ଦୈନିକ ପାଞ୍ଜି: ଅଗଷ୍ଟ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୧, ୨୦୧୮

ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରାରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୩।୨ସେକେଣ୍ଡ   ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୬।୭।୩୫ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୫ ଦିନ ରାଷ୍ଟ୍ରିୟ ଶ୍ରାବଣ ୩୦ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଏକାଦଶୀତିଥୀ ଅହୋରାତ୍ର,

ମୂଳାନକ୍ଷତ୍ର ରାତ୍ର ଘଣ୍ଟା ୧୨।୩୪।୭ସେକେଣ୍ଡ, ଧନୁଚନ୍ଦ୍ର ଅହୋରାତ୍ର,

ବିଷ୍କୁମ୍ଭଯୋଗ ଦିବା ଘଣ୍ଟା ୪।୧।୧୧ସେକେଣ୍ଡ

ବାଣିଜ୍ୟକରଣ ସଂଧ୍ୟା ଘଣ୍ଟା ୬।୨୭।୨୬ସେକେଣ୍ଡ, ବିଷ୍ଟିକରଣ ଅହୋରାତ୍ର

ରବ୍ୟଂଶଽ ୩।୪୮।୮, ସୂକ୍ଷ୍ମଚନ୍ଦ୍ର ରା୮।୩।୫୨।୪୭

ଦିନମାନ ଘଣ୍ଟା ୧୨।୩୫।୩୭ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୪।୨୩ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନିକୋଣେ ଅହୋରାତ୍ରରେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଶେଷ ପର୍ଯ୍ୟନ୍ତ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ

ଅମୃତ ଦିବା ଘଣ୍ଟା ୯-୪୦ ମିନିଟ୍‌ ରୁ ଘଣ୍ଟା ୧୨-୫୮ ମିନିଟ୍‌, ରାତ୍ର ଘଣ୍ଟା ୮-୧୪ ମିନିଟ୍‌ ରୁ ଘଣ୍ଟା ୧୦-୩୪ ମିନିଟ୍‌, ଘଣ୍ଟା ୧୨-୭ ମିନିଟ୍‌ ରୁ ଘଣ୍ଟା ୧-୪୦ ମିନିଟ୍‌, ଘଣ୍ଟା ୨-୨୬ ମିନିଟ୍‌ ରୁ ଘଣ୍ଟା ୩-୫୯ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୩୪।୭ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମକର ରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୧୨।୩୪।୭ସେକେଣ୍ଡ ଗତେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୨।୫୭ ମିନିଟ୍‌ ରୁ ଘଣ୍ଟା ୪।୩୧ ମିନିଟ୍‌, ବାରବେଳା-ସକାଳ ଘଣ୍ଟା ୭।୫ ମିନିଟ୍‌ ରୁ ଘଣ୍ଟା ୮।୪୦ ମିନିଟ୍‌, କାଳବେଳା-ଦିବା ଘଣ୍ଟା ୧।୨୩ ମିନିଟ୍‌ ରୁ ଘଣ୍ଟା ୨।୫୭ ମିନିଟ୍‌, କାଳରାତ୍ରି- ରାତ୍ର ଘଣ୍ଟା ୭।୩୨ ମିନିଟ୍‌ ରୁ ଘଣ୍ଟା ୮।୫୮ ମିନିଟ୍‌।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୩।୪୮।୮, ଚନ୍ଦ୍ର ରାଶି-୮।୩।୫୨।୪୭, ମଙ୍ଗଳ ରାଶି-୯।୪।୫୦।୧୪, ବୁଧ ରାଶି-୩।୧୭।୩୭।୩୮, ବୃହସ୍ପତି ରାଶି-୬।୨୧।୪୨।୩, ଶୁକ୍ର ରାଶି-୫।୧୯।୩୯।୧୭, ଶନି ରାଶି-୮।୮।୩୮।୧୧, ରାହୁ ରାଶି-୩।୧୧।୪୭।୪୬, କେତୁ ରାଶି-୯।୧୧।୪୭।୪୬।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୨ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୨୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୫୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୫୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ପୁଂସବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧୨।୩୪।୭ସେକେଣ୍ଡ ମଧ୍ୟେ ମୂଳାନକ୍ଷତ୍ର  ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୨।୩୪।୭ସେକେଣ୍ଡ ପରେ ପୂର୍ବାଷାଢାନକ୍ଷତ୍ର  ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!