ଦୈନିକ ପାଞ୍ଜି: ଜୁଲାଇ ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୧୩ ଦିନ ଜୁଲାଇ ୨୯ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୭ଦିନ ରବିବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୨୧।୪୩ସେ    ଚନ୍ଦ୍ରୋଦୟ ରାଘ୭।୩୧ମି.

ସୂର୍ଯ୍ୟାସ୍ତ  ସଂଘ୬।୧୮।୯ସେ          ଚନ୍ଦ୍ରାସ୍ତ ସଘ୬।୨୧ମି.

 

ଶ୍ରାବଣମାସ କୃଷ୍ଣପକ୍ଷ, ଦ୍ୱିତିୟାତିଥୀ ଅହୋରାତ୍ର, ଧନିଷ୍ଠାନକ୍ଷତ୍ର ଅହୋରାତ୍ର

ମକରଚନ୍ଦ୍ର ସଂଘ୫।୭, ଆୟୁଷ୍ମାନ୍ଯୋଗ ଦିଘ୧୨।୫୮।୩୬

ତୈତିଳକରଣ ସଂଘ୫।୩୨।୪୮, ଗରକରଣ ଅହୋରାତ୍ର

ରବ୍ୟଂଶଽ ୧୧।୪୪।୨୯, ସୂକ୍ଷ୍ମଚନ୍ଦ୍ର ରା୯।୨୪।୧୧।୨୬

ଦିନମାନ ଘ୧୨।୫୬।୨୬, ରାତ୍ରମାନ ଘ୧୧।୩।୩୪

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ଉତ୍ତରେ ଅହୋରାତ୍ରରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଶେଷ ପର୍ଯ୍ୟନ୍ତ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୧୪ମି, ଦିଘ୧-୮ମି ରୁ ଘ୧-୫୯ ମି, ରାଘ୭-୨ ମି ରୁ ଘ୭-୪୭ମି, ରାଘ୧୨-୧୨ମି ରୁ ଘ୩-୯ମି, ଅମୃତ ଦିଘ୬-୧୪ମି ରୁ ଘ୯-୪୧ମି, ରାଘ୭-୪୭ମି ରୁ ଘ୯-୧୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଘ୫।୭ ଗତେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମେଷ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର ଓ ସଂଘ୫।୭ମି ପରେ ମିଥୁନ/ମକର/ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୪।୪୩ମି ରୁ ଘ୬।୨୦ମି, ବାରବେଳା ଓ କାଳବେଳା- ଦିଘ୧୦।୧୫ମି ରୁ ଘ୧।୨୯ମି, କାଳରାତ୍ରି- ରାଘ୧।୧୫ମି ରୁ ଘ୨।୩୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୧୧।୪୪।୨୯, ଚ୯।୨୪।୧୧।୨୬, ମ୯।୯।୩୫।୫୬, ବୁ୩।୨୯।୧।୨୬, ବୃ୬।୧୯।୪୫।୨୧, ଶୁ୪।୨୬।୩୧।୫୪, ଶ୮।୯।୩୬।୪, ରା୩।୧୧।୪୬।୪୭, କେ୯।୧୧।୪୬।୪୭।

ଉଦୟଲଗ୍ନ-

ନିଶାନ୍ତ ଘ୪।୨୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୪୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୮।୫୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୧୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୨୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୩୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୨୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୮।୫୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୩୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୧୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୧୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୨୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଯାନକ୍ରୟ ଓ ଯାନାଦି ଆରୋହଣ, ଔଷଧ କରଣ, ଔଷଧ ସେବନ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଅହୋରାତ୍ର ମଧ୍ୟେ ଧନିଷ୍ଠାନକ୍ଷତ୍ର ମକରରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ଅହୋରାତ୍ର ପରେ  ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!