ଦୈନିକ ପାଞ୍ଜି: ଅଗଷ୍ଟ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୫, ୨୦୧୮

ପୂର୍ଣ୍ଣିମାର ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୧୪ ସେକେଣ୍ଡ   ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୬।୫।୪୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୯ ଦିନ ରାଷ୍ଟ୍ରିୟ ଭାଦ୍ରବ ୩ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥୀ ଦିବା ଘଣ୍ଟା ୩।୧୭।୨୭ ସେକେଣ୍ଡ,

ଶ୍ରବଣାନକ୍ଷତ୍ର ସକାଳ ଘଣ୍ଟା ୯।୪୯।୩୪ ସେକେଣ୍ଡ, ମକରଚନ୍ଦ୍ର ରାତ୍ର ଘଣ୍ଟା ୧୧।୧୫ମିନିଟ୍,

ଶୋଭନଯୋଗ ରାତ୍ର ଘଣ୍ଟା ୮।୫।୧ ସେକେଣ୍ଡ

ବାଣିଜ୍ୟକରଣ ଦିବା ଘଣ୍ଟା ୩।୧୭।୨୭ ସେକେଣ୍ଡ, ବିଷ୍ଟିକରଣ ରାତ୍ର ଘଣ୍ଟା ୪।୨୫।୨୦ ସେକେଣ୍ଡ

ରବ୍ୟଂଶଽ ୭।୩୯।୨୫, ସୂକ୍ଷ୍ମଚନ୍ଦ୍ର ରା୯।୨୧।୧୧।୨୬

ଦିନମାନ ଘଣ୍ଟା ୧୨।୩୧।୩୨ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୮।୨୮ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ଦିବା ଘଣ୍ଟା ୩।୧୭।୨୭ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୩।୧୭।୨୭ ସେକେଣ୍ଡ ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ଅମୃତ ଦି ଘଣ୍ଟା ୯-୪୦ ମିନିଟ୍ ରୁ ଘଣ୍ଟା ୧ଟା, ରାତ୍ର ଘଣ୍ଟା ୮-୧୮ ମିନିଟ୍ ରୁ ଘଣ୍ଟା ୧୦-୩୬ ମିନିଟ୍, ରାତ୍ର ଘଣ୍ଟା ୧୨-୮ ମିନିଟ୍ ରୁ ଘଣ୍ଟା ୧-୪୦ ମିନିଟ୍, ରାତ୍ର ଘଣ୍ଟା ୨-୨୬ ମିନିଟ୍ ରୁ ଘଣ୍ଟା ୩-୫୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୧।୧୫ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୯।୪୯।୩୪ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ସିଂହ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୧୧।୧୫ ମିନିଟ୍ ପରେ ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ ସନ୍ତାନହାନୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ସକାଳ ଘଣ୍ଟା ୮।୩୯ ମିନିଟ୍ ରୁ ଘଣ୍ଟା ୧୦।୧୩ ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୨୧ ମିନିଟ୍ ରୁ ଘଣ୍ଟା ୨।୫୫ ମିନିଟ୍, କାଳବେଳା-ସକାଳ ଘଣ୍ଟା ୫।୩୨ ମିନିଟ୍ ରୁ ଘଣ୍ଟା ୭।୬ ମିନିଟ୍, ଦିବା ଘଣ୍ଟା ୪।୨୯ ମିନିଟ୍ ରୁ ଘଣ୍ଟା ୬।୩ ମିନିଟ୍, କାଳରାତ୍ରି-ସଂଧ୍ୟା ଘଣ୍ଟା ୬।୩ ମିନିଟ୍ ରୁ ଘଣ୍ଟା ୭।୨୯ ମିନିଟ୍, ରାତ୍ର ଘଣ୍ଟା ୪।୬ ମିନିଟ୍ ରୁ ଘଣ୍ଟା ୫।୩୨ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୭।୩୯।୨୫, ଚନ୍ଦ୍ର ରାଶି-୯।୨୧।୧୧।୨୬, ମଙ୍ଗଳ ରାଶି-୯।୪।୩୪।୫୯, ବୁଧ ରାଶି-୩।୧୯।୩୩।୪୩, ବୃହସ୍ପତି ରାଶି-୬।୨୨।୧୦।୧୮, ଶୁକ୍ର ରାଶି-୫।୨୩।୧୯।୩୫, ଶନି ରାଶି-୮।୮।୩୨।୪୨, ରାହୁ ରାଶି-୩।୧୧।୪୩।୪୮,  କେତୁ ରାଶି-୯।୧୧।୪୩।୪୮।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୪।୫୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୪୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୪୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୩୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୩୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୪।୫୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନାମକରଣ, ଖଡ୍ଗଧାରଣ, ଋଣଦାନ ଓ ଗ୍ରହଣ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୯।୪୯।୩୪ ସେକେଣ୍ଡ ମଧ୍ୟେ ଶ୍ରବଣାନକ୍ଷତ୍ର  ମକରରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୯।୪୯।୩୪ ସେକେଣ୍ଡ ପରେ ରାତ୍ର ଘଣ୍ଟା ୧୧।୧୫ମିନିଟ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର  ମକରରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୧୧।୧୫ମିନିଟ୍ ପରେ ଧନିଷ୍ଠା ନକ୍ଷତ୍ର  କୁମ୍ଭରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!