ବିଛା, ଧନୁ, ମୀନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୯, ୨୦୧୮

ସୂର୍ଯ୍ୟଉଦୟ ମକର ଦ୦|୪୪|୪୪ ଇଂ ପ୍ରାତଃଘ୬|୨୪|୫୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୦|୫୯|୩୫     ଇଂ ସଂଧ୍ୟାଘ୫|୨୩|୨୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୬ ଦିନ ରାଷ୍ଟ୍ରିୟ ପୌଷମାସ ୨୯ ଦିନ ଶୁକ୍ରବାର।

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି ଦିବାଘ୧୨।୨୨।୫୦ସେ,

ଧନିଷ୍ଠା ନକ୍ଷତ୍ର ରାତିଘ୩।୨୮।୨୦ସେ, ମକରଚନ୍ଦ୍ର ଦିବାଘ୨।୧୮ମିନିଟ

ସିଦ୍ଧିଯୋଗ ଦିବାଘ୧୧।୧।୩୪ସେ,

କୌଳବକରଣ ଦିବାଘ୧୨।୨୨।୫୦ସେ,  ତୈତିଳକରଣ ରାତିଘ୧।୧୯ମିନିଟ।

ରବ୍ୟଂଶଽ୪।୪୭।୧୫, ସୂକ୍ଷ୍ମଚନ୍ଦ୍ର ରା୯।୨୬।୧।୫୧,

ଦିନମାନ ଘ୧୦।୫୮।୨୦, ନିଶାମାନ ଘ୧୩।୧।୪୦,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବାଘ୧୨।୨୨।୫୦ସେ ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୧୨।୨୨।୫୦ସେ, ମଧ୍ୟେ ବୋଇତିକଖାରୁ ଓ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ସକାଳଘ୭।୯ମି, ଦିବାଘ୭।୫୩ମି ରୁ ଘ୧୦।୪ମି, ଦିଘ୧୨।୧୬ମି ରୁ ଘ୨।୨୮ମି, ଦିଘ୩।୫୫ମି ରୁ ଘ୫।୨୩ମି, ରାତ୍ରି ଘ୭।୭ମି ରୁ ଘ୮।୫୨ମି, ରାଘ୨।୪ମି ରୁ ଘ୩।୪୯ମି ମଧ୍ୟେ। ମାହେନ୍ଦ୍ର ରାତ୍ରି ଘ୮।୫୨ମି ରୁ ଘ୯।୪୪ମି, ରାଘ୩।୪୯ମି ରୁ ଘ୪।୪୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବାଘ୨।୧୮।୨୦ସେ ପରେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୩।୨୮।୨୦ସେ ପରେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ, ମୀନ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ରାଣୀଯୋଗ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦିଷ୍ଟ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୧୨।୨୨ମି ମଧ୍ୟେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ- ଦିବାଘ୧୦।୩ମି ରୁ ଘ୧୧।୫ମି ଓ କାଳବେଳା- ଦିବାଘ୧୦।୩୪ମି ରୁ ଘ୧୧।୫୬ମି। ବାରବେଳା- ଦିବାଘ୯।୧୨ମି ରୁ ଦିଘ୧୦।୩୪ମି ମଧ୍ୟେ। କାଳରାତ୍ରି- ରାତ୍ରିଘ୮।୪୧ମି ରୁ ରାଘ୧୦।୧୯ମି ମଧ୍ୟେ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୯।୪।୪୭।୧୫,୨୧/୧୦  ଚନ୍ଦ୍ର ରାଶି୯।୨୬।୧।୫୧-୨୩/୧୦  ମ୭|୧|୧୭|୨୬-୧୬/୮ ବୁ୮|୧୬|୪୯|୫୩-୨୦/୯ ବୃ୬|୨୫|୩୬|୩୯-୧୬/୭ ଶୁ୯|୭|୭|୧୮-୨୧/୧୦ ଶ୮|୯|୨୦|୩୪-୧୯/୯ ରା୩|୨୦|୫୨|୩-୯/୪ କେ୯| ୨୦|୫୨|୩-୨୨/୧୦। 

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୭ମି କୁମ୍ଭଘ୭|୫୬ମି  ମୀନଘ୯|୩୨ମି ମେଷଘ୧୧|୫ମି ବୃଷଘ୧୨|୪୮ମି   ମିଥୁନଘ୨|୪୮ମି କର୍କଟଘ୫|୦ମି  ସିଂହ ରାତିଘ୭|୧୪ମି କନ୍ୟା ଘ୯|୨୩ମି ତୁଳା ଘ୧୧|୩୧ମି ବିଛା ଘ୧|୪୩ମି  ଧନୁଘ୩|୫୭ମି ମକର ଘ୬|୩ମି ।

ଶୁଭକର୍ମ-

ଆଜି ବାଣିଜ୍ୟ କରଣ, ନାମକରଣ, ଅନ୍ନପ୍ରାଶସନ୍ନ, କର୍ଣ୍ଣବେଧ, ବିଦ୍ୟାରମ୍ଭ, ନବବସ୍ତ୍ର ପରିଧାନ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ନିଷ୍କ୍ରମଣ, ନୌକାଚାଳନା, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ଚଳଚିତ୍ରାରମ୍ଭ, ଆରୋଗ୍ୟସ୍ନାନ, ଯାନକ୍ରୟ ଓ ଆରୋହଣ, ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ଚୂଡାକରଣ, ବ୍ରତୋପନୟନ, ମନ୍ଦିରନିର୍ମାଣ,  କୋର୍ଟବିବାହ, ଅଳଙ୍କ।ରଧାରଣ, ନିର୍ବନ୍ଧ, ବିହନବୁଣା, ଗୃହପ୍ରତିଷ୍ଠା ଓ ପ୍ରବେଶ, ଗୃହାରମ୍ଭ, ଭୂମିପୂଜନ କରିପାରିବେ। ନାଟ୍ୟାରମ୍ଭ ଓ ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବାଘ୨।୧୮ ମି ମଧ୍ୟେ ଧନିଷ୍ଠା ନକ୍ଷତ୍ର ମକର ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ଓ ଦିବାଘ୨।୧୮ ମି ପରେ ରାତିଘ୩।୨୮।୨୦ସେ, ମଧ୍ୟେ ଧନିଷ୍ଠାନକ୍ଷତ୍ର କୁମ୍ଭରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ଏବଂ ରାତିଘ୩।୨୮।୨୦ସେ, ପରେ ସତଭିଷାନକ୍ଷତ୍ର କୁମ୍ଭରାଶି ଓ ରାହୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!