ପୂର୍ଣ୍ଣିମା ଉପବାସ। ଦୈନିକ ପାଞ୍ଜି: ଜୁନ୍ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୭, ୨୦୧୮

ପୂର୍ଣ୍ଣିମା ଉପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୧୦।୩୩ସେ   ଚନ୍ଦ୍ରୋଦୟ ସଂଘ୫।୪୬ମି.

ସୂର୍ଯ୍ୟାସ୍ତ   ସଂଘ ୬।୨୨।୨୨ସେ       ଚନ୍ଦ୍ରାସ୍ତ ନିଶାନ୍ତଘ୫।୬ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧୩ ଦିନ ରାଷ୍ଟ୍ରିୟ ଆଷାଢ ୬ ଦିନ ବୁଧବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥି ସକାଳଘ୮।୧୪।୩୩,

ଜ୍ୟେଷ୍ଠାନକ୍ଷତ୍ର ସଘ୯।୩୫ ମିନିଟ୍  ବିଛାଚନ୍ଦ୍ର ସଘ୯।୩୫, ଶୁକ୍ଳଯୋଗ ରାଘ୧।୩୫।୩୯

ବାଣିଜ୍ୟକରଣ ସଘ୮।୧୪।୩୩, ବିଷ୍ଟିକରଣ ରାଘ୯।୧୭।୨୭

ରବ୍ୟଂଶଽ ୧୧।୧୨।୨୧, ସୂକ୍ଷ୍ମଚନ୍ଦ୍ର ରା୭।୨୭।୪୬।୫୮

ଦିନମାନ ଘ୧୩।୧୧।୪୯, ରାତ୍ରମାନ ଘ୧୦।୪୮।୧୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପଶ୍ଚିମେ ସକାଳଘ୮।୧୪ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳଘ୮।୧୪ମି ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ଅମୃତ ଦିଘ୭-୪୯ମି ରୁ ଘ୧୧-୨୧ମି, ଘ୧-୫୯ମି ରୁ ଘ୫-୩୦ମି, ସୂର୍ଯ୍ୟାସ୍ତରୁ ଘ୯-୫୯ମି, ରାଘ୧୨-୯ମି ରୁ ଘ୧-୩୫ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଘ୯।୩୫ ପରେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୯।୩୬ ପରେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କର୍କଟ ରାଶିର ଘାତବାର। ସଘ୯।୩୫ମି ପରେ ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସକାଳ ଘ୯-୩୬ମି ମଧ୍ୟେ ଦଶମାସ ଗଣ୍ଡଦୋଷ। ରଜଶ୍ଚକ୍ରେ ଧନପ୍ରାପ୍ତି।

ସାମ୍ବତ୍ସରିକ ଶ୍ରାଦ୍ଧ-

 ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ ବାରବେଳା-ଦିଘ୧୧।୪୮ମି ରୁ ଘ୧।୨୮ମି, କାଳବେଳା-ସଘ୮।୩୧ମି ରୁ ଘ୧୦।୧୦ମି, କାଳରାତ୍ରି-ରାଘ୨।୩୧ମି ରୁ ଘ୩।୫୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୧୧।୧୨।୨୧, ଚ୭।୨୭।୪୬।୫୮, ମ୯।୧୫।୯।୧୬, ବୁ୩।୨।୨୪।୨୨, ବୃ୬।୧୯।୩୨।୨୪, ଶୁ୩।୨୧।୧।୪୬, ଶ୮।୧୧।୪୬।୧୮, ରା୩।୧୧।୫୪।୨୭, କେ୯।୧୧।୫୪।୨୭।

ଉଦୟଲଗ୍ନ-

ନିଶାନ୍ତ ଘ୪।୧୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୩୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮। ୪୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୫୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧।୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୧୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୩୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୩୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୨୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୧।୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୩୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାଘ୨।୧୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୧୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୌକା ନିର୍ମାଣ, ଔଷଧ କରଣ, ଦୀକ୍ଷା ଗ୍ରହଣ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ମକଦ୍ଦମାଦାୟର, ଆରୋଗ୍ୟ ସ୍ନାନ, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଘ୯।୩୫ମି ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧ ମହାଦଶାରେ ଜନ୍ମ ହୋଇଛି। ସଘ୯।୩୫ ମିନିଟ୍ ପରେ ମୂଳା ନକ୍ଷତ୍ର ଧନୁରାଶି କେତୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!