ଆଜିର ପାଞ୍ଜି: ମଇ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୨୭, ୨୦୧୮

ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ପ୍ରାତଃ ଘ ୫|୮|୭ସେ

ସୂର୍ଯ୍ୟାସ୍ତ    ସଂଧ୍ୟା ଘ ୬|୧୩|୧ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୩ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୬ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ସଂଧ୍ୟା ଘଣ୍ଟା ୫|୫୮|୫୬ସେକେଣ୍ଡ୍

ସ୍ଵାତୀନକ୍ଷତ୍ର ରାତ୍ର ଘଣ୍ଟା ୯|୩୮|୫ସେକେଣ୍ଡ୍, ତୁଳାଚନ୍ଦ୍ର ଅହୋରାତ୍ର,

ବରୀୟାନଯୋଗ ସଂଧ୍ୟା ଘଣ୍ଟା ୫|୪୩|୫୩ସେକେଣ୍ଡ୍,

କୌଳବକରଣ ସକାଳ ଘଣ୍ଟା ୫|୪୭ମିନିଟ୍, ତୈତିଳକରଣ ସଂଧ୍ୟା ଘଣ୍ଟା ୫|୫୮|୫୬ସେକେଣ୍ଡ୍,

ରବ୍ୟଂଶଽ୧୧|୩୩|୪୨, ସୂକ୍ଷ୍ମଚନ୍ଦ୍ର ରାଶି ୬|୧୧|୧୪|୦,

ଦିନମାନ ଘଣ୍ଟା ୧୩|୪|୫୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୫|୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ସଂଧ୍ୟା ଘଣ୍ଟା ୫|୫୮|୫୬ସେକେଣ୍ଡ୍ ଗତେ ପଶ୍ଚିମ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫|୫୮|୫୬ସେକେଣ୍ଡ୍ ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୫୩ ମିନିଟ୍ ରୁ ଘଣ୍ଟା ୯।୩୦ ମିନିଟ୍, ଦିବା ଘଣ୍ଟା ୧୨।୭ ମିନିଟ୍ ରୁ ଘଣ୍ଟା ୨।୪୪ ମିନିଟ୍,  ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୭।୪୧ ମିନିଟ୍, ରାତ୍ର ଘଣ୍ଟା ୧୦।୩୬ ମିନିଟ୍ ରୁ ଘଣ୍ଟା ୧୨।୪୬ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୪।୨୯ ମିନିଟ୍ ରୁ ଘଣ୍ଟା ୫।୨୨ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯|୩୮|୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୩୫ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୫ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୫ ମିନିଟ୍ ରୁ ଘଣ୍ଟା ୧୧|୪୩ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧|୪୩ ମିନିଟ୍ ରୁ ଘଣ୍ଟା ୧|୨୧ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୫ ମିନିଟ୍ ରୁ ଘଣ୍ଟା ୨|୨୬ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧୧।୩୩।୪୨-, ଚନ୍ଦ୍ରରାଶି-୬।୧୧।୧୪।୦-,  ମଙ୍ଗଳରାଶି-୯|୯|୪୬|୪୯-,

ବୁଧରାଶି-୦|୨୯|୪୪|୪୧-, ବୃହସ୍ପତିରାଶି-୬|୨୨|୩|୪୦-, ଶୁକ୍ରରାଶି-୨|୧୪|୪୬|୧୧-,

ଶନିରାଶି-୮|୧୩|୫୧|୫୫-, ରାହୁରାଶି-୯|୧୩|୩୯|୪୦-, କେତୁରାଶି-୯|୧୩|୩୯|୪୦-।

ଆଜିରଲଗ୍ନ

ନିଶାନ୍ତ ୪ଟା ୨୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୨୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୩୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୫୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ରୁ କନ୍ୟା ଲଗ୍ନ ଆରମ୍ଭ। ୩ଟା ୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୫ଟା ୧୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୩୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୪୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୨୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧ ଟା ୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୩୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୨୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ବାଣିଜ୍ୟକରଣ, କ୍ରୟବିକ୍ରୟ, ଯାନକ୍ରୟ ଓ ଆରୋହଣ, ଔଷଧ କରଣ ଓ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଖଡ୍ଗଧାରଣ,  ଋଣଦାନ ଓ ଗ୍ରହଣ, ଆରୋଗ୍ୟସ୍ନାନ, ବିହନବୁଣି ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା୯|୩୮|୫ସେକେଣ୍ଡ୍ ମଧ୍ୟେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୯|୩୮|୫ସେକେଣ୍ଡ୍ ପରେ ବିଶାଖାନକ୍ଷତ୍ର ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!