ମେଷ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୬, ୨୦୧୮

ପିତୃକାର୍ଯ୍ୟ ଅମାବାସ୍ୟା 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମେଷ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୨୮|୨୮ସେ

ସୂର୍ଯ୍ୟାସ୍ତ ତୁଳା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୮|୮ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୩ ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୬ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ସକାଳ ଘଣ୍ଟା ୭|୨୮|୧୧ସେକେଣ୍ଡ୍,

ଅଶ୍ଵିନୀ ନକ୍ଷତ୍ର ରାତ୍ର ଘଣ୍ଟା ୩|୧୨|୪୩ସେକେଣ୍ଡ୍, ମେଷଚନ୍ଦ୍ର ଅହୋରାତ୍ର,

ବିଷ୍କୁମ୍ଭଯୋଗ ରାତ୍ର ଘଣ୍ଟା ୧୦|୪୭|୫୧ସେକେଣ୍ଡ୍,

ନାଗକରଣ ସକାଳ ଘଣ୍ଟା ୭|୨୮|୧୪ସେକେଣ୍ଡ୍, କିଂସ୍ତୁଘ୍ନକରଣ ସଂଧ୍ୟା ଘଣ୍ଟା ୬|୪୨|୧୦ସେକେଣ୍ଡ୍,

ରବ୍ୟଂଶଽ୧|୫୧|୩୧, ସୂକ୍ଷ୍ମଚନ୍ଦ୍ର ରାଶି ୦|୦|୪୭|୨୨,

ଦିନମାନ ଘଣ୍ଟା ୧୨|୨୯|୩୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩୦|୨୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ସକାଳ ଘଣ୍ଟା ୭|୨୮|୧୧ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୭|୨୮|୧୧ସେକେଣ୍ଡ୍ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୮ମିନିଟ୍, ଦିବା ଘଣ୍ଟା ୧୦।୨୮ ମିନିଟ୍ ରୁ ଘଣ୍ଟା ୧୨।୫୮ମିନିଟ୍, ସଂଧ୍ୟା ଘଣ୍ଟା ୬।୪୪ ମିନିଟ୍ ରୁ ଘଣ୍ଟା ୯।୨ ମିନିଟ୍, ରାତ୍ର ଘଣ୍ଟା ୧୧।୨୦ ମିନିଟ୍ ରୁ ଘଣ୍ଟା ୨।୨୪ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩|୧୨|୪୩ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସକାଳ ଘଣ୍ଟା ୭|୨୮|୧୧ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ସ୍ବାମୀପ୍ରିୟା ଯୋଗେ କଂସା ପାତ୍ରରେ ଗୁଡଭରି ନାଲିଲୁଗା ସହ ଦାନ ଦେବା ଉଚିତ୍।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ  ନାହିଁ।

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୭|୪ମିନିଟ୍ ରୁ ଘଣ୍ଟା ୮|୩୮ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୭ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୧୯ମିନିଟ୍ ରୁ ଘଣ୍ଟା ୧୧|୪୫ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧।୫୧।୩୧- ଚନ୍ଦ୍ରରାଶି-୦।୦।୪୭।୨୨-, ମଙ୍ଗଳରାଶି-୮|୨୧|୫୮|୩୬-, ବୁଧରାଶି-୧୧|୧୦|୪୧|୩୬-, ବୃହସ୍ପତିରାଶି-୬|୨୭|୧|୩୦-, ଶୁକ୍ରରାଶି-୦|୨୫|୧୭|୫୨-, ଶନିରାଶି-୮|୧୫|୧|୨୮-, ରାହୁରାଶି-୯|୧୮|୫୪|୨୬-, କେତୁରାଶି-୯|୧୮|୫୪|୨୬-।

ଆଜିରଲଗ୍ନ

ପ୍ରାତଃ ୫ଟା ୧୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୬ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୧୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୩୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୪୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୫ଟା ୪୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୧୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୨୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୧୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୪୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୧୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!