ସଦଭାବନା ଦିବସ, ରାଜୀବ ଗାନ୍ଧୀଙ୍କ ଜୟନ୍ତୀ। ଶ୍ରାବଣମାସର ଶେଷ ସୋମବାର କାଉଡିଆ ମାନଙ୍କର ଜଳାଭିଷେକ ର ଉଦ୍ ଯାପନ ଦିବସ। ଦୈନିକ ପାଞ୍ଜି: ଅଗଷ୍ଟ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨୦, ୨୦୧୮

ସଦଭାବନା ଦିବସ, ରାଜୀବ ଗାନ୍ଧୀଙ୍କ ଜୟନ୍ତୀ। ଶ୍ରାବଣମାସର ଶେଷ ସୋମବାର କାଉଡିଆ ମାନଙ୍କର ଜଳାଭିଷେକ ର ଉଦ୍ ଯାପନ ଦିବସ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୧।୪୩ସେକେଣ୍ଡ   ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୬।୮।୪୮ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୪ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୯ଦିନ ସୋମବାର

<<Vastu>>> | <<< Jataka Bichara >>>

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଦଶମୀତିଥୀ ନିଶାନ୍ତ ଘଣ୍ଟା ୫।୧୭।୩୯ସେକେଣ୍ଡ,

ଜ୍ୟେଷ୍ଠାନକ୍ଷତ୍ର ରାତ୍ର ଘଣ୍ଟା ୯।୪୧।୪୪, ବିଛାଚନ୍ଦ୍ର ରାତ୍ର ଘଣ୍ଟା ୯।୪୧।୪୪ସେକେଣ୍ଡ,

ବୈଧୃତିଯୋଗ ଦିବା ଘଣ୍ଟା ୩।୧୪।୨୧ସେକେଣ୍ଡ

ତୈତିଳକରଣ ଦିବା ଘଣ୍ଟା ୪।୧୩।୨୧ସେକେଣ୍ଡ, ଗରକରଣ ନିଶାନ୍ତ ଘଣ୍ଟା ୫।୧୭।୩୯ସେକେଣ୍ଡ

ରବ୍ୟଂଶଽ ୨।୫୦।୨୨, ସୂକ୍ଷ୍ମଚନ୍ଦ୍ର ରା୭।୨୧।୫୧।୨୬

ଦିନମାନ ଘଣ୍ଟା ୧୨।୩୬।୩୮ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୩।୨୨ସେକେଣ୍ଡ

ଯୋଗିନୀବାସ

ଉତ୍ତରେ ନିଶାନ୍ତ ଘଣ୍ଟା ୫।୧୭।୩୯ସେକେଣ୍ଡ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ନିଶାନ୍ତ ଘଣ୍ଟା ୫।୧୭।୩୯ସେକେଣ୍ଡ ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୧୦ ମିନିଟ୍, ଦିବା ଘଣ୍ଟା ୧୦-୩୧ ମିନିଟ୍ ରୁ ଘଣ୍ଟା ୧-୨ ମିନିଟ୍, ରାତ୍ର ଘଣ୍ଟା ୬-୫୦ ମିନିଟ୍ ରୁ ଘଣ୍ଟା ୯-୭ ମିନିଟ୍, ରାତ୍ର ଘଣ୍ଟା ୧୧-୨୪ ମିନିଟ୍ ରୁ ଘଣ୍ଟା ୨-୨୬ ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୩- ୩୩ ମିନିଟ୍ ରୁ ଘଣ୍ଟା ୫-୧୪ ମିନିଟ୍ ।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୯।୪୧।୪୪ସେକେଣ୍ଡ ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୪୧।୪୪ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ରାତ୍ର ଘଣ୍ଟା ୯।୪୧ମିନିଟ୍ ପରେ ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ରାତ୍ର ଘଣ୍ଟା ୯।୪୧।୪୪ସେକେଣ୍ଡ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ନାହିଁ।

ଅଶୁଭସମୟ-

ରାହୁକାଳ ଓ କାଳବେଳା-ସକାଳ ଘଣ୍ଟା ୭।୫ମିନିଟ୍ ରୁ ଘଣ୍ଟା ୮।୪୦ମିନିଟ୍, ବାରବେଳା- ଦିବା ଘଣ୍ଟା ୨।୫୮ମିନିଟ୍ ରୁ ଘଣ୍ଟା ୪।୩୩ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୧୦।୨୩ମିନିଟ୍ ରୁ ଘଣ୍ଟା ୧୧।୪୯ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୨।୫୦।୨୨, ଚନ୍ଦ୍ର ରାଶି-୭।୨୧।୫୧।୨୬, ମଙ୍ଗଳ ରାଶି-୯।୪।୫୬।୨, ବୁଧ ରାଶି-୩।୧୭।୨୭।୪୫, ବୃହସ୍ପତି ରାଶି-୬।୨୧।୩୫।୧୯, ଶୁକ୍ର ରାଶି-୫।୧୮।୪୩।୦, ଶନି ରାଶି-୮।୮।୩୯।୪୮, ରାହୁ ରାଶି-୩।୧୧।୪୮।୨୫, କେତୁ ରାଶି-୯।୧୧।୪୮।୨୫।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୧୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୩୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୫୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୫୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୧୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନୂତନ ଅକ୍ଷର ଆରମ୍ଭ, ନୌକା ନିର୍ମାଣ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ  ରାତ୍ର ଘଣ୍ଟା ୯।୪୧।୪୪ ସେକେଣ୍ଡ ମଧ୍ୟେ ଜ୍ୟେଷ୍ଠାନକ୍ଷତ୍ର  ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୯।୪୧।୪୪ ସେକେଣ୍ଡ ପରେ ମୂଳାନକ୍ଷତ୍ର  ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!