ଆଜି ଦ୍ଵିତୀୟା ଚନ୍ଦ୍ର ଦର୍ଶନ। ତୁଳା, କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୮, ୨୦୧୮

ଆଜି ଦ୍ଵିତୀୟା ଚନ୍ଦ୍ର ଦର୍ଶନ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୦|୩୫|୨୭ ଇଂ ପ୍ରାତଃଘ୬|୨୪|୫୬ସେ

ସୂର୍ଯ୍ୟାସ୍ତ କର୍କଟ ଦ୦|୪୮|୧୫  ଇଂ ସଂଧ୍ୟାଘ୫|୨୨|୪୫ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୫ ଦିନ ରାଷ୍ଟ୍ରିୟ ପୌଷମାସ ୨୮ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି ଦିବାଘ୧୦।୧୩।୧୧ସେ,

ଶ୍ରବଣା ନକ୍ଷତ୍ର ରାତିଘ୧।୨।୩୦ସେ, ମକରଚନ୍ଦ୍ର ଅହୋରାତ୍ର,

ବଜ୍ରଯୋଗ ଦିବାଘ୧୦।୨୯।୨୪ସେ,

ବବକରଣ ଦିବାଘ୧୦।୧୩।୫ସେ,  ବାଳବକରଣ ରାତିଘ୧୧।୧୯ମି

ରବ୍ୟଂଶଽ୩।୪୬।୧୦, ସୂକ୍ଷ୍ମଚନ୍ଦ୍ର ରା୯।୧୪।୧।୪୦,

ଦିନମାନ ଘ୧୦।୫୭।୩୯, ନିଶାମାନ ଘ୧୩।୨।୨୧,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବାଘ୧୦।୧୩।୧୧ସେ, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୧୦।୧୩।୧୧ସେ, ମଧ୍ୟେ ପାଣିକଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ରାତ୍ରି ଘ୨।୫୬ମି ରୁ ରାଘ୩।୩୯ମି। ମାହେନ୍ଦ୍ର ସୂର୍ଯ୍ୟଉଦୟରୁ ସକାଳଘ୭।୫୩ମି ଦିବା ଘ୧୦।୪୮ମି ରୁ ଘ୧।୦ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତିଘ୧।୨।୩୦ସେ ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ପତିବ୍ରତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୧୦।୧୩ମି ପରେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ- ଦିବାଘ୧।୧୮ମି ରୁ ଘ୨।୪୦ମି ଓ କାଳବେଳା ଦିବା ଘ୨।୪୦ମି ରୁ ଘ୪।୩ମି। ବାରବେଳା-ଦିବା ଘ୪।୩ମି ରୁ ଦିଘ୫।୨୫ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୧୧।୫୬ମି ରୁ ରାଘ୧।୩୪ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୩।୪୬।୧୦,୨୧/୧୦  ଚନ୍ଦ୍ର ରା୯।୧୪।୧।୪୦-୨୨/୧୦  ମ୭|୦|୪୦|୨୦-୧୬/୮ ବୁ୮|୧୫|୨୩|୯-୨୦/୯ ବୃ୬|୨୫|୨୮|୨୯-୧୬/୭ ଶୁ୯|୫|୫୧|୫୨-୨୧/୧୦ ଶ୮|୯|୧୩|୫୫-୧୯/୯ ରା୩|୨୦|୫୨|୧୩-୯/୪ କେ୯| ୨୦|୫୨|୧୩-୨୨/୧୦। 

ଆଜିରଲଗ୍ନ-

ମକର ପ୍ରାତଃ ଘ୬|୨୭ମି କୁମ୍ଭଘ୮|୦ମି  ମୀନଘ୯|୩୬ମି ମେଷଘ୧୧|୯ମି ବୃଷଘ୧୨|୫୨ମି   ମିଥୁନଘ୨|୫୨ମି କର୍କଟଘ୫|୪ମି  ସିଂହ ରାତିଘ୭|୧୮ମି କନ୍ୟା ଘ୯|୨୭ମି ତୁଳା ଘ୧୧|୩୫ମି ବିଛା ଘ୧|୪୭ମି  ଧନୁଘ୪|୧ମି ମକର ଘ୬|୭ମି ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ବାଣିଜ୍ୟ କରଣ, ସୀମନ୍ତୋନୟନ, ନାମକରଣ, ଅନ୍ନପ୍ରାଶସନ୍ନ, କର୍ଣ୍ଣବେଧ, ବିଦ୍ୟାରମ୍ଭ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ନିଷ୍କ୍ରମଣ, ନବାନ୍ନଭକ୍ଷଣ, ନୌକାନିର୍ମାଣ ଓ ଚାଳନା, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ପ୍ରଥମ ଯୁବତୀସଂଭୋଗ, ଚୂଡାକରଣ, ନବବଧୁଯାତ୍ରା, ବ୍ରତୋପନୟନ, ମନ୍ଦିରନିର୍ମାଣ,  କୋର୍ଟବିବାହ, ବିବାହ ପାଣିଗ୍ରହଣ, ଗୃହପ୍ରତିଷ୍ଠା ଓ ପ୍ରବେଶ, ଭୂମିପୂଜନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତିଘ୧।୩ ମି ମଧ୍ୟେ ଶ୍ରବଣା ନକ୍ଷତ୍ର ମକର ରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ଏବଂ ରାତିଘ୧।୩ ମି ପରେ ଧନିଷ୍ଠା ନକ୍ଷତ୍ର ମକର ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!