ମିଥୁନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୯, ୨୦୧୮

ସୂର୍ଯ୍ୟଉଦୟ ମକର ଦ୨|୧୭|୬ ଇଂ ପ୍ରାତଃ ଘ୬|୨୩|୨୦ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୨|୫୩|୧୮   ଇଂ ସଂଧ୍ୟା ଘ୫|୨୯|୪୫ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୬ ଦିନ ରାଷ୍ଟ୍ରିୟ ମାଘମାସ ୯ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ରାତ୍ର ଘ୧।୫୩।୨୫ସେ,

ଆର୍ଦ୍ରା ନକ୍ଷତ୍ର ରାତ୍ର ଘ୧୧।୩।୫୧ସେ, ମିଥୁନଚନ୍ଦ୍ର ଅହୋରାତ୍ର,

ବୈଧୃତିଯୋଗ ଦିବା ଘ୨।୩୫।୩୨ସେ,

କୌଳବକରଣ ଦିବା ଘ୩।୩୭।୧୨ସେ, ତୈତିଳକରଣ ରାତ୍ର ଘ୧।୫୩।୨୫ସେ,

ରବ୍ୟଂଶଽ୧୩।୫୬।୨୭, ସୂକ୍ଷ୍ମଚନ୍ଦ୍ର ରା୨।୨୪।୪୪।୪୪,

ଦିନମାନ ଘ୧୧।୬।୧୨ସେ, ନିଶାମାନ ଘ୧୨।୫୩।୪୮ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈରୁତକୋଣେ ରାତ୍ର ଘ୧।୫୩।୨୫ସେ, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘ୧।୫୩।୨୫ସେ, ମଧ୍ୟେ ପୋଇ, ମସୁରଡାଲି ଓ ପରେ ବିରି ନ ଖାଇଲେ ଭଲ।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ-

ଅମୃତବେଳା:- ସୂର୍ଯ୍ୟଉଦୟରୁ ସକାଳ ଘ୭।୫୨ମି, ଦିବା ଘ୧୦।୫୦ମି ରୁ ଘ୧।୩ମି, ସନ୍ଧ୍ୟା ଘ୬।୨୨ମି ରୁ ଘ୮।୫୬ମି, ରାତ୍ରି ଘ୧୧।୩୧ମି ରୁ ଘ୨।୫୭ମି, ମାହେନ୍ଦ୍ର:- ଦିବା ଘ୩।୧୭ମି ରୁ ଘ୪।୪୬ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି:-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି:-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୧୧।୩।୫୧ସେ ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର:-

ମିଥୁନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର:-

ପ୍ରଥମ ରଜୋଦର୍ଶନେ ରାତ୍ର ଘ୧୧।୪ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ କ୍ରୋଧିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ:-

ଆଜି ତ୍ରୟୋଦଶୀର ଏକୋଦିଷ୍ଟ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାତ୍ର ଘ୧୧।୩ମି ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।      

ଅଶୁଭ ସମୟ:-

ରାହୁକାଳ:- ଓ କାଳବେଳା:- ସକାଳ ଘ୭।୪୮ମି ରୁ ଘ୯।୧୨ମି। ବାରବେଳା:- ଦିବା ଘ୨।୪୫ମି ରୁ ଘ୪।୯ମି ମଧ୍ୟେ। କାଳରାତ୍ରି:- ରାତ୍ରି ଘ୧୦।୨୨ମି ରୁ ଘ୧୧।୫୯ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୧୪।୫୭।୨୪,୨୨/୧୦  ଚନ୍ଦ୍ରରାଶି ୨।୯।୩୪।୪୧-୬/୩  ମଙ୍ଗଳରାଶି ୭|୭|୨୭|୮-୧୭/୮ ବୁଧରାଶି ୯|୧|୫୪|୪୮-୨୧/୧୦  ବୃହସ୍ପତିରାଶି ୬|୨୬|୫୦|୫୯-୧୬/୭  ଶୁକ୍ରରାଶି ୯|୧୯|୪୧|୪-୨୨/୧୦ ଶନିରାଶି ୮|୧୦|୨୫|୦-୧୯/୯ ରାହୁରାଶି ୩|୨୦|୫୨|୪୫-୯/୪ କେତୁରାଶି ୯| ୨୦|୫୨|୪୫-୨୨/୧୦।

ଆଜିରଲଗ୍ନ:- ମକରଲଗ୍ନ ନିଶାନ୍ତ ଘ୫|୨୪ମିନିଟ୍ ଠାରୁ ଆରମ୍ଭ।

ମକର ପ୍ରାତଃ ଘ୬|୨୫ମି କୁମ୍ଭଘ୭|୧୭ମି  ମୀନଘ୮|୫୩ମି ମେଷଘ୧୦|୨୬ମି ବୃଷଘ୧୨|୯ମି   ମିଥୁନଘ୨|୮ମି କର୍କଟଘ୪|୨୧ମି  ସିଂହ ଘ୬|୩୫ମି କନ୍ୟା ଘ୮|୪୪ମି ତୁଳା ଘ୧୦|୫୧ମି ବିଛା ଘ୧|୩ମି  ଧନୁଘ୩|୧୮ମି ମକର ଘ୫|୨୪ମି ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ:-

ଆଜି ମନ୍ଦିର ନିର୍ମାଣ, ଦେବତାଗଠନ, ନୌକାନିର୍ମାଣ ଓ ଚାଳନା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘ୧୧।୩।୫୧ସେ,ମଧ୍ୟେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ରାହୁ ମହାଦଶାରେ ଜନ୍ମ ପରେ ପୁନର୍ବସୁ ନକ୍ଷତ୍ର ମିଥୁନରାଶି ଗୁରୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!