୩୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୪୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୫୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୧୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୩୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୧୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୫୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୫୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି ହଳ ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାଘ୩।୧୪।୧୬ ସେକେଣ୍ଡ୍ ମଧ୍ୟେ ଶତଭିଷା ନକ୍ଷତ୍ର କୁମ୍ଭ ରାଶି ରାହୁ ମହାଦଶାରେ ଜନ୍ମହୋଇଛି। ରାଘ୩।୧୪।୧୬ ସେକେଣ୍ଡ୍ ପରେ ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଗୁରୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!