ଦୈନିକ ପାଞ୍ଜି: ଅଗଷ୍ଟ ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୩, ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୬।୪୭ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୮।୧୮ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୧୮ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୨ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ଷଷ୍ଠୀତିଥୀ ଦିବା ଘଣ୍ଟା ୧୨।୯।୮ସେକେଣ୍ଡ,

ରେବତୀନକ୍ଷତ୍ର ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ, ମୀନଚନ୍ଦ୍ର ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ,

ଧୃତିଯୋଗ ଦିବା ଘଣ୍ଟା ୨।୨।୩୪ସେକେଣ୍ଡ

ବାଣିଜ୍ୟକରଣ ଦିବା ଘଣ୍ଟା ୧୨।୯।୮ସେକେଣ୍ଡ, ବିଷ୍ଟିକରଣ ରାତ୍ର ଘଣ୍ଟା ୧୨।୧୩।୧୯ସେକେଣ୍ଡ

ରବ୍ୟଂଶଽ ୧୬।୩୧।୨୯, ସୂକ୍ଷ୍ମଚନ୍ଦ୍ର ରା୧୧।୨୫।୧୧।୧୧

ଦିନମାନ ଘଣ୍ଟା ୧୨।୫୨।୨୫ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୭।୩୫ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ଦିବା ଘଣ୍ଟା ୧୨।୯।୮ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୨।୯।୮ସେକେଣ୍ଡ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୫ମିନିଟ୍, ଦିବା ଘଣ୍ଟା ୭-୭ମିନିଟ୍ ରୁ ଘଣ୍ଟା ୯-୪୧ମିନିଟ୍, ଦିବା ଘଣ୍ଟା ୧୨-୧୫ ମିନିଟ୍ ରୁ ଘଣ୍ଟା ୨-୪୯ମିନିଟ୍, ଦିବା ଘଣ୍ଟା ୪-୩୨ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬-୧୫ ମିନିଟ୍, ରାତ୍ର ଘଣ୍ଟା ୭-୪୪ମିନିଟ୍ ରୁ ଘଣ୍ଟା ୯-୧୩ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୩-୧୦ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୧୩ ମିନିଟ୍ ରୁ ଘଣ୍ଟା ୯-୫୮ମିନିଟ୍, ରାତ୍ର ଘଣ୍ଟା ୩-୧୦ ମିନିଟ୍ ରୁ ଘଣ୍ଟା ୩-୫୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା, ଧନୁ, ମୀନ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୨।୨୫ମିନିଟ୍ ପରେ ମେଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ନିଶାନ୍ତ ଘଣ୍ଟା ୫-୪ମିନିଟ୍ ପରେ ଦଶମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ପତିଘାତିନୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ସପ୍ତମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୨।୯ମିନିଟ୍ ପରେ ଏକପାଦ ତିଥିଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦।୧୫ମିନିଟ୍ ରୁ ଘଣ୍ଟା ୧୧।୫୧ମିନିଟ୍, ବାରବେଳା ଓ କାଳବେଳା- ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୧।୫୨ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୯।୫ମିନିଟ୍ ରୁ ଘଣ୍ଟା ୧୦।୨୮ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୩।୧୬।୩୧।୨୯, ଚନ୍ଦ୍ର ରାଶି-୧୧।୨୫।୧୧।୧୧, ମଙ୍ଗଳ ରାଶି-୯।୮।୧୪।୫୬, ବୁଧ ରାଶି-୩।୨୬।୫୧।୩୧, ବୃହସ୍ପତି ରାଶି-୬।୨୦।୩।୩୭, ଶୁକ୍ର ରାଶି-୫।୧।୪୭।୨୦, ଶନି ରାଶି-୮।୯।୨୦।୨, ରାହୁ ରାଶି-୩।୧୧।୪୮।୮, କେତୁ ରାଶି-୯।୧୧।୪୮।୮।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୩।୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୧୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୭।୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ଗଠନ, ନୂତନ ଅକ୍ଷର ଆରମ୍ଭ, ନୌକା ନିର୍ମାଣ, ନୌକା ଚାଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ ଓ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ୍ ମଧ୍ୟେ ରେବତୀନକ୍ଷତ୍ର ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୨।୨୫।୧୯ସେକେଣ୍ଡ୍ ପରେ ଅଶିନୀନକ୍ଷତ୍ର  ମେଷରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!