ଦୈନିକ ପାଞ୍ଜି: ଜାନୁୟାରୀ ୨୫, ୨୦୧୮
ଭୀଷ୍ମାଷ୍ଟମୀ
ସୂର୍ଯ୍ୟଉଦୟ ମକର ଦ୧|୪୦|୩୮ ଇଂ ପ୍ରାତଃଘ୬|୨୪|୧୩ସେ
ସୂର୍ଯ୍ୟାସ୍ତ କର୍କଟ ଦ୨|୭|୫୫ ଇଂ ସଂଧ୍ୟାଘ୫|୨୭|୧୬ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୧୨ ଦିନ ରାଷ୍ଟ୍ରିୟ ମାଘମାସ ୫ ଦିନ ଗୁରୁବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ଦିବାଘ୩।୧୪।୧୨ସେ,
ଅଶ୍ଵିନୀ ନକ୍ଷତ୍ର ସକାଳଘ୮।୨୧।୩୩ସେ, ମେଷଚନ୍ଦ୍ର ଅହୋରାତ୍ର,
ସାଧ୍ୟଯୋଗ ସକାଳଘ୬।୪୫।୪୨ସେ, ଓ କ୍ଷୟ ଶୁଭଯୋଗ ରାତିଘ୪।୨୪।୨୮ସେ,
ବବକରଣ ଦିବାଘ୩।୧୪।୧୨ସେ, ବାଳବକରଣ ରାତିଘ୨।୨୭ମି
ରବ୍ୟଂଶଽ୧୦।୫୩।୩୦, ସୂକ୍ଷ୍ମଚନ୍ଦ୍ର ରାଶି୦।୧୨।୧୩।୨୭,
ଦିନମାନ ଘ୧୧।୨।୫୧ସେ, ନିଶାମାନ ଘ୧୨।୫୭।୯ସେ,
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ଯୋଗିନୀବାସ-
ଯୋଗିନୀ ଐଶାନ୍ୟେ ଦିବାଘ୩।୧୪।୧୨ସେ, ପରେ ପୂର୍ବେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ଦିବାଘ୩।୧୪।୧୨ସେ, ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ରାତ୍ରି ଘ୨।୫୭ମି ରୁ ଘ୩।୪୯ମି । ମାହେନ୍ଦ୍ର ସୂର୍ଯ୍ୟଉଦୟରୁ ସକାଳଘ୭।୫୨ମି, ଦିବା ଘ୧୦।୪୯ମି ରୁ ଘ୧।୨ମି ମଧ୍ୟେ।
ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ
<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>
ଚନ୍ଦ୍ରଶୁଦ୍ଧି-
ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।
ତାରାଶୁଦ୍ଧି-
ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ୮।୨୧।୩୩ସେ ପରେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ସକାଳ ଘ୮।୨୧ମି ପରେ ଦଶମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ସନ୍ତାନହାନି।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ଦୋଷ ନାହିଁ।
ଅଶୁଭ ସମୟ-
ରାହୁକାଳ:- ଦିବାଘ୧।୨୦ମି ରୁ ଘ୨।୪୩ମି କାଳବେଳା:- ଦିବାଘ୨।୪୪ମି ରୁ ଘ୪।୭ମି। ବାରବେଳା:- ଦିବାଘ୪।୭ମି ରୁ ଘ୫।୨୯ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୧୧।୫୮ମି ରୁ ଘ୧।୩୫ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି:- ୯।୧୦।୫୩।୩୦,୨୨/୧୦ ଚନ୍ଦ୍ରରାଶି୦।୧୨।୧୩।୨୭-୧/୧ ମଙ୍ଗଳରାଶି ୭|୪|୫୯|୩୪-୧୭/୮ ବୁଧରାଶି ୮|୨୫|୪୪|୫୭-୨୦/୯ ବୃହସ୍ପତିରାଶି ୬|୨୬|୨୨|୫୪-୧୬/୭ ଶୁକ୍ରରାଶି ୯|୧୪|୩୯|୪୧-୨୨/୧୦ ଶନିରାଶି ୮|୯|୫୯|୪୧-୧୯/୯ ରାହୁରାଶି ୩|୨୦|୫୧|୪୨-୯/୪ କେତୁରାଶି ୯| ୨୦|୫୧|୪୨-୨୨/୧୦।
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ଆଜିରଲଗ୍ନ-
ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୩୨ମି ମୀନଘ୯|୮ମି ମେଷଘ୧୦|୪୨ମି ବୃଷଘ୧୨|୨୫ମି ମିଥୁନଘ୨|୨୪ମି କର୍କଟଘ୪|୩୭ମି ସିଂହ ଘ୬|୫୧ମି କନ୍ୟା ଘ୯|୦ମି ତୁଳାଘ୧୧|୭ମି ବିଛା ଘ୧|୧୯ମି ଧନୁଘ୩|୩୪ମି ମକର ଘ୫|୪୦ମି ।
ଶୁଭକର୍ମ:- ନକରିବା ଭଲ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟଉଦୟ ଠାରୁ ସକାଳଘ୮।୨୧।୩୩ସେ,ମଧ୍ୟେ ଅଶ୍ଵିନୀ ନକ୍ଷତ୍ର ମେଷରାଶି ଓ କେତୁ ମହାଦଶାରେ ଜନ୍ମ ପରେ ଦ୍ଵିଜା ନକ୍ଷତ୍ର ମେଷରାଶି ଓ ଶୁକ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।