ଜାଗ୍ରତ ଗୌରୀ ପଞ୍ଚମୀ ବା ଜାଗୁଳାଇ ଠାକୁରାଣୀଙ୍କ ପୂଜା। ଭାରତୀୟ ୭୨ତମ ସ୍ୱାଧୀନତା ଦିବସ। ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ। ଦୈନିକ ପାଞ୍ଜି: ଅଗଷ୍ଟ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୫, ୨୦୧୮

ଜାଗ୍ରତ ଗୌରୀ ପଞ୍ଚମୀ ବା ଜାଗୁଳାଇ ଠାକୁରାଣୀଙ୍କ ପୂଜା। ଭାରତୀୟ ୭୨ତମ ସ୍ୱାଧୀନତା ଦିବସ ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୦।୨୬ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୧।୩୬ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୩୦ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୪ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ପଞ୍ଚମୀତିଥୀ ରାତ୍ର ଘଣ୍ଟା ୧।୫୨।୬ସେକେଣ୍ଡ,

ହସ୍ତାନକ୍ଷତ୍ର ଦିବା ଘଣ୍ଟା ୪।୧୩।୧୦ସେକେଣ୍ଡ, କନ୍ୟାଚନ୍ଦ୍ର ରାତ୍ର ଘଣ୍ଟା ୩।୫୫ମିନିଟ୍,

ସାଧ୍ୟଯୋଗ ସଂଘ୬।୪୩।୩୩ସେକେଣ୍ଡ

ବବକରଣ ଦିବା ଘଣ୍ଟା ୨।୩୪।୩୪ସେକେଣ୍ଡ, ବାଳବକରଣ ରାତ୍ର ଘଣ୍ଟା ୧।୫୨।୬ସେକେଣ୍ଡ

ରବ୍ୟଂଶଽ ୨୮।୧।୫୩, ସୂକ୍ଷ୍ମଚନ୍ଦ୍ର ରା୫।୧୭।୬।୭

ଦିନମାନ ଘଣ୍ଟା ୧୨।୪୧।୩୩ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୮।୨୭ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ରାତ୍ର ଘଣ୍ଟା ୧।୫୨।୬ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧।୫୨।୬ସେକେଣ୍ଡ ମଧ୍ୟେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୦୯ମିନିଟ୍, ଦିବା ଘଣ୍ଟା ୯-୪୧ମିନିଟ୍ ରୁ ଘ୧୧-୨୩ମିନିଟ୍, ଦିବା ଘଣ୍ଟା ୩-୩୬ମିନିଟ୍ ରୁ ଘଣ୍ଟା ୫-୧୭ମିନିଟ୍, ସଂଧ୍ୟା ଘଣ୍ଟା ୬-୫୩ମିନିଟ୍ ରୁ ରାତ୍ର ଘଣ୍ଟା ୯-୯ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୫-୨୮ମିନିଟ୍ ମଧ୍ୟେ, ମାହେନ୍ଦ୍ର ଦିବା ଘଣ୍ଟା ୧-୫୫ମିନିଟ୍ ରୁ ଘଣ୍ଟା ୩-୩୬ମିନିଟ୍, ରାତ୍ର ଘଣ୍ଟା ୯-୯ମିନିଟ୍ ରୁ ଘଣ୍ଟା ୧୦-୪୦ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତି ମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩।୫୫ମିନିଟ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତି ମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୪।୧୩।୧୦ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ ସୁଭଗା ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିଘ୧୧।୪୯ମି ରୁ ଘ୧।୨୫ମି, କାଳବେଳା- ସଘ୮।୪୦ମି ରୁ ଦିଘ୧୦।୧୫ମି, କାଳରାତ୍ରି- ରାଘ୨।୪୦ମି ରୁ ଘ୪।୫ମି।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୮।୧।୫୩, ଚନ୍ଦ୍ର ରାଶି-୫।୧୭।୬।୭, ମଙ୍ଗଳ ରାଶି-୯।୫।୩୬।୧୯, ବୁଧ ରାଶି-୩।୧୮।୨୫।୪୪, ବୃହସ୍ପତି ରାଶି-୬।୨୧।୩।୫୦, ଶୁକ୍ର ରାଶି-୫।୧୩।୫୫।୩, ଶନି ରାଶି-୮।୮।୪୯।୮, ରାହୁ ରାଶି-୩।୧୧।୫୦।୭, କେତୁ ରାଶି-୯।୧୧।୫୦।୭।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୧୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୩୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୫୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୨୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୨୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୧୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୧୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ଦେବତା ଗଠନ, ନୂତନ ଅକ୍ଷର ଆରମ୍ଭ, ନୌକା ଚାଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୪।୧୩।୧୦ସେକେଣ୍ଡ ମଧ୍ୟେ ହସ୍ତାନକ୍ଷତ୍ର  କନ୍ୟାରାଶି  ଚନ୍ଦ୍ର ମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୪।୧୩।୧୦ସେକେଣ୍ଡ ପରେ ରାତ୍ର ଘଣ୍ଟା ୩।୫୫ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର  କନ୍ୟାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୩।୫୫ମିନିଟ୍ ପରେ ଚିତ୍ରାନକ୍ଷତ୍ର  ତୁଳାରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!