ଆଜି ଫାଲଗୁନ ଅମାବାସ୍ୟା। ସିଂହ ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୫, ୨୦୧୮

ଆଜି ଫାଲଗୁନ ଅମାବାସ୍ୟା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୦|୧୮|୨୪    ଇଂ ପ୍ରାତଃ ଘ ୬|୧୬|୧୪ସେ

ସୂର୍ଯ୍ୟାସ୍ତ ସିଂହ  ଦ୦|୨୯|୪୦      ଇଂ ସଂଧ୍ୟା ଘ ୫|୩୮|୫୩ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୩ ଦିନ ରାଷ୍ଟ୍ରିୟ ମାଘମାସ ୨୬ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ରାତ୍ର ଘଣ୍ଟା ୨।୩୫।୪୧ସେକେଣ୍ଡ୍,

ଶ୍ରବଣା ନକ୍ଷତ୍ର ସକାଳ ଘଣ୍ଟା ୭।୩୧।୧୭ସେକେଣ୍ଡ୍, ମକରଚନ୍ଦ୍ର ରାତ୍ର ଘଣ୍ଟା ୮।୪୦ମିନିଟ୍

ବରୀୟାନଯୋଗ ଦିବା ଘଣ୍ଟା ୩।୩୬।୩୫ସେକେଣ୍ଡ୍,

ଚତୁଷ୍ପଦକରଣ ଦିବା ଘଣ୍ଟା ୧।୪୪।୪୦ସେକେଣ୍ଡ୍, ନାଗକରଣ ରାତ୍ର ଘଣ୍ଟା ୨।୩୫।୪୧ସେକେଣ୍ଡ୍,

ରବ୍ୟଂଶଽ୨।୧୦।୩୮, ସୂକ୍ଷ୍ମଚନ୍ଦ୍ର ରାଶି ୯।୨୨।୪୨।୫,

ଦିନମାନ ଘଣ୍ଟା ୧୧।୨୨।୩୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୭।୨୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ  ରାତ୍ର ଘଣ୍ଟା ୨।୩୫।୪୧ସେକେଣ୍ଡ୍, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘଣ୍ଟା ୨।୩୫।୪୧ସେକେଣ୍ଡ୍, ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ ପରେ ପାଣି କଖାରୁ ନ ଖାଇଲେ ଭଲ।

ଆହୁରି ପଢନ୍ତୁ: ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ଶୁଭସମୟ-

ଅମୃତବେଳା- ରାତ୍ରି ଘଣ୍ଟା ୨।୫୪ମିନିଟ୍ ରୁ ଘଣ୍ଟା ୩।୪୫ମିନିଟ୍, ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୭ମିନିଟ୍, ଦିବା ଘଣ୍ଟା ୧୦।୪୯ମିନିଟ୍ ରୁ ଘଣ୍ଟା ୧।୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୮।୪୦ମିନିଟ୍ ଗତେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୭।୩୧।୧୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ।

ଘାତଚନ୍ଦ୍ର ଓ ଘାତବାର-

ସିଂହ ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

ଆହୁରି ପଢନ୍ତୁ: ଜାଣନ୍ତୁ ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଧନବୃଦ୍ଧି। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭ ସମୟ-

ରାହୁକାଳ-ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୦ମିନିଟ୍ ମଧ୍ୟେ । କାଳବେଳା- ଦିବା ଘଣ୍ଟା ୨।୫୦ମିନିଟ୍ ରୁ ଘଣ୍ଟା ୪।୧୬ମିନିଟ୍ ମଧ୍ୟେ । ବାରବେଳା- ଦିବା ଘଣ୍ଟା ୪।୧୬ମିନିଟ୍ ରୁ ଘଣ୍ଟା ୫।୪୧ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧୨।୦ମିନିଟ୍ ରୁ ଘଣ୍ଟା ୧।୩୪ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨।୧୦।୩୮-୨୩/୧୧, ଚନ୍ଦ୍ରରାଶି-୯।୨୨।୪୨।୫-୨୨/୧୦, ମଙ୍ଗଳରାଶି-୭|୧୭|୪୮|୩୧-୧୮/୮, ବୁଧରାଶି-୧୦|୦|୧୩|୩୯-୨୩/୧୧, ବୃହସ୍ପତିରାଶି-୬|୨୮|୨୩|୯-୧୬/୭, ଶୁକ୍ରରାଶି-୧୦|୧୦|୫୯|୩୭-୨୪/୧୧, ଶନିରାଶି-୮|୧୨|୩|୫୪-୧୯/୯, ରାହୁରାଶି-୩|୨୦|୫୭|୧୬-୯/୪, କେତୁରାଶି-୯|୨୦|୫୭|୧୬-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘଣ୍ଟା ୬|୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଲଗ୍ନ ଘଣ୍ଟା ୭|୪୬ମିନିଟ୍ ରୁ ଆରମ୍ଭ।   

ମେଷ ଘଣ୍ଟା ୯|୧୯ମିନିଟ୍, ବୃଷ ଘଣ୍ଟା୧୧|୨ମିନିଟ୍,   ମିଥୁନ ଘଣ୍ଟା ୧|୨ମିନିଟ୍, କର୍କଟ ଘଣ୍ଟା ୩|୧୪ମିନିଟ୍, ସିଂହ ଘଣ୍ଟା୫|୨୮ମିନିଟ୍, କନ୍ୟା ଘଣ୍ଟା୭|୩୭ମିନିଟ୍, ତୁଳା ଘଣ୍ଟା୯|୪୫ ମିନିଟ୍, ବିଛା ଘଣ୍ଟା ୧୧|୫୭ମିନିଟ୍, ଧନୁ ଘଣ୍ଟା୨|୧୧ମିନିଟ୍, ମକର ଘଣ୍ଟା ୪|୧୭ମିନିଟ୍, କୁମ୍ଭ ଘଣ୍ଟା ୬|୬ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୭।୩୧।୧୭ସେକେଣ୍ଡ୍ ମଧ୍ୟେ ଶ୍ରବଣା ନକ୍ଷତ୍ର ମକରରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ।  ସକାଳ ଘଣ୍ଟା ୭।୩୧।୧୭ସେକେଣ୍ଡ୍, ପରେ ରାତ୍ର ଘଣ୍ଟା ୮।୪୦ମିନିଟ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର ମକରରାଶି ଓ ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ରାତ୍ର ଘଣ୍ଟା ୮।୪୦ମିନିଟ୍ ପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!