ଦୈନିକ ପାଞ୍ଜି: ଅଗଷ୍ଟ ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୮, ୨୦୧୮

ଶରଣ ପଞ୍ଚକ ଶେଷ, କୋଶଳ ଯାତ୍ରା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୪।୬ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୨।୭ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୨ ଦିନ ରାଷ୍ଟ୍ରିୟ ଭାଦ୍ରବ ୬ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଦ୍ୱିତିୟାତିଥୀ ରାତ୍ର ଘଣ୍ଟା ୮।୪୦।୨୭ସେକେଣ୍ଡ,

ପୂର୍ବଭାଦ୍ରପଦନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ, କୁମ୍ଭଚନ୍ଦ୍ର ଦିବା ଘଣ୍ଟା ୧୦।୪୦ମିନିଟ୍,

ଧୃତିଯୋଗ ରାତ୍ର ଘଣ୍ଟା ୯।୧୮।୮ସେକେଣ୍ଡ,

ତୈତିଳକରଣ ସକାଳ ଘଣ୍ଟା ୮।୧।୭ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୮।୪୦।୨୭ସେକେଣ୍ଡ,

ରବ୍ୟଂଶଽ ୧୦।୩୩।୮, ସୂକ୍ଷ୍ମଚନ୍ଦ୍ର ରା୧୦।୨୭।୨୧।୩୬,

ଦିନମାନ ଘଣ୍ଟା ୧୨।୨୮।୨୩ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୧।୩୭ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ରାତ୍ର ଘଣ୍ଟା ୮।୪୦।୨୭ସେକେଣ୍ଡ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୮।୪୦।୨୭ସେକେଣ୍ଡ ମଧ୍ୟେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘଣ୍ଟା ୮-୦୦ ମିନିଟ୍‌ ରୁ ଦିବା ଘଣ୍ଟା ୧୦-୩୦ ମିନିଟ୍‌, ଦିବା ଘଣ୍ଟା ୧୨-୫୯ ମିନିଟ୍‌ ରୁ ଘଣ୍ଟା ୨-୩୯ ମିନିଟ୍‌, ଦିବା ଘଣ୍ଟା ୩-୨୯ ମିନିଟ୍‌ ରୁ ଘଣ୍ଟା ୫-୮ ମିନିଟ୍‌, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬-୪୪ ମିନିଟ୍‌, ରାତ୍ର ଘଣ୍ଟା ୯-୩ ମିନିଟ୍‌ ରୁ ଘଣ୍ଟା ୧୧-୨୧ ମିନିଟ୍‌, ରାତ୍ର ଘଣ୍ଟା ୧-୪୦ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୦।୪୦ମିନିଟ୍ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ, ମୀନ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୧୦।୪୦ ମିନିଟ୍‌ ପରେ ଧନୁ ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସର୍ବସମ୍ପନ୍ନା ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ତିନିପାଦ ଦୋଷ ଓ ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୮।୪୦।୨୭ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୨।୫୩ ମିନିଟ୍‌ ରୁ ଘଣ୍ଟା ୪।୨୭ ମିନିଟ୍‌, ବାରବେଳା- ସକାଳ ଘଣ୍ଟା ୭।୬ ମିନିଟ୍‌ ରୁ ଘଣ୍ଟା ୮।୪୦ ମିନିଟ୍‌, କାଳବେଳା-ଦିବା ଘଣ୍ଟା ୧।୨୦ ମିନିଟ୍‌ ରୁ ଘଣ୍ଟା ୨।୫୪ ମିନିଟ୍‌, କାଳରାତ୍ରି-ରାତ୍ର ଘଣ୍ଟା ୭।୨୭ ମିନିଟ୍‌ ରୁ ଘଣ୍ଟା ୮।୫୪ ମିନିଟ୍‌।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୦।୩୩।୮, ଚନ୍ଦ୍ର ରାଶି-୧୦।୨୭।୨୧।୩୬, ମଙ୍ଗଳ ରାଶି-୯।୪।୩୨।୬, ବୁଧ ରାଶି-୩।୨୨।୧୮।୩୩, ବୃହସ୍ପତି ରାଶି-୬।୨୨।୩୨।୫୪, ଶୁକ୍ର ରାଶି-୫।୨୫।୫୬।୧୩, ଶନି ରାଶି-୮।୮।୨୯।୩୩, ରାହୁ ରାଶି-୩।୧୧।୪୦।୨୮, କେତୁ ରାଶି-୯।୧୧।୪୦।୨୮।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୪୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୨୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୩୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୨୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୫୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୪୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ପୁଂସବନ, ଖଡ୍ଗଧାରଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୦।୪୦ମିନିଟ୍ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର  କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୦।୪୦ମିନିଟ୍ ପରେ ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର  ମୀନରାଶି ଗୁରୁମହାଦଶାରେ ଜନ୍ମହୋଇଛି ଓ ସଂଧ୍ୟା ଘଣ୍ଟା ୫।୮।୩୭ସେକେଣ୍ଡ ପରେ  ଉତ୍ତଭାଦ୍ରପଦ ନକ୍ଷତ୍ର  ମୀନରାଶି ଶନିମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!