ଗାୟତ୍ରୀ ଜୟନ୍ତୀ, ନିର୍ଜ୍ଜଳା ଏକାଦଶୀ ଉପବାସ। ଦୈନିକ ପାଞ୍ଜି: ଜୁନ୍ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୩, ୨୦୧୮

ଗାୟତ୍ରୀ ଜୟନ୍ତୀ, ନିର୍ଜ୍ଜଳା ଏକାଦଶୀ ଉପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୯।୩୧ସେ   ଚନ୍ଦ୍ରୋଦୟ ଦିଘ୨।୧୯ମି.

ସୂର୍ଯ୍ୟାସ୍ତ   ସଂଘ୬।୨୧।୪୨ସେ     ଚନ୍ଦ୍ରାସ୍ତ ରାଘ୨।୧୨ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୯ ଦିନ ରାଷ୍ଟ୍ରିୟ ଆଷାଢ ୨ଦିନ ଶନିବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଏକାଦଶୀତିଥି ରାଘ୩।୫୩।୩୮,

ସ୍ୱାତୀନକ୍ଷତ୍ର ରାଘ୩।୨୦।୫୫  ତୁଳାଚନ୍ଦ୍ର ଅହୋରାତ୍ର, ଶିବଯୋଗ ରାଘ୧୨।୩୦।୧୧

ବାଣିଜ୍ୟକରଣ ଦିଘ୩।୩୩।୧୮, ବିଷ୍ଟିକରଣ ରାଘ୩।୫୩।୩୮

ରବ୍ୟଂଶଽ ୭।୨୩।୨୪, ସୂକ୍ଷ୍ମଚନ୍ଦ୍ର ରା୬।୮।୧୬।୩୮

ଦିନମାନ ଘ୧୩।୧୨।୧୧, ରାତ୍ରମାନ ଘ୧୦।୪୭।୪୯

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ- 

ଅଗ୍ନିକୋଣେ ରାଘ୩।୫୩ମି ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୩।୫୩ମି ମଧ୍ୟେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୩ମି, ଦିଘ୯-୩୪ମି ରୁ ଘ୧୨-୧୨ମି, ଅମୃତ ଦି ଘ୧-୫୮ମି ରୁ ଘ୩-୪୪ମି, ରାଘ୭-୦୫ମି ରୁ ଘ୭-୪୮ମି, ରାତ୍ର ଘ୧୧-୨୪ମି ରୁ ଘ୧-୩୪ମି, ରାତ୍ର ଘ୩-୦୦ମି ରୁ ଘ୫-୧୦ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।     

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩|୨୦|୫୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ/ସିଂହ/କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ରାତି ଘ୩।୨୧ମି ପରେ ଦ୍ୱିପାଦ ପୁନଶ୍ଚ ରାତି ଘ୩।୫୪ମି ପରେ ତିନିପାଦଦୋଷ ଯୋଗେ ସର୍ବନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଗୋଦାନ, ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ- ରାହୁକାଳ-ସଘ୮।୨୯ମି ରୁ ଘ୧୦।୮ମି, ବାରବେଳା-ଦିଘ୧।୨୭ମି ରୁ ଘ୩।୬ମି, କାଳବେଳା-ସଘ୫।୧୨ମି ରୁ ଘ୬।୫୧ମି, ଦିଘ୪।୪୫ମି ରୁ ଘ୬।୨୪ମି, କାଳରାତ୍ରି-ସଂଘ୬।୨୪ମିି ରୁ ଘ୭।୪୫ମି, ରାଘ୩।୫୧ମି ରୁ ପ୍ରାଘ୫।୧୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୭।୨୩।୨୪, ଚ୬।୮।୧୬।୩୮, ମ୯।୧୫।୩।୩୮, ବୁ୨।୨୫।୩୯। ୪୯, ବୃ୬।୧୯।୪୩।୪୦, ଶୁ୩।୧୬।୨୫।୪୪, ଶ୮।୧୨।୩।୫୭, ରା୩।୧୨।୧।୫୭, କେ୯।୧୨।୧।୫୭।

ଉଦୟଲଗ୍ନ-

ପ୍ରାତଃ ଘ୪।୩୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୫୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୯।୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୧।୧୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧।୨୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୩।୩୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୪୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୫୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୯।୪୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୧।୧୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୫୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୨।୩୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୪।୩୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସ୍ଵାତୀନକ୍ଷତ୍ର ରାତ୍ର ଘଣ୍ଟା ୩|୨୦|୫୫ସେକେଣ୍ଡ୍, ତୁଳାଚନ୍ଦ୍ର ଅହୋରାତ୍ର, ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୩|୨୦|୫୫ସେକେଣ୍ଡ୍ ମଧ୍ୟେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୩|୨୦|୫୫ସେକେଣ୍ଡ୍ ପରେ ବିଶାଖାନକ୍ଷତ୍ର ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!