ଶ୍ରୀବିଷ୍ଣୁ ପବିତ୍ରାରୋପଣ ଉତ୍ସବ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ରାରୋପଣ ଉତ୍ସବ, ଆଖେଟକ ପର୍ବ, ଶରଣ ପାଞ୍ଚକାରମ୍ଭ। ଦୈନିକ ପାଞ୍ଜି: ଅଗଷ୍ଟ ୨୩ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ  ୨୦୧୮

ଶ୍ରୀବିଷ୍ଣୁ ପବିତ୍ରାରୋପଣ ଉତ୍ସବ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ରାରୋପଣ ଉତ୍ସବ, ଆଖେଟକ ପର୍ବ, ଶରଣ ପାଞ୍ଚକାରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୨।୩୮ସେକେଣ୍ଡ   ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୬।୬।୨୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୭ ଦିନ ରାଷ୍ଟ୍ରିୟ ଭାଦ୍ରବ ୧ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଦ୍ୱାଦଶୀତିଥୀ ଦିବା ଘଣ୍ଟା ୧୦।୧୬।୪୩ସେକେଣ୍ଡ,

ଉତ୍ତରାଷାଢାନକ୍ଷତ୍ର ଅହୋରାତ୍ର, ଧନୁଚନ୍ଦ୍ର ଦିବା ଘଣ୍ଟା ୧୦।୨୭ମିନିଟ୍,

ଆୟୁଷ୍ମାନ ଯୋଗ ସଂଧ୍ୟା ଘଣ୍ଟା ୬।୭।୧୦ସେକେଣ୍ଡ

ବାଳବକରଣ ଦିବା ଘଣ୍ଟା ୧୦।୧୬।୪୩ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୧୧।୩୫।୨୭ସେକେଣ୍ଡ

ରବ୍ୟଂଶଽ ୫।୪୩।୪୩, ସୂକ୍ଷ୍ମଚନ୍ଦ୍ର ରା୮।୨୭।୩୩।୪୨

ଦିନମାନ ଘଣ୍ଟା ୧୨।୩୩।୩୫ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୬।୨୫ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତକୋଣେ ଦିବା ଘଣ୍ଟା ୧୦।୧୬।୪୩ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୦।୧୬।୪୩ସେକେଣ୍ଡ ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୦ ମିନିଟ୍, ଦିବା ଘଣ୍ଟା ୧୦-୩୧ ମିନିଟ୍ ରୁ ଘଣ୍ଟା ୧-୧ ମିନିଟ୍, ଅମୃତ ରାତ୍ର ଘଣ୍ଟା ୨-୨୭ ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୦।୨୭ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୧୦।୨୭ ମିନିଟ୍ ପରେ ସିଂହ ରାଶିର ଘାତଚନ୍ଦ୍ର। ତୁଳା/କୁମ୍ଭ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ-ବିଧବା ଦୁଃଖଭୋଗୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଓ ଦିବା ଘଣ୍ଟା ୧୦।୧୬।୪୩ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧।୨୨ ମିନିଟ୍ ରୁ ଘଣ୍ଟା ୨।୫୬ ମିନିଟ୍, କାଳବେଳା ଓ ବାରବେଳା-ଦିବା ଘଣ୍ଟା ୨।୫୬ ମିନିଟ୍ ରୁ ସଂ ଘଣ୍ଟା ୬।୫ ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୧୧।୪୮ ମିନିଟ୍ ରୁ ଘଣ୍ଟା ୧।୧୪ ମିନିଟ୍ ।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୫।୪୩।୪୩, ଚନ୍ଦ୍ର ରାଶି-୮।୨୭।୩୩।୪୨, ମଙ୍ଗଳ ରାଶି-୯।୪।୪୧।୦, ବୁଧ ରାଶି-୩।୧୮।୨୦।୨୪, ବୃହସ୍ପତି ରାଶି-୬।୨୧।୫୫।୫୪, ଶୁକ୍ର ରାଶି-୫।୨୧।୩୦।୨୭, ଶନି ରାଶି-୮।୮।୩୫।୧୬, ରାହୁ ରାଶି-୩।୧୧।୪୫।୫୭, କେତୁ ରାଶି-୯।୧୧।୪୫।୫୭।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୨୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୪୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩। ୫୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୪୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୧୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୫୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୪୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଦେବତା ଗଠନ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ନାମକରଣ, ଔଷଧ କରଣ, ଔଷଧ ସେବନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୦।୨୭ମିନିଟ୍ ମଧ୍ୟେ ଉତ୍ତରାଷାଢାନକ୍ଷତ୍ର  ଧନୁରାଶି ରବିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୦।୨୭ମିନିଟ୍  ପରେ ଉତ୍ତରାଷାଢାନକ୍ଷତ୍ର ମକରରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!