ଦୈନିକ ପାଞ୍ଜି: ଅଗଷ୍ଟ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୬, ୨୦୧୮

ମାସାନ୍ତ, ବୁଧ ପୂର୍ବୋଦୟ। ରାମକୃଷ୍ଣଦେବଙ୍କ ମହାପ୍ରୟାଣ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୧।୨୬ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୧।୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  କର୍କଟ ୩୧ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଷଷ୍ଠୀତିଥୀ ରାତ୍ର ଘଣ୍ଟା ୧।୨।୪୬ସେକେଣ୍ଡ,

ଚିତ୍ରାନକ୍ଷତ୍ର ଦିବା ଘଣ୍ଟା ୩।୪୮।୪୦ସେକେଣ୍ଡ, ତୁଳାଚନ୍ଦ୍ର ଅହୋରାତ୍ର,

ଶୁଭଯୋଗ ଦିବା ଘଣ୍ଟା ୪।୪୮।୨୬ସେକେଣ୍ଡ

କୌଳବକରଣ ଦିବା ଘଣ୍ଟା ୧।୨୧।୨୬ସେକେଣ୍ଡ, ତୈତିଳକରଣ ରାତ୍ର ଘଣ୍ଟା ୧।୨।୪୬ସେକେଣ୍ଡ

ରବ୍ୟଂଶଽ ୨୮।୫୯।୩୨, ସୂକ୍ଷ୍ମଚନ୍ଦ୍ର ରା୬।୦।୫୨।୧୦

ଦିନମାନ ଘଣ୍ଟା ୧୨।୪୦।୩୫ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୯।୨୫ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ରାତ୍ର ଘଣ୍ଟା ୧।୨।୪୬ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧।୨।୪୬ସେକେଣ୍ଡ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ରାତ୍ର ଘଣ୍ଟା ୨-୨୬ମିନିଟ୍  ରୁ ଘଣ୍ଟା ୩-୧୧ମିନିଟ୍ ମଧ୍ୟେ, ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୯ମିନିଟ୍, ଦିବା ଘଣ୍ଟା ୧୦-୩୧ମିନିଟ୍ ରୁ ଘଣ୍ଟା ୧-୩ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩।୪୮।୪୦ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା, କୁମ୍ଭ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-ବିପୁତ୍ରା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାଘ୧।୨।୪୬ ଗତେ ଏକପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୨୪ମିନିଟ୍ ରୁ ଘଣ୍ଟା ୨।୫୯ମିନିଟ୍, କାଳବେଳା ଓ ବାରବେଳା- ଦିବା ଘଣ୍ଟା ୩।୦ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୦ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୧।୫୦ମିନିଟ୍ ରୁ ଘଣ୍ଟା ୧।୧୫ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୮।୫୯।୩୨, ଚନ୍ଦ୍ର ରାଶି-୬।୦।୫୨।୧୦, ମଙ୍ଗଳ ରାଶି-୯।୫।୨୬।୪୯, ବୁଧ ରାଶି-୩।୧୮।୦।୫୭, ବୃହସ୍ପତି ରାଶି-୬।୨୧।୯।୫୧, ଶୁକ୍ର ରାଶି-୫।୧୪।୫୩।୨୮, ଶନି ରାଶି-୮।୮।୪୭।୬, ରାହୁ ରାଶି-୩।୧୧।୫୦।୪, କେତୁ ରାଶି-୯।୧୧।୫୦।୪।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୧୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୩୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୪୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୧୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୨୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୧୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୧୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୩।୪୮।୪୦ସେକେଣ୍ଡ ମଧ୍ୟେ ଚିତ୍ରାନକ୍ଷତ୍ର  ତୁଳାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୩।୪୮।୪୦ସେକେଣ୍ଡ ପରେ  ସ୍ଵାତୀନକ୍ଷତ୍ର  ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!