ଦୈନିକ ପାଞ୍ଜି: ଜୁଲାଇ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୮ ଦିନ ଜୁଲାଇ ୨୪ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୨ଦିନ ମଙ୍ଗଳବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୧୯।୫୫ସେ   ଚନ୍ଦ୍ରୋଦୟ ଦିଘ୩।୪୨ମି.

ସୂର୍ଯ୍ୟାସ୍ତ   ସଂଘ୬।୨୦।୦୧ସେ       ଚନ୍ଦ୍ରାସ୍ତ ରାଘ୩।୪ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ଦ୍ୱାଦଶୀତିଥୀ ସଂଘ୬।୨୭।୧୬, ଜ୍ୟେଷ୍ଠାନକ୍ଷତ୍ର ଦିଘ୩।୨୯।୧୨

ବିଛାଚନ୍ଦ୍ର ଦିଘ୩।୨୯।୧୨, ବ୍ରହ୍ମଯୋଗ ସଘ୮।୦।୩

ବବକରଣ ସଘ୫।୨୩।୨୩, ବାଳବକରଣ ସଂଘ୬।୨୭।୧୬

ରବ୍ୟଂଶଽ ୬।୫୭।୪୮, ସୂକ୍ଷ୍ମଚନ୍ଦ୍ର ରା୭।୨୪।୫୫।୪୩

ଦିନମାନ ଘ୧୩।୦।୫୬, ରାତ୍ରମାନ ଘ୧୦।୫୯।୪

<<Vastu>>> | <<< Jataka Bichara >>>

ଯୋଗିନୀବାସ-

ନୈଋତ କୋଣେ ସଂଘ୬।୨୭।୧୬ସେ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଘ୬।୨୭।୧୬ସେ ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘ୭-୫୬ମି ରୁ ଘ୧୦-୩୨ମି, ଦିଘ୧-୮ମି ରୁ ଘ୨-୫୨ମି, ଦିଘ୩-୪୪ମି ରୁ ଘ୫-୮ମି, ସୂର୍ଯ୍ୟାସ୍ତରୁ ଘ୭-ମି, ରାଘ୯-୧୬ମି ରୁ ଘ୧୧-୨୮ମି, ରାଘ୧-୪୦ମି ରୁ ଘ୩-୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୩।୨୯।୧୨ ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୩।୨୯।୧୨ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମକର ରାଶିର ଘାତବାର। ଦିଘ୩।୨୯ମି ପରେ ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜ ଦର୍ଶନେ ଦିଘ୩।୨୯।୧୨ ମଧ୍ୟେ ଦଶମାସ ଗଣ୍ଡଦୋଷ,ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ପତିବ୍ରତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାରଦୋଷ ଓ ସଂଘ୬।୨୭ମି ଗତେ ଏକପାଦ ତିଥି ଓ ବାରଦୋଷ ଯୋଗେ ଗୋତ୍ରବଂଶର ଅନିଷ୍ଟ ହେବ ତେଣୁ ବାରପତ୍ର ଦିନ ଅନ୍ନଦାନସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୩।୭ମି ରୁ ଘ ୪।୪୪ମି, ବାରବେଳା- ସଘ୬।୫୯ମି ରୁ ଘ୮।୩୭ମି, କାଳବେଳା- ଦିଘ୧।୨୯ମି ରୁ ଘ୩।୭ମି, କାଳରାତ୍ରି- ରାଘ୭।୪୫ମି ରୁ ଘ୯।୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୬।୫୭।୪୮, ଚ୭।୨୪।୫୫।୪୩, ମ୯।୧୦।୫୭।୪୧, ବୁ୩।୨୯।୮।୪୬, ବୃ୬।୧୯।୩୧।୧୮, ଶୁ୪।୨୧।୧୦।୪୦, ଶ୮।୯।୫୩।୪୦, ରା୩।୧୧।୪୫।୩, କେ୯।୧୧।୪୫।୩।

ଉଦୟଲଗ୍ନ-

ନିଶାନ୍ତ ଘ୪।୪୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୧୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୧୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୩୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୪୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୫୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୪୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୧୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୫୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୩୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୩୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୪୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସିମନ୍ତୋନୟନ, ଖଡ୍ଗଧାରଣ, ହଳ ଆରମ୍ଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୩।୨୯।୧୨ ସେକେଣ୍ଡ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି। ଦିଘ୩।୨୯।୧୨ ସେକେଣ୍ଡ ପରେ  ମୂଳାନକ୍ଷତ୍ର ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!