ଆଜି ବରଦାଗଣେଶପୂଜା। ମେଷ ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୧, ୨୦୧୮

ଆଜି ବରଦାଗଣେଶପୂଜା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୩|୨୩ ଇଂ ପ୍ରାତଃଘ୬|୨୪|୪୬ସେ

ସୂର୍ଯ୍ୟାସ୍ତ କର୍କଟ ଦ୧|୨୨|୨୫   ଇଂ ସଂଧ୍ୟାଘ୫|୨୪|୪୩ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୮ ଦିନ ରାଷ୍ଟ୍ରିୟ ମାଘମାସ ୧ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ଦିବାଘ୩।୩୩।୫୨ସେ,

ପୂର୍ବଭାଦ୍ରପଦ ନକ୍ଷତ୍ର ଅହୋରାତ୍ର, କୁମ୍ଭଚନ୍ଦ୍ର ରାତିଘ୧୨।୪୫ମି,

ବରୀୟାନଯୋଗ ଦିବାଘ୧୧।୧୫।୫୭ସେ,

ବିଷ୍ଟିକରଣ ଦିବାଘ୩।୩୩।୫୨ସେ,  ବବକରଣ ରାତିଘ୪।୩ମି,

ରବ୍ୟଂଶଽ୬।୪୯।୨୩, ସୂକ୍ଷ୍ମଚନ୍ଦ୍ର ରା୧୦।୨୦।୨୭।୩୭,

ଦିନମାନ ଘ୧୦।୫୯।୪୬, ନିଶାମାନ ଘ୧୩।୦।୧୪,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ଦିବାଘ୩।୩୩।୫୨ସେ, ପରେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୩।୩୩।୫୨ସେ, ମଧ୍ୟେ ମୂଳା ଓ ପରେ ବେଲ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା- ଦିବାଘ୭।୯ମି ରୁ ଘ୧୦।୫ମି, ରାତ୍ରି ଘ୭।୯ମି ରୁ ରାଘ୮।୫୩ମି ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ଦିବାଘ୭।୯ମି, ଦିବାଘ୧।୧ମି ରୁ ଘ୧।୪୫ମି, ସଂଧ୍ୟାଘ୬।୧୭ମି ରୁ ଘ୭।୯ମି ରାତିଘ୧୨।୨୧ମି ରୁ ଘ୩।୪୯ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତି ଘ୧୨।୪୫ମି ପରେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ସାତମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ଦୁଃଖଭୋଗିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ-ଦିବାଘ୪।୪ମି ରୁ ଘ୫।୨୬ମି। କାଳବେଳା- ଦିବାଘ୧୧।୫୭ମି ରୁ ଘ୧।୧୯ମି। ବାରବେଳା-ଦିବା ଘ୧୦।୩୪ମି ରୁ ଦିଘ୧୧।୫୭ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୧।୩୪ମି ରାଘ୩।୧୨ମି ମଧ୍ୟେ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୬।୪୯।୨୩,୨୧/୧୦  ଚନ୍ଦ୍ର ରାଶି୧୦।୨୦।୨୭।୩୭-୨୫/୧୧  ମ୭|୨|୩୧|୩୫-୧୬/୮ ବୁ୮|୧୯|୪୫|୩୨-୨୦/୯  ବୃ୬|୨୫|୫୨|୩୬-୧୬/୭  ଶୁ୯|୯|୩୮|୮-୨୧/୧୦ ଶ୮|୯|୩୩|୪୫-୧୯/୯ ରା୩|୨୦|୫୧|୪୬-୯/୪ କେ୯| ୨୦|୫୧|୪୬-୨୨/୧୦। 

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୪୮ମି  ମୀନଘ୯|୨୪ମି ମେଷଘ୧୦|୫୮ମି ବୃଷଘ୧୨|୪୦ମି   ମିଥୁନଘ୨|୪୦ମି କର୍କଟଘ୪|୫୩ମି  ସିଂହ ଘ୭|୬ମି କନ୍ୟା ଘ୯|୧୫ମି ତୁଳା ଘ୧୧|୨୩ମି ବିଛା ଘ୧|୩୫ମି  ଧନୁଘ୩|୪୯ମି ମକର ଘ୫|୫୫ମି ।

ଶୁଭକର୍ମ-

ଆଜି ଦିବାଘ୩।୩୩।୫୨ସେ,ପରେ ବାଣିଜ୍ୟକରଣ, କ୍ରୟବିକ୍ରୟ, ପୁଂସବନ, ମୋକଦ୍ଦମାଦାୟର, ଦିକ୍ଷାଗ୍ରହଣ, ବିଦ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତିଘ୧୨।୪୫ମି, ମଧ୍ୟେ ପୂର୍ବଭାଦ୍ରପଦନକ୍ଷତ୍ର କୁମ୍ଭରାଶି ଓ ଗୁରୁ ମହାଦଶାରେ ଜନ୍ମ ପରେ ପୂର୍ବଭାଦ୍ରପଦନକ୍ଷତ୍ର ମୀନରାଶି ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!