16 ତାରିଖରେ ମଙ୍ଗଳ ଚଳିବେ ଧନୁ ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବନ୍ଧୁଗଣ ନମସ୍କାର ୧୬ ଜାନୁୟାରୀ ୨୦୨୨ ମସିହା ଠାରୁ ମଙ୍ଗଳ ଧନୁରାଶିକୁ ଗୋଚର କରିବେ । ମଙ୍ଗଳର ଏହି ଗୋଚର ପାଇଁ ୧୨ଟି ରାଶି ଉପରେ କି ପ୍ରଭାହ ପଡିବ ଆସନ୍ତୁ ଜାଣିବା । ମେଷ – ଆପଣଙ୍କର ମନବଳ ବୃଦ୍ଧି ହେବ । ପରିବାରର କାର୍ଯ୍ୟରେ ମନ ଦେବେ । ବେପାରରେ ଆୟ ବୃଦ୍ଧି ହେବ । ଶାରୀରିକ ସମସ୍ଯା ଦେଖା ଦବ । ବୃଷ – ଦାଂପତ୍ଯ ଜୀବନରେ ସୁଖ ଦେଖା ଦବ । ଅବିବାହିତ ମାନେ ବିବାହ କରିବେ । ପରିଶ୍ରମର ଫଳପାଇବେ । ଧନ ବୃଦ୍ଧି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପରିବାରରେ ଖର୍ଚ ବଢିବ । ମିଥୁନ – ଆପଣ ନିଜ ଶତ୍ରୁ ଠାରୁ ବିଜୟ ହେବେ । ବେପାରରେ ଲାଭବାନ ହେବେ । ବାପାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାତ୍ରାରେ ଅଧିକ ଖର୍ଚ କରିବେ । ମାନସିକ ଚିନ୍ତାରୁ ମୁକ୍ତି ପାଇବେ ଚାକିରିରେ ପ୍ରମୋସନ ହେବ ।

କର୍କଟ – ଆପଣଙ୍କର ଧନ ବୃଦ୍ଧି ହେବ । ବେପାରରେ ଆୟ ବୃଦ୍ଧି ହେବ । ସନ୍ତାନମାନଙ୍କ ଠାରୁ ଖୁସି ପାଇବେ । ପେଟ ଜନିତ କିଛି ସମସ୍ଯା ଦେଖା ଦେଇପାରେ । ମିଡିଆ ଲାଇନରେ କର୍ମ କରୁଥିବା ଲୋକଙ୍କର ଲାଭ ହେବ । ସିଂହ – ଆପଣଙ୍କର ଆୟ ବୃଦ୍ଧି ହବ । ପରିବାରରେ ସୁଖ ଶାନ୍ତି ଦେଖା ଦବ । ଭାଗ୍ୟ ଆପଣଙ୍କ ସହିତ ରହିବା ଯୋଗେ ବେପାରରେ ଅଧିକ ଲାଭ ବାନ ହେବେ ।

କନ୍ୟା – ସାମାଜିକ କ୍ଷେତ୍ରରେ ପ୍ରସଂଶା ପାଇବେ । ନିଜର କ୍ରୋଧକୁ ଆୟତରେ ରଖନ୍ତୁ । ଭାଇ ଭଉଣୀଙ୍କର ସାହାଜ୍ଯ ପାଇବେ । ସାମାଜିକ କାର୍ଯ୍ୟରେ ଲାଭ ବାନ ହେବେ । ପରିବାରରେ ସୁଖ ଶାନ୍ତି ଦେଖା ଦବ । ଶରୀର ପ୍ରତି ଧ୍ୟାନ ଦେବେ ।

ତୁଳା – ଆପଣ ବହୁତ ଲାଭ ବାନ ହେବେ । ଆପଣଙ୍କର ଆୟ ବୃଦ୍ଧି ହେବ । ଜମି କିଣା ବିକା ବ୍ୟକ୍ତିଙ୍କର ଅଧିକ ଲାଭ ହେବ । ପରିବାରରେ ଖର୍ଚ ବୃଦ୍ଧି ହେବ । ନୂଆ ବେପାର କରିବେ । ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ଦେଖା ଦବ । ବିଛା – ମନବଳ ଆପଣଙ୍କର ବୃଦ୍ଧି ହେବ ଆୟ ବଢିବ । ବେପାରରେ ଅଧିକ ଲାଭ ବାନ ହେବେ । ପରିଶ୍ରମର ଫଳ ମିଳିବ । ଗୃହ ଏବଂ ଯାନବାହାନ କ୍ରୟ କରିବେ ।

ଧନୁ – ବୁଦ୍ଧିମାନ ସହିତ କାର୍ଯ୍ୟ ହାସଲ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଅନୁକୂଳ ରହିବ । ସନ୍ତାନ ମାନଙ୍କଠାରୁ ଖୁସି ପାଇବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମକର – ଲାଭ ଓ ସୁଖ ଆପଣଙ୍କର ବୃଦ୍ଧିହବ । ବେପାର ବୃଦ୍ଧି ହବ । ଭାଇ ଭଉଣୀଙ୍କର ସାହାଜ୍ଯ ପାଇବେ । ପରିବାରରେ ସୁଖ ଶାନ୍ତି ଦେଖା ଦବ ।

କୁମ୍ଭ – ସମୟର ସଦୁପଯୋଗ କରିବେ । ଆପଣଙ୍କର କାର୍ଯ୍ୟରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ । ନୂଆ ଗୃହ କ୍ରୟ କରିବେ । ଦାଂପତ୍ଯ ଜୀବନରେ ଖୁସି ପାଇବେ । ମୀନ – ନିଜ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ଦେଖା ଦବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଗୃହରେ ଖର୍ଚ ବୃଦ୍ଧି ହବ । ଆପଣ ଅଧିକ ଆୟ କରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!