ଦୈନିକ ପାଞ୍ଜି: ଜୁନ୍ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୯, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୮।୩୯ସେ   ଚନ୍ଦ୍ରୋଦୟ ଦିଘ୧୦।୪୦ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ ୬।୨୦।୫୦ସେ    ଚନ୍ଦ୍ରାସ୍ତ ରାଘ୧୧।୩୧ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୫ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୨୯ ଦିନ ମଙ୍ଗଳବାର ଚାନ୍ଦ୍ରମାନ,

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଷଷ୍ଠୀତିଥି ସଘ୬।୪୧।୨୪, କ୍ଷୟ ସପ୍ତମୀତିଥି ରାଘ୪।୫୮।୧୩

ପୂ.ଫାଲଗୁନୀନକ୍ଷତ୍ର ରାଘ୧।୪୫।୫୩, ସିଂହଚନ୍ଦ୍ର ଅହୋରାତ୍ର, ବଜ୍ରଯୋଗ ସଘ୭।୫୨।୪୩

ତୈତିଳକରଣ ସଘ୬।୪୧।୨୪, ଗରକରଣ ସଂଘ୫।୪୭।୨୨, କ୍ଷୟ ବାଣିଜ୍ୟକରଣ ରାଘ୪।୫୮,

ରବ୍ୟଂଶଽ ୩।୩୪।୨୦, ସୂକ୍ଷ୍ମଚନ୍ଦ୍ର ରା୪।୧୪।୪୩।୧୨

ଦିନମାନ ଘ୧୩।୧୨।୧୦, ରାତ୍ରମାନ ଘ୧୦।୪୭।୫୦

ଯୋଗିନୀବାସ-

ପଶ୍ଚିମେ ସଘ୬।୪୧ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଘ୬।୪୧ମି ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୪୭ମି ମଧ୍ୟେ, ଦିଘ୯-୩୩ମି ରୁ ଘ୧୨-୧୧ମି, ଦିଘ୩-୪୩ମି ରୁ ଘ୪-୩୫ମି, ସୂର୍ଯ୍ୟାସ୍ତରୁ ଘ୭-୦୪ମି, ରାଘ୧୨-୭ମି ରୁ ଘ୨-୧୬ମି ମଧ୍ୟେ, ମାହେନ୍ଦ୍ର ଦିଘ୨-୫୦ମି ରୁ ଘ୩-୪୩ମି, ଦିଘ୪-୩୫ମି ରୁ ଘ୫-୨୮ମି, ରାଘ୮-୩୧ମି ରୁ ଘ୯-୫୭ମି।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧|୪୫|୫୩ ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ମକର ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର –

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧|୪୫|୫୩ ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ –

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୬|୪୧|୨୪ ସେକେଣ୍ଡ୍ ମଧ୍ୟେ ଏକପାଦ ଦୋଷ ଓ  ରାତ୍ର ଘଣ୍ଟା ୧|୪୫|୫୩ ସେକେଣ୍ଡ୍ ମଧ୍ୟେ ଦ୍ଵିପାଦ ଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୪|୫୮|୧୩ ସେକେଣ୍ଡ୍ ମଧ୍ୟେ ତିନିପାଦ ଦୋଷ ଓ ପରେ ଦ୍ଵିପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘ୩।୪ମି ରୁ ଘ୪।୪୪ମି, ବାରବେଳା-ସଘ୬।୫୦ମି ରୁ ଘ୮।୨୯ମି, କାଳବେଳା-ଦିବାଘ୧।୨୬ମି ରୁ ଘ୩।୫ମି, କାଳରାତ୍ରି-ରାଘ୭।୪୪ମି ରୁ ଘ୯।୫ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୩।୩୪।୨୦, ଚ୪।୧୪।୪୩।୧୨, ମ୯।୧୪।୪୬।୧୦, ବ୨।୧୮।୧୮।୪୭, ବୃ୬।୧୯।୫୭।୩୮, ଶୁ୩।୧୧।୪୮।୭, ଶ୮।୧୨।୨୧।୨୬, ରା୩।୧୨।୧୦।୨୭, କେ୯।୧୨।୧୦।୨୭।

ଉଦୟଲଗ୍ନ-

ନିଶାନ୍ତ ୪ଟା ୫୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୨୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୨୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୩୭ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୪୯ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୯ଟା ୫୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୩୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୫୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

ଶୁଭକର୍ମ-

ଆଜି ପୁଂସବନ କରିପାରିବେ। 

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧|୪୫|୫୩ସେକେଣ୍ଡ୍ ମଧ୍ୟେ ପୂର୍ବାଫାଲଗୁନୀନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୧|୪୫|୫୩ସେକେଣ୍ଡ୍ ପରେ ଉତ୍ତରାଫାଲଗୁନୀନକ୍ଷତ୍ର ସିଂହରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!