ଦୈନିକ ପାଞ୍ଜି: ଜୁଲାଇ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୧୦ ଦିନ ଜୁଲାଇ ୨୬ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୪ଦିନ ଗୁରୁବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୨୦।୩୯ସେ  ଚନ୍ଦ୍ରୋଦୟ ସଂଘ୫।୨୦ମି.

ସୂର୍ଯ୍ୟାସ୍ତ   ସଂଘ୬।୧୯।୧୯ସେ      ଚନ୍ଦ୍ରାସ୍ତ ରାଘ୪।୪୦ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥୀ ରାଘ୧୧।୧୭।୫୪, ପୂ.ଷାଢାନକ୍ଷତ୍ର ରାଘ୯।୨୬।୧୯,

ଧନୁଚନ୍ଦ୍ର ରାଘ୪।୧୩, ବୈଧୃତିଯୋଗ ସଘ୯।୪୯।୧,

ଗରକରଣ ଦିଘ୧୦।୧।୪୪, ବାଣିଜ୍ୟକରଣ ରାଘ୧୧।୧୭।୫୪,

ରବ୍ୟଂଶଽ ୮।୫୨।୨୭, ସୂକ୍ଷ୍ମଚନ୍ଦ୍ର ରା୮।୧୮।୪୪।୪୧,

ଦିନମାନ ଘ୧୨।୫୮।୪୧, ରାତ୍ରମାନ ଘ୧୧।୧।୧୯

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ପଶ୍ଚିମେ ରାଘ୧୧।୧୭।୫୪ସେ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୧୧।୧୭।୫୪ସେ ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭-୫ମି, ଦିଘ୧୦-୩୨ମି ରୁ ଘ୧-୮ମି, ଅମୃତ ରାଘ୨-୨୪ମି ରୁ ଘ୩-୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାଘ୪।୧୩ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୯।୨୬।୧୯ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ତୁଳା/କୁମ୍ଭ ରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର ଓ ରାଘ୪।୧୩ମି ପରେ ସିଂହ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ରାତ୍ର ଘ୯।୨୬।୧୯ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାତ୍ର ଘ୯।୨୬।୧୯ ମଧ୍ୟେ ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର  ରାତ୍ର ଘ୯।୨୬।୧୯ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୧।୨୯ମି ରୁ ଘ୩।୬ମି, କାଳବେଳା ଓ ବାରବେଳା- ଦିଘ୩।୭ମି ରୁ ଘ୬।୨୧ମି, କାଳରାତ୍ରି- ରାଘ୧୧।୫୨ମି ରୁ ଘ୧।୧୫ମି।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରା୩।୮।୫୨।୨୭, ଚ୮।୧୮।୪୪।୪୧, ମ୯।୧୦।୨୫।୧୬, ବୁ୩।୨୯।୨୦।୫୦, ବୃ୬।୧୯।୩୬।୨୪, ଶୁ୪।୨୩।୧୯।୪୯, ଶ୮।୯।୪୬।୨୭, ରା୩।୧୧।୪୫।୪୪, କେ୯।୧୧।୪୫।୪୪।

ଉଦୟଲଗ୍ନ-

ନିଶାନ୍ତ ଘ୪।୩୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୫୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୧୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୨୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୩୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୪୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୩୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୪୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୨୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୨୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୩୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାଘ୯।୨୬।୧୯ ସେକେଣ୍ଡ ମଧ୍ୟେ ପରେ  ପୂର୍ବାଷାଢାନକ୍ଷତ୍ର ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ରାଘ୯।୨୬।୧୯ ସେକେଣ୍ଡ ପରେ  ଉତ୍ତରାଷାଢାନକ୍ଷତ୍ର ମକରରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!