ଆଜି ମକର ସଂକ୍ରାନ୍ତି, ମା’ ମଙ୍ଗଳାଙ୍କର ମକରବେଢା ପରିକ୍ରମା ଓ ମକରଚାଉଳ ଭୋଗ। ଆଜିର ପାଞ୍ଜି: ଜାନୁୟାରୀ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୪, ୨୦୧୮

ପର୍ବ ପର୍ବାଣୀ-

ଆଜି ମକର ସଂକ୍ରାନ୍ତି, ମା ମଙ୍ଗଳାଙ୍କର ମକରବେଢା ପରିକ୍ରମା ଓ ମକରଚାଉଳ ଭୋଗ, ଉତ୍ତରାୟଣ ବନ୍ଦାପନା, ଗଙ୍ଗାସାଗର ମେଳା, ପୋଙ୍ଗଲ, ଫକିରମୋହନଙ୍କ ଜୟନ୍ତୀ, ଶୁଦ୍ଧକାଳାରମ୍ଭ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ଧନୁ ଦ୫|୧୦|୪୨ ଇଂପ୍ରାଘ୬|୨୪|୫୨ସେ

ସୂର୍ଯ୍ୟାସ୍ତ କର୍କଟ ଦ୦|୨|୪୬ ଇଂସଂଘ୫|୨୦|୭ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧ ଦିନ ରାଷ୍ଟ୍ରିୟ ପୌଷମାସ ୨୪ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ରାତିଘ୨।୩୧।୫୧ସେ,

ଜ୍ୟୋଷ୍ଠା ନକ୍ଷତ୍ର ଦିବାଘ୧।୧୪।୪୫ସେ, ବିଛାଚନ୍ଦ୍ର ଦିବାଘ୧।୧୪।୪୫ସେ,

ବୃଦ୍ଧିଯୋଗ ସକାଳଘ୭।୨।୪୨ସେ,

ଗରକରଣ ଦିବାଘ୧।୧୧।୪୩ସେ,  ବାଣିଜ୍ୟ କରଣ ରାତିଘ୨।୩୧।୫୧ସେ,

ରବ୍ୟଂଶଽ୨୯।୪୧।୪୪, ସୂକ୍ଷ୍ମଚନ୍ଦ୍ର ରା୭।୨୬।୩୭।୫୭,

ଦିନମାନ ଘ୧୦।୫୫।୬, ନିଶାମାନ ଘ୧୩।୪।୫୪,

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାଘ୨।୩୧।୫୧ସେ, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାଘ୨।୩୧।୫୧ସେ, ମଧ୍ୟେ ବାଇଗଣ  ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ଦିବାଘ୭।୯ମି ରୁ ଦିବାଘ୧୦।୩ମି ରାତ୍ରି ଘ୭।୫ମିରୁ ଘ୮।୪୯ମି। ମହେନ୍ଦ୍ର ସୂର୍ଯ୍ୟଉଦୟରୁ ଦିବାଘ୭।୯ମି ଦିବା ଘ୧୨।୫୮ମି ରୁ ଦିଘ୧।୪୨ମି ସଂଧ୍ୟା ଘ୬।୧୨ମି ରୁ ରାତିଘ୭।୫ମି ରାତି ଘ୧୨।୧୯ମି ରୁ ଘ୩।୪୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୧।୧୫ମିନିଟ୍ ପରେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବାଘ୧।୧୫ମିନିଟ ପରେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। 

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଦିଘ୧।୧୫ମି ପରେ ଦଶମାସ ଗଣ୍ଡଦୋଷ  ଓ ରଜଶ୍ଚକ୍ରେ ଦୁଷ୍ଟା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।  

ଅଶୁଭ ସମୟ-

ରାହୁକାଳ- ଦିବାଘ୪।୦ମି ରୁ ଘ୫।୨୨ମି ଓ କାଳବେଳା ଦିବାଘ୧୧।୫୫ମି ରୁ ଦିଘ୧।୧୭ମି। ବାରବେଳା-ଦିବାଘ୧୦।୩୩ମି ରୁ ଦିଘ୧୧।୫୫ମି ମଧ୍ୟେ। କାଳରାତ୍ରି ରାତିଘ୧।୩୩ମି ରୁ ରାଘ୩।୧୧ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୮।୨୯।୪୧।୪୪-୨୧/୯ ଚନ୍ଦ୍ରରାଶି୭।୨୬।୩୭।୫୭-୧୮/୮  ମ୬|୨୮|୧୧|୪୦-୧୬/୭ ବୁ୮|୯|୪୪|୧୭-୧୯/୯ ବୃ୬|୨୪|୫୪|୩୪-୧୬/୭ ଶୁ୯|୦|୫୦|୪-୨୧/୧୦ ଶ୮|୮|୪୭|୩-୧୯/୯ ରା୩|୨୦|୫୪|୩୮-୯/୪ କେ୯|୨୦|୫୪|୩୮-୨୨/୧୦। 

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୭ମି ମକର ଦିବାଘ୬|୨୭ମି କୁମ୍ଭଘ୮|୧୬ମି  ମୀନଘ୯|୫୨ମି ମେଷଘ୧୧|୨୫ମି ବୃଷଘ୧|୮ମି   ମିଥୁନଘ୩|୭ମି କର୍କଟଘ୫|୨୦ମି   ସିଂହ ରାତିଘ୭|୩୪ମି କନ୍ୟା ଘ୯|୪୩ମି ତୁଳା ଘ୧୧|୫୦ମି ବିଛା ଘ୨|୨ମି  ଧନୁଘ୪|୧୭ମି।

ଶୁଭକର୍ମ-

ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବାଘ୧।୧୫ ମି ମଧ୍ୟେ ଜ୍ୟେଷ୍ଠା ନକ୍ଷତ୍ର ବିଛାରାଶି ବୁଧ ମହାଦଶାରେ ଜନ୍ମ ଓ ଦିବାଘ୧।୧୫ ମି ପରେ ମୂଳା ନକ୍ଷତ୍ର ଧନୁରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!