ଦୈନିକ ପାଞ୍ଜି: ଜୁଲାଇ ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୧୨ ଦିନ ଜୁଲାଇ ୨୮ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୬ଦିନ ଶନିବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୨୧।୨୨ସେ    ଚନ୍ଦ୍ରୋଦୟ ସଂଘ୬।୫୦ମି.

ସୂର୍ଯ୍ୟାସ୍ତ  ସଂଘ୬।୧୮।୩୪ସେ      ଚନ୍ଦ୍ରାସ୍ତ ସଘ୫।୩୦ମି.

 

ଶ୍ରାବଣମାସ କୃଷ୍ଣପକ୍ଷ, ପ୍ରତିପଦାତିଥୀ ରାଘ୪।୨୧।୨୨, ଶ୍ରବଣା ନକ୍ଷତ୍ର ରାଘ୩।୩୭।୩୪

ମକର ଚନ୍ଦ୍ର ଅହୋରାତ୍ର, ପ୍ରିତି ଯୋଗ ଦିଘ୧୧।୫୮।୩୩

ବାଳବ କରଣ ଦିଘ୩।୭।୧୧, କୌଳବକରଣ ରାଘ୪।୨୧।୨୨

ରବ୍ୟଂଶଽ ୧୦।୪୭।୮, ସୂକ୍ଷ୍ମଚନ୍ଦ୍ର ରା୯।୧୨।୨୧।୩୪

ଦିନମାନ ଘ୧୨।୫୭।୧୨, ରାତ୍ରମାନ ଘ୧୧।୨।୪୮

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ପୂର୍ବେ ରାଘ୪।୨୧।୨୨ସେ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୪।୨୧।୨୨ସେ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘ୯-୪୧ମି ରୁ ଘ୧-୮ମି, ରାତ୍ର ଘ୮-୩୧ମି ରୁ ଘ୧୦-୪୪ମି, ଘ୧୨-୧୨ମି ରୁ ଘ୧-୪୧ମି, ଘ୨-୫ମି ରୁ ଘ୩-୫୩ମି।

ଚନ୍ଦ୍ରଶୁଦ୍ଧି –

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୩।୩୭।୩୪ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବୃଷ/ସିଂହ/କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ରାତ୍ର ଘ୩।୩୭।୩୪ ମଧ୍ୟେ ବିଧବା ଯୋଗେ ପ୍ରତିକାର କରଣୀୟ ଓ ପରେ ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଓ ରାଘ୪।୨୧ ଗତେ ଦ୍ଵିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସଘ୮।୩୭ମି ରୁ ଘ୧୦।୧୪ମି, ବାରବେଳା- ଦିଘ୧।୨୯ମି ରୁ ଘ୩।୬ମି, କାଳବେଳା- ସଘ୫।୨୩ମି ରୁ ଘ୭।୧ମି, ଦିଘ୪।୪୩ମି ରୁ ଘ୬।୨୧ମି, କାଳରାତ୍ରି- ସଂଘ୬।୨୧ମି ରୁ ଘ୭।୪୩ମି, ରାଘ୪।୧ମି ରୁ ଘ୫।୨୪ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୧୦।୪୭।୮, ଚ୯।୧୨।୨୧।୩୪, ମ୯।୯।୫୨।୨୫, ବୁ୩।୨୯।୧୨।୫୮, ବୃ୬।୧୯।୪୨।୧୨, ଶୁ୪।୨୫।୨୮।୬, ଶ୮।୯।୩୯।୨୮, ରା୩।୧୧।୪୬।୨୬, କେ୯।୧୧।୪୬।୨୬।

ଉଦୟ ଲଗ୍ନ-

ନିଶାନ୍ତ ଘ୪।୩୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୪୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୮।୫୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୧୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୩୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୩୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୨୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୩୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୧୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ ୨।୧୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୩୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଋଣଦାନ ଓ ଋଣଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାଘ୩।୩୭।୩୪ ସେକେଣ୍ଡ ମଧ୍ୟେ ପରେ  ଶ୍ରବଣାନକ୍ଷତ୍ର ମକରରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ରାଘ୩।୩୭।୩୪ସେକେଣ୍ଡ ପରେ ଧନିଷ୍ଠାନକ୍ଷତ୍ର ମକରରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!