1 ଲବଙ୍ଗ ଆପଣଙ୍କୁ କରିବ ଧନୀ, ଧନରେ ଭରିଯିବ ଆପଣଙ୍କ ଘର… ବାସ କରନ୍ତୁ ଏହି ଛୋଟ ଉପାୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆପଣ ମାନେଜାଣିଥିବେ କେତେଜଣଙ୍କ ଭାଗ୍ୟ ନିଜର କର୍ମଫଳ ପାଇଁ ହୋଇଥାଏ । ଯଦି ଆପଣଙ୍କର ଭାଗ୍ୟ ଖରାପ ଅଛି ଆପଣଙ୍କର ଧନର ଅବାଭ ହଉଛି ତାହେଲେ ଆପଣ ଏହି କାମ କରନ୍ତୁ ଆପଣଙ୍କର ଭାଗ୍ୟ ବଦଳିଯିବ । କିନ୍ତୁ ଏହି କାର୍ଯ୍ୟ କରିବାକୁ ଆପଣଙ୍କ ପାଖରେ ସାହସ, ଧର୍ଯ୍ୟ ରହିଥିବାର ଅଛି । ଆପଣ ଆସୁବିଧା ସମୟରେ ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ନିଶ୍ଚିତ ସଫଳତା ହାସଲ କରିବେ । ଯଦି ଆପଣ ଶ୍ରଦ୍ଧାର ସହିତ କିଛି କାର୍ଯ୍ୟ କରିବେ ତାହଲେ ଆପଣ ନିଶ୍ଚିତ ସଫଳତା ହାସଲ କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆପଣଙ୍କୁ ଆମେ ଜଣାଇବୁ ଲବଙ୍ଗ ଓ ଗୁଜୁରାତି ସାହାଜ୍ଯରେ କିପରି ଆପଣଙ୍କର ଭାଗ୍ୟକୁ ବଦଳାଇଦେବେ । ଯଦି ଆପଣ ଶନିବାର କିମ୍ବା ରବିବାର ସନ୍ଧ୍ୟା ସମୟରେ ଏକ ଧୂପ ପାତ୍ରରେ ୫ଟି ଲବଙ୍ଗ , ୩ଟି କପୁର ଓ ୩ଟି ଗୁଜୁରାତି ନେଇ ଜାଳିବେ ।

ଯେତେବେଳେ ଜଳିବା ଆରମ୍ଭ କରିବ ସେତେବେଳେ ଆପଣଙ୍କର ପୁରା ଘରେ ସେଇ ନିଆଁକୁ ବୁଲାଇବେ ତାହାପରେ ତାହାର ପାଊଁସ କୁ ଜଳରେ ମିଶାଇ ଆପଣଙ୍କର ଘରର ମୁଖ୍ୟ ଦ୍ବାରରରେ ଧୋଇଦେବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଯିବ । ଘରେ ସକରାତ୍ମକ ଶକ୍ତି ବଢିବ ।

ଘରେ ଲାଗିରହିଥିବା ସମସ୍ତ ସମସ୍ଯାରୁ ମୁକ୍ତି ପାଇବେ । ଆପଣ ମାନେ ଜାଣିଥିବେ ଶୁକ୍ର ହେଉଛନ୍ତି ବୈଭବ , ଧନ, ବାସନା , କାମନା , ଶାନ୍ତିର ଗ୍ରହ । ଯଦି ଶୁକ୍ର ଗ୍ରହ ମଝବୁତ ହେଇଯିବେ ତାହାଲେ ବ୍ୟକ୍ତିକି ସୁଖ ,ଶାନ୍ତି , ଧନ ସବୁ କିଛି ମିଳିଥାଏ ।

ଯଦି ଶୁକ୍ରବାର ଦିନ ଗୋଟେ ପାତ୍ରରେ ପାଣି ନେବେ ସେଥିରେ ୨ଟି ବଡଗୁଜୁରାତି ପକାଇ ଫୁଟେଇବେ ତାହାପରେ ସେହି ପାଣିକି ଆପଣ ଗାଧେଇବା ପାତ୍ରରେ ମିଶାଇ ଗାଧେଇବେ ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଖ , କଷ୍ଟ , ରୋଗ , ଅବାଭ ସବୁ ଦୂର ହୋଇଯିବ ଆପଙ୍କର ସମୟ ବହୁତ ଭଲରେ କଟିବ । ଆପଣଙ୍କର ମନ ପ୍ରସନ୍ନ ରହିବ ।

ଯଦି ଆପଣଙ୍କୁ ଚାକିରି ମିଳୁନାହି ତାହଲେ ଆପଣ ଛୋଟ ଗୁଜୁରାତିରୁ ୨ଟି ଦାନା ନେବେ ସେଥିରେ କିଛି ମିଶିରି ମିଶାଇ ନିଜର ତକିଆ ତଳେ ରଖିଦେବେ ଏହା କରିବା ଦ୍ଵାରା ଆପଣଙ୍କର ନିଶ୍ଚିତ ଚାକିରି ମିଳିଯିବ । ଯଦି ଆପଣଙ୍କର ଧନର ଅବାଭ ହେଇଛି ତାହାଲେ ଆପଣ ମଙ୍ଗଳ ବାର ଦିନ ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ, ସେଥିରେ ୨ଟି ଲବଙ୍ଗ ପକେଇ ଦିଅନ୍ତୁ ।

ତାହା ପରେ ହନୁମାନଙ୍କ ପାଖରେ ହନୁମାନ ଚାଳିଶା ପାଠ କରନ୍ତୁ ଏହା କରିବା ଦ୍ଵାରା ଆପଣଙ୍କର ଧନର ଅବାଭ ହେବ ନାହିଁ । ବନ୍ଧୁଗଣ ତାହାଲେ ଆପଣ ମାନେ ଜାଣିଲେ ତ ଲବଙ୍ଗ ଦ୍ଵାରା ଆପଣଙ୍କର ଜୀବନ କିପରି ପରିବର୍ତ୍ତନ୍ନ ହଉଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!