ଦୈନିକ ପାଞ୍ଜି: ସେପ୍ଟେମ୍ବର ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨, ୨୦୧୮

ସ୍ମାର୍ତ୍ତ ସମ୍ମତ ଜନ୍ମାଷ୍ଟମୀ, ଶ୍ରୀମନ୍ଦିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ, ଖୁଦୁରୁକୁଣୀ ଓଷା ଆରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୧।୪୦ ସେକେଣ୍ଡ

ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୫।୫୪।୪୪ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧୭ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୧ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ସପ୍ତମୀତିଥୀ ରାତ୍ର ଘଣ୍ଟା ୮।୪୮।୨୦ ସେକେଣ୍ଡ

କୃତ୍ତିକାନକ୍ଷତ୍ର ରାତ୍ର ଘଣ୍ଟା ୮।୪୯ମିନିଟ୍, ବୃଷଚନ୍ଦ୍ର ଅହୋରାତ୍ର

ବ୍ୟାଘାତଯୋଗ ଦିବା ଘଣ୍ଟା ୪।୨୪।୪୨ ସେକେଣ୍ଡ

ବିଷ୍ଟିକରଣ ସକାଳ ଘଣ୍ଟା ୯।୨୦।୫୨ ସେକେଣ୍ଡ,

ବବକରଣ ରାତ୍ର ଘଣ୍ଟା ୮।୪୮।୨୦ ସେକେଣ୍ଡ

ରବ୍ୟଂଶଽ ୧୫।୨୩।୧୧, ସୂକ୍ଷ୍ମଚନ୍ଦ୍ର ରା୧।୧।୨୩।୩୩

ଦିନମାନ ଘଣ୍ଟା ୧୨।୨୩।୩ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୬।୫୭ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ବାୟବ୍ୟେ ରାତ୍ର ଘଣ୍ଟା ୮।୪୮।୨୦ ସେକେଣ୍ଡ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ

ରାତ୍ର ଘଣ୍ଟା ୮।୪୮।୨୦ ସେକେଣ୍ଡ ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୨୧ ମିନିଟ୍, ଦିବା ଘଣ୍ଟା ୧୨-୫୭ ମିନିଟ୍ ରୁ ଘଣ୍ଟା ୧-୪୭ ମିନିଟ୍, ରାତ୍ର ଘଣ୍ଟା ୬-୪୧ ମିନିଟ୍ ରୁ ଘଣ୍ଟା ୭-୨୭ ମିନିଟ୍, ଘଣ୍ଟା ୧୨-୬ ମିନିଟ୍ ରୁ ଘଣ୍ଟା ୩-୧୨ ମିନିଟ୍, ଅମୃତ ଦିବା ଘଣ୍ଟା ୬-୨୧ ମିନିଟ୍ ରୁ ଘଣ୍ଟା ୯-୩୯ ମିନିଟ୍, ରାତ୍ର ଘଣ୍ଟା ୭-୨୭ ମିନିଟ୍ ରୁ ୯ଘଣ୍ଟା।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮।୪୯ମିନିଟ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷ ରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୮।୪୯ମିନିଟ୍ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ତ୍ରିପାଦ ଦୋଷ ଓ ରାତ୍ର ଘଣ୍ଟା ୮।୪୮।୨୦ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୮।୪୯ମିନିଟ୍ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୨୩ମିନିଟ୍ ରୁ ଘଣ୍ଟା ୫।୫୬ମିନିଟ୍, ବାରବେଳା ଓ କାଳବେଳା- ଦିବା ଘଣ୍ଟା ୧୦।୧୨ମିନିଟ୍ ରୁ ଘଣ୍ଟା ୧।୧୮ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧।୧୨ମିନିଟ୍ ରୁ ଘଣ୍ଟା ୨।୪୦ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୧୫।୨୩।୧୧, ଚନ୍ଦ୍ର ରାଶି-୧।୧।୨୩।୩୩, ମଙ୍ଗଳ ରାଶି-୯।୪।୪୩।୪୫,

ବୁଧ ରାଶି-୩।୨୮।୫୯।୨୯, ବୃହସ୍ପତି ରାଶି-୬।୨୩।୧୩।୫, ଶୁକ୍ର ରାଶି-୬।୦।୧୨।୫୭,

ଶନି ରାଶି-୮।୮।୨୬।୧୩, ରାହୁ ରାଶି-୩।୧୧।୩୧।୪୬, କେତୁ ରାଶି-୯।୧୧।୩୧।୪୬।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୨୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୪୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୧୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୩ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୫୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୨୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଔଷଧ କରଣ ଓ ସେବନ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୮।୪୯ମିନିଟ୍ ମଧ୍ୟେ କୃତ୍ତିକାନକ୍ଷତ୍ର  ମେଷରାଶି ରବିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୮।୪୯ମିନିଟ୍ ପରେ  ରୋହିଣୀନକ୍ଷତ୍ର  ବୃଷଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!