ଶୀତଳଷଷ୍ଠୀ, ଆରଣ୍ୟକଷଷ୍ଠୀ, କାର୍ତ୍ତିକ ଷଷ୍ଠୀ। ଦୈନିକ ପାଞ୍ଜି: ଜୁନ୍ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୮, ୨୦୧୮

ଶୀତଳଷଷ୍ଠୀ, ଆରଣ୍ୟକଷଷ୍ଠୀ, କାର୍ତ୍ତିକ ଷଷ୍ଠୀ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୦୮।୨୮ସେ    ଚନ୍ଦ୍ରୋଦୟ ସଘ୯।୩୯ମି.

ସୂର୍ଯ୍ୟାସ୍ତ   ସଂଘ୬।୨୦।୩୫ସେ         ଚନ୍ଦ୍ରାସ୍ତ ରାଘ୧୦।୪୬ମି.

ଆଜିର ପଞ୍ଚାଙ୍ଗ-

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୪ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୨୮ ଦିନ ସୋମବାର

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ପଞ୍ଚମୀତିଥି ସଘ୮।୫୬।୫,

ମଘାନକ୍ଷତ୍ର ରାଘ୨।୪୬।୪୭, ସିଂହଚନ୍ଦ୍ର ଅହୋରାତ୍ର, ହର୍ଷଣଯୋଗ ଦିଘ୧୦।୪୩।୨୨

ବାଳବକରଣ ସଘ୮।୫୬।୫, କୌଳବକରଣ ରାଘ୭।୪୬।୮

ରବ୍ୟଂଶଽ ୨।୩୭।୩, ସୂକ୍ଷ୍ମଚନ୍ଦ୍ର ରା୪।୦।୨୯।୧୨

ଦିନମାନ ଘ୧୩।୧୨।୭, ରାତ୍ରମାନ ଘ୧୦।୪୭।୫୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଦକ୍ଷିଣେ ସଘ୮।୫୬ମି ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

 ସଘ୮।୫୬ମି ମଧ୍ୟେ ବେଲ, ପଣଶ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘ୮-୪୦ମି ରୁ ଘ୧୦-୨୬ ମି, ରାଘ୯-୧୪ମି ରୁ ଘ୧୨- ୭ମି, ରାଘ୧-୩୩ମି ରୁ ଘ୨-୫୯ମି, ମାହେନ୍ଦ୍ର ରାଘ୩-୪୩ମି ରୁ ଘ୪-୨୬ ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨|୪୬|୪୭ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ପାଞ୍ଚମାସ ଗଣ୍ଡଦୋଷ ରାତି ଘ୨।୪୭ମି ପରେ ସାତମାସ ଗଣ୍ଡଦୋଷ, ଫଳ-ବିଧବା, ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାସ୍ତି।

ଅଶୁଭସମୟ-

ରାହୁକାଳ ଓ କାଳବେଳା-ସଘ୬।୪୯ମି ରୁ ଘ୮।୨୯ମି, ବାରବେଳା-ଦିଘ୩।୫ମି ରୁ ଘ୪।୪୪ମି, କାଳରାତ୍ରି-ରାଘ୧୦।୨୬ମି ରୁ ଘ୧୧।୪୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨।୩୭।୩, ଚ୪।୦।୨୯।୧୨, ମ୯।୧୪।୪୦।୧, ବ୨।୧୬।୨୨।୫୯, ବୃ୬।୨୦।୧।୩୩, ଶୁ୩।୧୦।୩୮।୨୮, ଶ୮।୧୨।୨୫।୪୫, ରା୩।୧୨।୧୨।୪୮, କେ୯।୧୨।୧୨।୪୮।

ଉଦୟଲଗ୍ନ-

ନିଶାନ୍ତ ୪ଟା ୫୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୧୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୨୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୩୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୪୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୩ଟା ୫୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୧୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୩୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୧୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୨ଟା ୫୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୪ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଜଳାଶୟ ପ୍ରତିଷ୍ଠା, ଔଷଧ ସେବନ, ଦୀକ୍ଷା ଗ୍ରହଣ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୨|୪୬|୪୭ସେକେଣ୍ଡ୍ ମଧ୍ୟେ ମଘାନକ୍ଷତ୍ର ସିଂହରାଶି କେତୁମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୨|୪୬|୪୭ସେକେଣ୍ଡ୍ ପରେ ପୂର୍ବାଫାଲଗୁନୀନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!