ଆଜିର ପାଞ୍ଜି: ଜୁନ୍ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୨, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୭|୨୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୧୫|୨୧ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୧୯ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୧୨ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି ରାତ୍ର ଘଣ୍ଟା ୪|୧୯|୫ସେକେଣ୍ଡ୍

ପୂର୍ବାଷାଢାନକ୍ଷତ୍ର ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍, ଧନୁଚନ୍ଦ୍ର ଦିବା ଘଣ୍ଟା ୩|୩୮ ମିନିଟ୍,

ଶୁକ୍ଳଯୋଗ ରାତ୍ର ଘଣ୍ଟା ୭|୫୩|୨୦ସେକେଣ୍ଡ୍,

ବବକରଣ ଦିବା ଘଣ୍ଟା ୩|୧|୨୫ସେକେଣ୍ଡ୍, ବାଳବକରଣ ରାତ୍ର ଘଣ୍ଟା ୪|୧୯|୫ସେକେଣ୍ଡ୍,

ରବ୍ୟଂଶଽ୧୭|୧୮|୫୮, ସୂକ୍ଷ୍ମଚନ୍ଦ୍ର ରାଶି ୮|୨୪|୪୯|୪୮,

ଦିନମାନ ଘଣ୍ଟା ୧୩|୭|୫୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୫୨|୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ରାତ୍ର ଘଣ୍ଟା ୪|୧୯|୫ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୪|୧୯|୫ସେକେଣ୍ଡ୍ ମଧ୍ୟେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୧।୫୩ ମିନିଟ୍ ରୁ ଘଣ୍ଟା ୩।୩୮ ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୫୯ ମିନିଟ୍ ରୁ ଘଣ୍ଟା ୭।୪୩ ମିନିଟ୍, ରାତ୍ର ଘଣ୍ଟା ୧୧।୨୦ ମିନିଟ୍ ରୁ ଘଣ୍ଟା ୧।୩୦ ମିନିଟ୍, ରାତ୍ର ଘଣ୍ଟା ୨।୫୭ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬ଟା, ଦିବା ଘଣ୍ଟା ୯।୩୦ ମିନିଟ୍ ରୁ ଘଣ୍ଟା ୧୨।୮ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୩|୩୮ ମିନିଟ୍ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବୃଷ, ସିଂହ, କନ୍ୟା ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ଓ ଦିବା ଘଣ୍ଟା ୩|୩୮ମିନିଟ୍ ଗତେ ସିଂହ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍  ମଧ୍ୟେ ପୁତ୍ରବତୀ ଓ ପରେ ବିଧବା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଓ  ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍ ଗତେ ଦ୍ଵିପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୨୬ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୧|୨୨ ମିନିଟ୍ ରୁ ଘଣ୍ଟା ୩|୧ ମିନିଟ୍ ମଧ୍ୟେ। କାଳବେଳା- ପ୍ରାତଃ ଘଣ୍ଟା ୫|୧୦ ମିନିଟ୍ ରୁ ଘଣ୍ଟା ୬|୪୮ ମିନିଟ୍, ଦିବା ଘଣ୍ଟା ୪|୩୯ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୧୮ ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୧୮ ମିନିଟ୍ ରୁ ଘଣ୍ଟା ୭|୩୯ ମିନିଟ୍, ରାତ୍ରି ଘଣ୍ଟା ୩|୪୮ ରୁ ଘଣ୍ଟା ୫|୧୦ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୧୭।୧୮।୫୮-, ଚନ୍ଦ୍ରରାଶି-୮।୨୪।୪୯।୪୮-,  ମଙ୍ଗଳରାଶି-୯|୧୧|୩୩|୩୬-,

ବୁଧରାଶି-୧|୧୨|୧୬|୪୭-, ବୃହସ୍ପତିରାଶି-୬|୨୧|୨୪|୨୨-, ଶୁକ୍ରରାଶି-୨|୨୧|୫୩|୦-,

ଶନିରାଶି-୮|୧୩|୩୦|୪୧-, ରାହୁରାଶି-୯|୧୩|୯|୫୯-, କେତୁରାଶି-୯|୧୩|୯|୫୯-।

ଆଜିରଲଗ୍ନ

ରାତ୍ର ୩ଟା ୫୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୬ଟା ୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୮ଟା ୧୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୦ଟା ୨୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୩୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୪୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୫୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୭ଟା ୧୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୯ଟା ୧୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୧ଟା ୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୪୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୨ଟା ୧୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୫୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍ ମଧ୍ୟେ ପୂର୍ବାଷାଢାନକ୍ଷତ୍ର ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୮|୫୧|୧୦ସେକେଣ୍ଡ୍ ପରେ ଦିବା ଘଣ୍ଟା ୩|୩୮ ମିନିଟ୍ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ଧନୁରାଶି ରବିମହାଦଶାରେ ଜନ୍ମହୋଇଛି ଓ ଦିବା ଘଣ୍ଟା ୩|୩୮ ମିନିଟ୍ ପରେ ଉତ୍ତରାଷାଢା ନକ୍ଷତ୍ର ମକରରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!