ଦୈନିକ ପାଞ୍ଜି: ଅଗଷ୍ଟ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧, ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୨।୫ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୦।୨୧ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୨ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୭ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଅଷ୍ଟମୀତିଥୀ ରାତ୍ର ଘଣ୍ଟା ୧।୪୮।୧୯ସେକେଣ୍ଡ,

ବିଶାଖାନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୨୧।୪୦ସେକେଣ୍ଡ, ତୁଳାଚନ୍ଦ୍ର ଦିବା ଘଣ୍ଟା ୧୧ଟା,

ବ୍ରହ୍ମଯୋଗ ଦିବା ଘଣ୍ଟା ୨।୫୩।୧୯ସେକେଣ୍ଡ

ବିଷ୍ଟିକରଣ ଦିବା ଘଣ୍ଟା ୧।୧୯।୩୨ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୧।୪୮।୧୯ସେକେଣ୍ଡ

ରବ୍ୟଂଶଽ ୦।୫୪।୫୪, ସୂକ୍ଷ୍ମଚନ୍ଦ୍ର ରା୬।୨୭।୪।୫୪

ଦିନମାନ ଘଣ୍ଟା ୧୨।୩୮।୩୮ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୧।୨୨ସେକେଣ୍ଡ.

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ରାତ୍ର ଘଣ୍ଟା ୧।୪୮।୧୯ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧।୪୮।୧୯ସେକେଣ୍ଡ ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୯-୪୧ମିନିଟ୍ ରୁ ଘଣ୍ଟା ୧-୩ମିନିଟ୍, ରାତ୍ର ଘଣ୍ଟା ୮-୨୨ମିନିଟ୍ ରୁ ଘଣ୍ଟା ୧୦-୩୯ମିନିଟ୍, ରାତ୍ର ଘଣ୍ଟା ୧୨-୧୦ମିନିଟ୍ ରୁ ଘଣ୍ଟା ୧-୪୧ମିନିଟ୍, ରାତ୍ର ଘଣ୍ଟା ୨-୨୬ମିନିଟ୍ ରୁ ଘଣ୍ଟା ୩-୫୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୧ଟା ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୨୧।୪୦ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ, ସିଂହ,କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଓ ସଂଧ୍ୟା ଘଣ୍ଟା ୫।୨୧।୪୦ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୧୪ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୨୪ମିନିଟ୍ ରୁ ଘଣ୍ଟା ୨।୫୯ମିନିଟ୍, କାଳବେଳା-ସକାଳ ଘଣ୍ଟା ୫।୩୦ମିନିଟ୍ ରୁ ଘଣ୍ଟା ୭।୫ମିନିଟ୍, ଦିବା ଘଣ୍ଟା ୪।୩୪ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୯ମିନିଟ୍, କାଳରାତ୍ରି-ସଂଧ୍ୟା ଘଣ୍ଟା ୬।୯ମିନିଟ୍ ରୁ ରାତ୍ର ଘଣ୍ଟା ୭।୩୪ମିନିଟ୍, ରାତ୍ର ଘଣ୍ଟା ୪।୫ମିନିଟ୍ ରୁ ପ୍ରାତଃ ଘଣ୍ଟା ୫।୩୦ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୦।୫୪।୫୪, ଚନ୍ଦ୍ର ରାଶି-୬।୨୭।୪।୫୪, ମଙ୍ଗଳ ରାଶି-୯।୫।୯।୫୬, ବୁଧ ରାଶି-୩।୧୭।୩୦।୨୦, ବୃହସ୍ପତି ରାଶି-୬।୨୧।୨୨।୧୮, ଶୁକ୍ର ରାଶି-୫।୧୬।୪୯।୫, ଶନି ରାଶି-୮।୮।୪୩।୧୬, ରାହୁ ରାଶି-୩।୧୧।୪୯।୨୭, କେତୁ ରାଶି-୯।୧୧।୪୯।୨୭।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୨୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୪ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୧୪ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୧୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୩।୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୨୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୧ଟା ମଧ୍ୟେ ବିଶାଖାନକ୍ଷତ୍ର  ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୧ଟାପରେ ସଂଧ୍ୟା ଘଣ୍ଟା ୫।୨୧।୪୦ସେକେଣ୍ଡ ମଧ୍ୟେ ବିଶାଖାନକ୍ଷତ୍ର  ବିଛାରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୫।୨୧।୪୦ସେକେଣ୍ଡ ପରେ  ଅନୁରାଧାନକ୍ଷତ୍ର  ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!