ସିଂହ ସଂକ୍ରାନ୍ତି। ଦୈନିକ ପାଞ୍ଜି: ଅଗଷ୍ଟ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୭, ୨୦୧୮

ଗୋସ୍ଵାମୀ ତୁଳସୀ ଦାସ ଜୟନ୍ତୀ, ସିଂହ ସଂକ୍ରାନ୍ତି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୨।୪୫ସେକେଣ୍ଡ

ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୦୬।୧୦।୦୭ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୧ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୬ଦିନ ଶୁକ୍ରବାର

<<Vastu>>> | <<< Jataka Bichara >>>

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ସପ୍ତମୀତିଥୀ ରାଘ୧।୨।୩ସେକେଣ୍ଡ,

ସ୍ୱାତୀନକ୍ଷତ୍ର ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ, ତୁଳାଚନ୍ଦ୍ର ଅହୋରାତ୍ର,

ଶୁକ୍ଳଯୋଗ ଦିବା ଘଣ୍ଟା ୩।୩୧।୫୬ସେକେଣ୍ଡ

ଗରକରଣ ଦିବା ଘଣ୍ଟା ୧୨।୫୬।୨୧ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୧।୨।୩ସେକେଣ୍ଡ

ରବ୍ୟଂଶଽ ୨୯।୫୭।୧୩, ସୂକ୍ଷ୍ମଚନ୍ଦ୍ର ରା୬।୧୪।୧୧।୭

ଦିନମାନ ଘଣ୍ଟା ୧୨।୩୯।୩୭ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୦।୨୩ସେକେଣ୍ଡ

ଯୋଗିନୀବାସ

ବାୟବ୍ୟେ ରାତ୍ର ଘଣ୍ଟା ୧।୨।୩ସେକେଣ୍ଡ ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧।୨।୩ସେକେଣ୍ଡ ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୯ମିନିଟ୍, ଦିବା ଘଣ୍ଟା ୭-୯ମିନିଟ୍ ରୁ ଘ୯-୪୧ମିନିଟ୍, ଦିବା ଘଣ୍ଟା ୧୨-୧୨ମିନିଟ୍ ରୁ ଘଣ୍ଟା ୨-୪୪ମିନିଟ୍, ଦିବା ଘଣ୍ଟା ୪-୨୫ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬-୬ମିନିଟ୍, ରାତ୍ର ଘଣ୍ଟା ୭-୩୭ମିନିଟ୍ ରୁ ଘଣ୍ଟା ୯-୮ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୮ମିନିଟ୍ ରୁ ଘଣ୍ଟା ୯-୫୩ମିନିଟ୍, ରାତ୍ର ଘଣ୍ଟା ୩-୧୨ମିନିଟ୍ ରୁ ଘଣ୍ଟା ୩-୫୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା, ଧନୁ, ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-ବିପୁତ୍ରା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ ମଧ୍ୟେ ଏକପାଦ ଦୋଷ ଓ ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ ଗତେ ରାତ୍ର ଘଣ୍ଟା ୧।୨ମିନିଟ୍ ମଧ୍ୟେ ଦ୍ଵିପାଦ ଦୋଷ ଏବଂ ପୁଣି ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଦିବା ଘଣ୍ଟା ୧୦।୧୪ମିନିଟ୍ ରୁ ଘଣ୍ଟା ୧୧।୪୯ମିନିଟ୍, ବାରବେଳା ଓ କାଳବେଳା-ସକାଳ ଘଣ୍ଟା ୮।୪୦ମିନିଟ୍ ରୁ ଘଣ୍ଟା ୧୧।୪୯ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୮।୫୯ମିନିଟ୍ ରୁ ଘଣ୍ଟା ୧୦।୨୫ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୯।୫୭।୧୩, ଚନ୍ଦ୍ର ରାଶି-୬।୧୪।୧୧।୭, ମଙ୍ଗଳ ରାଶି-୯।୫।୧୮।୧, ବୁଧ ରାଶି-୩।୧୭।୪୨।୧୯, ବୃହସ୍ପତି ରାଶି-୬।୨୧।୧୬।୦, ଶୁକ୍ର ରାଶି-୫।୧୫।୫୧।୨୯, ଶନି ରାଶି-୮।୮।୪୫।୮, ରାହୁ ରାଶି-୩।୧୧।୪୯।୪୬, କେତୁ ରାଶି-୯।୧୧।୪୯।୪୬।

ଉଦୟଲଗ୍ନ-

ପ୍ରାତଃ ଘଣ୍ଟା ୫।୨୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୧୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୧୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୧୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୩।୧୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୨୫ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ ମଧ୍ୟେ ସ୍ଵାତୀନକ୍ଷତ୍ର  ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୪।୧୧।୪୨ସେକେଣ୍ଡ ପରେ ବିଶାଖାନକ୍ଷତ୍ର  ତୁଳାରାଶି ଗୁରୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!