ଭୀଷ୍ମାଷ୍ଟମୀ। ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୫, ୨୦୧୮

ଭୀଷ୍ମାଷ୍ଟମୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୪୦|୩୮ ଇଂ ପ୍ରାତଃଘ୬|୨୪|୧୩ସେ

ସୂର୍ଯ୍ୟାସ୍ତ    କର୍କଟ ଦ୨|୭|୫୫     ଇଂ ସଂଧ୍ୟାଘ୫|୨୭|୧୬ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୨ ଦିନ ରାଷ୍ଟ୍ରିୟ ମାଘମାସ ୫ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ଦିବାଘ୩।୧୪।୧୨ସେ,

ଅଶ୍ଵିନୀ ନକ୍ଷତ୍ର ସକାଳଘ୮।୨୧।୩୩ସେ, ମେଷଚନ୍ଦ୍ର ଅହୋରାତ୍ର,

ସାଧ୍ୟଯୋଗ ସକାଳଘ୬।୪୫।୪୨ସେ, ଓ କ୍ଷୟ ଶୁଭଯୋଗ ରାତିଘ୪।୨୪।୨୮ସେ,

ବବକରଣ ଦିବାଘ୩।୧୪।୧୨ସେ,  ବାଳବକରଣ ରାତିଘ୨।୨୭ମି

ରବ୍ୟଂଶଽ୧୦।୫୩।୩୦, ସୂକ୍ଷ୍ମଚନ୍ଦ୍ର ରାଶି୦।୧୨।୧୩।୨୭,

ଦିନମାନ ଘ୧୧।୨।୫୧ସେ, ନିଶାମାନ ଘ୧୨।୫୭।୯ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ଦିବାଘ୩।୧୪।୧୨ସେ, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୩।୧୪।୧୨ସେ, ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ରାତ୍ରି ଘ୨।୫୭ମି ରୁ ଘ୩।୪୯ମି । ମାହେନ୍ଦ୍ର ସୂର୍ଯ୍ୟଉଦୟରୁ ସକାଳଘ୭।୫୨ମି, ଦିବା ଘ୧୦।୪୯ମି ରୁ ଘ୧।୨ମି ମଧ୍ୟେ।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ୮।୨୧।୩୩ସେ ପରେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ସକାଳ ଘ୮।୨୧ମି ପରେ ଦଶମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ସନ୍ତାନହାନି।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।  

ଅଶୁଭ ସମୟ-

ରାହୁକାଳ:- ଦିବାଘ୧।୨୦ମି ରୁ ଘ୨।୪୩ମି କାଳବେଳା:- ଦିବାଘ୨।୪୪ମି ରୁ ଘ୪।୭ମି। ବାରବେଳା:- ଦିବାଘ୪।୭ମି ରୁ ଘ୫।୨୯ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୧୧।୫୮ମି ରୁ ଘ୧।୩୫ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି:- ୯।୧୦।୫୩।୩୦,୨୨/୧୦  ଚନ୍ଦ୍ରରାଶି୦।୧୨।୧୩।୨୭-୧/୧  ମଙ୍ଗଳରାଶି ୭|୪|୫୯|୩୪-୧୭/୮ ବୁଧରାଶି ୮|୨୫|୪୪|୫୭-୨୦/୯  ବୃହସ୍ପତିରାଶି ୬|୨୬|୨୨|୫୪-୧୬/୭  ଶୁକ୍ରରାଶି ୯|୧୪|୩୯|୪୧-୨୨/୧୦ ଶନିରାଶି ୮|୯|୫୯|୪୧-୧୯/୯ ରାହୁରାଶି ୩|୨୦|୫୧|୪୨-୯/୪ କେତୁରାଶି ୯| ୨୦|୫୧|୪୨-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୩୨ମି  ମୀନଘ୯|୮ମି ମେଷଘ୧୦|୪୨ମି ବୃଷଘ୧୨|୨୫ମି   ମିଥୁନଘ୨|୨୪ମି କର୍କଟଘ୪|୩୭ମି  ସିଂହ ଘ୬|୫୧ମି କନ୍ୟା ଘ୯|୦ମି ତୁଳାଘ୧୧|୭ମି ବିଛା ଘ୧|୧୯ମି  ଧନୁଘ୩|୩୪ମି ମକର ଘ୫|୪୦ମି ।

ଶୁଭକର୍ମ:- ନକରିବା ଭଲ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳଘ୮।୨୧।୩୩ସେ,ମଧ୍ୟେ ଅଶ୍ଵିନୀ ନକ୍ଷତ୍ର ମେଷରାଶି ଓ କେତୁ ମହାଦଶାରେ ଜନ୍ମ ପରେ ଦ୍ଵିଜା ନକ୍ଷତ୍ର ମେଷରାଶି ଓ ଶୁକ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!