ଦୈନିକ ପାଞ୍ଜି: ଜୁନ୍ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨୨, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୦୯।୧୭ସେ ଚନ୍ଦ୍ରୋଦୟ ଦିଘ୧।୨୬ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୧।୩୦ସେ      ଚନ୍ଦ୍ରାସ୍ତ ରାଘ୧।୩୨ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୮ ଦିନ ରାଷ୍ଟ୍ରିୟ ଆଷାଢ ୧ ଦିନ ଶୁକ୍ରବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଦଶମୀତିଥି ରାଘ୩।୨୦।୩୯,

ଚିତ୍ରାନକ୍ଷତ୍ର ରାଘ୨।୮।୨୬  କନ୍ୟାଚନ୍ଦ୍ର ଦିଘ୧।୪୪, ପରିଘଯୋଗ ରାଘ୧।୫।୨୪,

ତୈତିଳକରଣ ଦିଘ୩।୧୫।୫୬, ଗରକରଣ ରାଘ୩।୨୦।୩୯

ରବ୍ୟଂଶଽ ୬।୨୬।୮, ସୂକ୍ଷ୍ମଚନ୍ଦ୍ର ରା୫।୨୫।୨୧।୬

ଦିନମାନ ଘ୧୩।୧୨।୧୩, ରାତ୍ରମାନ ଘ୧୦।୪୭।୪୭

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ରାଘ୩।୨୦ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୩।୨୦ମି ମଧ୍ୟେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସକାଳ ଘ୬-୦୩ମି ରୁ ଘ୬-୫୬ମି, ଦିଘ୯- ୩୪ମି ରୁ ଘ୧୦-୨୭ମି, ଅମୃତ ଦିଘ୧୨-୧୨ମି ରୁ ଘ୨-୫୧ମି, ସୂର୍ଯ୍ୟାସ୍ତରୁ ଘ୮-୩୨ମି, ରାଘ୧୨-୫୧ମି ରୁ ଘ୩-୦୦ମି, ରାଘ୩-୪୪ମି ରୁ ଘ୫-୧୦ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧|୪୪ ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।    

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨|୮|୨୬ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା/ଧନୁ/ମୀନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର –

 ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାହିଁ। ରଜଶ୍ଚକ୍ରେ ବିପୁତ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ

ରାହୁକାଳ-ଦିଘ୧୦।୮ମି ରୁ ଘ୧୧।୪୭ମି, ବାରବେଳା-ସଘ୮।୨୯ମି ରୁ ଘ୧୦।୯ମି, କାଳବେଳା-ଦିଘ୧୦।୯ମି ରୁ ଘ୧୧।୪୮ମି, କାଳରାତ୍ରି-ରାଘ୯।୬ମି ରୁ ଘ୧୦।୨୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

 ରବି ରା୨।୬।୨୬।୮, ଚ୫।୨୫।୨୧।୬, ମ୯।୧୫।୦।୨୧, ବୁ୨।୨୩।୫୨।୫୭, ବୃ୬।୧୯।୪୬।୫୪, ଶୁ୩।୧୫।୧୬।୨୯, ଶ୮।୧୨।୮।୨୦, ରା୩।୧୨।୩।୫୮, କେ୯।୧୨।୩।୫୮।

ଉଦୟଲଗ୍ନ-

 ନିଶାନ୍ତ ୪ଟା ୩୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୬ଟା ୫୫ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୧୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୨୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୩୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୫ଟା ୫୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୭ଟା ୫୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୯ଟା ୪୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୨୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧୨ଟା ୫୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୩୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବ୍ରତପୋନୟନ, ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ନବବସ୍ତ୍ର ପରିଧାନ, କୋର୍ଟବିବାହ,  ବାକ୍ୟଦାନ, ନିର୍ବନ୍ଧ, ନାମକରଣ, ଅଳଙ୍କାରଧାରଣ, ବିଦ୍ୟାରମ୍ଭ, ଚୂଡାକରଣ, ନୂତନ ଅକ୍ଷର ଆରମ୍ଭ, ଖଡ୍ଗଧାରଣ,  ଯାନକ୍ରୟ ଓ ଆରୋହଣ, ବାଣିଜ୍ୟକରଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଆରୋଗ୍ୟସ୍ନାନ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ହଳଆରମ୍ଭ, ବିହନବୁଣା, ଧାନ୍ୟସ୍ଥାପନ, ଭୂମିପୂଜନ, ଗୃହାରମ୍ଭ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନୂତନ ଅକ୍ଷର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧|୪୪ ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳମହାଦଶାରେ ଜନ୍ମ ହୋଇଛି ଓ ଦିବା ଘଣ୍ଟା ୧|୪୪ ମିନିଟ୍ ପରେ ରାତ୍ର ଘଣ୍ଟା ୨|୮|୨୬ସେକେଣ୍ଡ୍ ମଧ୍ୟେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୨|୮|୨୬ସେକେଣ୍ଡ୍ ପରେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!