ଦୈନିକ ପାଞ୍ଜି: ଜାନୁୟାରୀ ୧୭, ୨୦୧୮
ପର୍ବ ପର୍ବାଣୀ-
ମାଘ ଅମାବାସ୍ୟା, ମା’ ମଙ୍ଗଳାଙ୍କ ମନ୍ଦିରରେ ତ୍ରିବେଣୀ ଅମାବାସ୍ୟା।
ସୂର୍ଯ୍ୟଉଦୟ ମକର ଦ୦|୨୫|୫୧ ଇଂପ୍ରାଘ୬|୨୪|୫୭ସେ
ସୂର୍ଯ୍ୟାସ୍ତ କର୍କଟ ଦ୦|୩୬|୫୦ ଇଂସଂଘ୫|୨୨|୬ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୪ ଦିନ ରାଷ୍ଟ୍ରିୟ ପୌଷମାସ ୨୭ ଦିନ ବୁଧବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ ଓ ସକାଳଘ୭।୪୭।୫୩ସେ ପରେ ଶୁକ୍ଳପକ୍ଷ ଆରମ୍ଭ ,
ଅମାବାସ୍ୟାତିଥି ସକାଳ ଘ୭।୪୭।୫୩ସେ ପରେ ପ୍ରତିପଦାତିଥି,
ଉତ୍ତରାଷାଢା ନକ୍ଷତ୍ର ରାତି ଘ୧୦।୧୯।୧ସେ, ମକରଚନ୍ଦ୍ର ଅହୋରାତ୍ର,
ହର୍ଷଣଯୋଗ ସକାଳ ଘ୯।୪୫।୩୮ସେ,
ନାଗକରଣ ସକାଳ ଘ୭।୪୭।୪୭ସେ, କିଂସ୍ତୁଘ୍ନକରଣ ରାତି ଘ୯।୧ମିନିଟ୍।
ରବ୍ୟଂଶଽ୨।୪୫।୪, ସୂକ୍ଷ୍ମଚନ୍ଦ୍ର ରାଶି୯।୨।୭।୬,
ଦିନମାନ ଘ୧୦।୫୬।୫୯, ନିଶାମାନ ଘ୧୩।୩।୧,
ଯୋଗିନୀବାସ-
ଯୋଗିନୀ ଐଶାନ୍ୟକୋଣେ ସକାଳ ଘ୭।୪୭।୫୩ସେ, ପରେ ପୂର୍ବେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ସକାଳ ଘ୭।୪୭।୫୩ସେ, ମଧ୍ୟେ ଆମିଷ, ତେଲ, ସ୍ତ୍ରୀ ପୁରୁଷ ସହବାସ ନିଷେଧ ପରେ ପାଣିକଖାରୁ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା- ସୂର୍ଯ୍ୟଉଦୟରୁ ଦିବା ଘ୭।୫୩ମି ଦିବାଘ୧୦।୪ମି ରୁ ଘ୧୧।୩୨ମି ଦିଘ୩।୧୧ମି ରୁ ଘ୪।୩୮ମି ସଂଧ୍ୟା ଘ୬।୧୪ମି ରୁ ଘ୮।୫୧ମି ରାତ୍ରି ଘ୨।୪ମି ରୁ ଘ୬।୨୫ମି ମାହେନ୍ଦ୍ର- ଦିବା ଘ୧।୪୩ମି ରୁ ଘ୩।୧୧ମି ରାତ୍ରି ଘ୮।୫୧ମି ରୁ ଘ୧୦।୩୫ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ରାତି ଘ୧୦।୧୯।୧ସେ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
କର୍କଟ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ରାଘ୧୦।୧୯ମି ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ତେଣୁ ବାରପତ୍ର ଦିନ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।
ଅଶୁଭ ସମୟ-
ରାହୁକାଳ ଓ ବାରବେଳା- ଦିବା ଘ୧୧।୫୬ମି ରୁ ଦିଘ୧।୧୮ମି ମଧ୍ୟେ। କାଳବେଳା ଦିବା ଘ୯।୧୧ମି ରୁ ଘ୧୦।୩୪ମି। କାଳରାତ୍ରି ରାତ୍ରି ଘ୩।୧୧ମି ରୁ ରାଘ୪।୪୯ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୯।୨।୪୫।୪,୨୧/୧୦ ଚନ୍ଦ୍ର ରାଶି୯।୨।୭।୬-୨୧/୧୦ ମ୭|୦|୩|୧୨-୧୬/୮ ବୁ୮|୧୩|୫୭|୧୧-୨୦/୯ ବୃ୬|୨୫|୨୦|୧୧-୧୬/୭ ଶୁ୯|୪|୩୬|୨୬-୨୧/୧୦ ଶ୮|୯|୭|୧୫-୧୯/୯ ରା୩|୨୦|୫୨|୪୨-୯/୪ କେ୯| ୨୦|୫୨|୪୨-୨୨/୧୦।
ଆଜିରଲଗ୍ନ-
ମକର ପ୍ରାତଃ ଘ୬|୨୭ମି କୁମ୍ଭଘ୮|୪ମି ମୀନଘ୯|୪୦ମି ମେଷଘ୧୧|୧୩ମି ବୃଷଘ୧୨|୫୬ମି ମିଥୁନଘ୨|୫୬ମି କର୍କଟଘ୫|୮ମି ସିଂହ ରାତିଘ୭|୨୨ମି କନ୍ୟା ଘ୯|୩୧ମି ତୁଳା ଘ୧୧|୩୯ମି ବିଛା ଘ୧|୫୧ମି ଧନୁଘ୪|୫ମି ମକର ଘ୬|୧୧ମି ।
ଶୁଭକର୍ମ-
ଆଜି ନାମକରଣ, ନବବସ୍ତ୍ର ପରିଧାନ, ଦେବତାଗଠନ, ବୃକ୍ଷରୋପଣ, ଔଷଧ କରଣ ଓ ସେବନ, ଯାନକ୍ରୟ ଓ ଆରୋହଣ, ଧାନ୍ୟସ୍ଥାପନ, ବ୍ରତୋପନୟନ, କୋର୍ଟବିବାହ, ବିବାହ ପାଣିଗ୍ରହଣ, ଅଳଙ୍କାର ଧାରଣ, ନିର୍ବନ୍ଧ, ଭୂମିପୂଜନ, ଗୃହପ୍ରତିଷ୍ଠା, ଗୃହପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ରାତିଘ୧୦।୧୯ ମି ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ମକର ରାଶି ଓ ରବି ମହାଦଶାରେ ଜନ୍ମ ଏବଂ ରାତିଘ୧୦।୧୯ ମି ପରେ ଶ୍ରବଣା ନକ୍ଷତ୍ର ମକର ରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।