ବ୍ୟାସ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା, ଚନ୍ଦ୍ରୋପବାସ ଓ ଅର୍ଘ୍ୟଦାନ। ଦୈନିକ ପାଞ୍ଜି: ଜୁଲାଇ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ବ୍ୟାସ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା, ଚନ୍ଦ୍ରୋପବାସ ଓ ଅର୍ଘ୍ୟଦାନ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶକାବ୍ଦଃ୧୯୪୦ କର୍କଟ ୧୧ ଦିନ ଜୁଲାଇ ୨୭ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୫ଦିନ ଶୁକ୍ରବାର

ସୂର୍ଯ୍ୟୋଦୟ  ପ୍ରାଘ୫।୨୧।୦୦ସେ   ଚନ୍ଦ୍ରୋଦୟ ସଂଘ୬।୬ମି.

ସୂର୍ଯ୍ୟାସ୍ତ  ସଂଘ୬।୧୮।୫୭ସେ     ଚନ୍ଦ୍ରାସ୍ତ ନାହିଁ

 

ଆଷାଢ଼ମାସ ଶୁକ୍ଳପକ୍ଷ ରାଘ୧।୫୧।୨୮ସେ ପରେ ଶ୍ରାବଣକୃଷ୍ଣପକ୍ଷ।

ପୂର୍ଣ୍ଣିମାତିଥୀ ରାଘ୧।୫୧।୨୮, ଉ.ଷାଢାନକ୍ଷତ୍ର ରାଘ୧୨।୩୩।୩୩

ମକରଚନ୍ଦ୍ର ଅହୋରାତ୍ର, ବିଷ୍କୁମ୍ଭଯୋଗ ଦିଘ୧୦।୫୩।୪୬

ବିଷ୍ଟିକରଣ ଦିଘ୧୨।୩୪।୩୮, ବବକରଣ ରାଘ୧।୫୧।୨୮

ରବ୍ୟଂଶଽ ୯।୪୯।୪୭, ସୂକ୍ଷ୍ମଚନ୍ଦ୍ର ରା୯।୦।୩୩।୨୪

ଦିନମାନ ଘ୧୨।୫୭।୫୭, ରାତ୍ରମାନ ଘ୧୧।୨।୩

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ବାୟବ୍ୟେ ରାଘ୧।୫୧ମି ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୧।୫୧ମି ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୬-୧୩ମି, ଦିଘ୭-୫ମି ରୁ ଘ୯-୪୦ମି, ଦିଘ୧୨ା୧୫ମି ରୁ ଘ୨-୫୧ମି, ଦିଘ୪ା୩୪ମି ରୁ ଘ୬-୧୮ମି, ରାଘ୭-୪୬ମି ରୁ ଘ୯-୧୫ମି, ରାଘ ୧ା୪୦ମି ରୁ ଘ୩-୮ମି, ମାହେନ୍ଦ୍ର ରାଘ୯-୧୫ ମି ରୁ ଘ୯-୫୯ମି, ରାଘ୩-୮ମି ରୁ ଘ୩-୫୩ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୧୨।୩୩।୩୩ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବିଚ୍ଛା/ଧନୁ/ମୀନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ବିଧବା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ରାଘ୧୨।୩୩ ମଧ୍ୟେଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୧୦।୧୪ମି ରୁ ଘ୧୧।୫୧ମି, ବାରବେଳା ଓ କାଳବେଳା- ସଘ୮।୩୭ମି ରୁ ଘ୧୧।୫୨ମି, କାଳରାତ୍ରି- ରାଘ୯।୭ମି ରୁ ଘ୧୦।୨୯ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୯।୪୯।୪୭, ଚ୯।୦।୩୩।୨୪, ମ୯।୧୦।୮।୫୨, ବୁ୩।୨୯।୧୯।୨୬, ବୃ୬।୧୯।୩୯।୧୩, ଶୁ୪।୨୪।୨୪।୪, ଶ୮।୯।୪୨।୫୬, ରା୩।୧୧।୪୬।୫, କେ୯।୧୧।୪୬।୫।

ଉଦୟଲଗ୍ନ-

ନିଶାନ୍ତ ଘ୪।୩୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୫୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୨୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୩୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୪୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୨୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୩୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୨୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୨୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୩୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଦେବତା ଗଠନ, ଔଷଧ କରଣ, ନାଟ୍ୟାରମ୍ଭ, ଖଡ୍ଗଧାରଣ, ଧାନ୍ୟ ସ୍ଥାପନ, ହଳ ଆରମ୍ଭ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାଘ୧୨।୩୩।୩୩ ସେକେଣ୍ଡ ମଧ୍ୟେ ପରେ  ଉତ୍ତରାଷାଢାନକ୍ଷତ୍ର ମକରରାଶି ରବିମହାଦଶାରେ ଜନ୍ମହୋଇଛି। ରାଘ୧୨।୩୩।୩୩ ସେକେଣ୍ଡ ପରେ  ଶ୍ରବଣାନକ୍ଷତ୍ର ମକରରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!