ଦୈନିକ ପାଞ୍ଜି: ଜାନୁୟାରୀ ୧୪, ୨୦୧୮
ପର୍ବ ପର୍ବାଣୀ-
ଆଜି ମକର ସଂକ୍ରାନ୍ତି, ମା’ ମଙ୍ଗଳାଙ୍କର ମକରବେଢା ପରିକ୍ରମା ଓ ମକରଚାଉଳ ଭୋଗ, ଉତ୍ତରାୟଣ ବନ୍ଦାପନା, ଗଙ୍ଗାସାଗର ମେଳା, ପୋଙ୍ଗଲ, ଫକିରମୋହନଙ୍କ ଜୟନ୍ତୀ, ଶୁଦ୍ଧକାଳାରମ୍ଭ ।
ସୂର୍ଯ୍ୟଉଦୟ ଧନୁ ଦ୫|୧୦|୪୨ ଇଂପ୍ରାଘ୬|୨୪|୫୨ସେ
ସୂର୍ଯ୍ୟାସ୍ତ କର୍କଟ ଦ୦|୨|୪୬ ଇଂସଂଘ୫|୨୦|୭ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୧ ଦିନ ରାଷ୍ଟ୍ରିୟ ପୌଷମାସ ୨୪ ଦିନ ରବିବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ରାତିଘ୨।୩୧।୫୧ସେ,
ଜ୍ୟୋଷ୍ଠା ନକ୍ଷତ୍ର ଦିବାଘ୧।୧୪।୪୫ସେ, ବିଛାଚନ୍ଦ୍ର ଦିବାଘ୧।୧୪।୪୫ସେ,
ବୃଦ୍ଧିଯୋଗ ସକାଳଘ୭।୨।୪୨ସେ,
ଗରକରଣ ଦିବାଘ୧।୧୧।୪୩ସେ, ବାଣିଜ୍ୟ କରଣ ରାତିଘ୨।୩୧।୫୧ସେ,
ରବ୍ୟଂଶଽ୨୯।୪୧।୪୪, ସୂକ୍ଷ୍ମଚନ୍ଦ୍ର ରା୭।୨୬।୩୭।୫୭,
ଦିନମାନ ଘ୧୦।୫୫।୬, ନିଶାମାନ ଘ୧୩।୪।୫୪,
ଯୋଗିନୀବାସ-
ଯୋଗିନୀ ଦକ୍ଷିଣେ ରାଘ୨।୩୧।୫୧ସେ, ପରେ ପଶ୍ଚିମେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ରାଘ୨।୩୧।୫୧ସେ, ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ଦିବାଘ୭।୯ମି ରୁ ଦିବାଘ୧୦।୩ମି ରାତ୍ରି ଘ୭।୫ମିରୁ ଘ୮।୪୯ମି। ମହେନ୍ଦ୍ର ସୂର୍ଯ୍ୟଉଦୟରୁ ଦିବାଘ୭।୯ମି ଦିବା ଘ୧୨।୫୮ମି ରୁ ଦିଘ୧।୪୨ମି ସଂଧ୍ୟା ଘ୬।୧୨ମି ରୁ ରାତିଘ୭।୫ମି ରାତି ଘ୧୨।୧୯ମି ରୁ ଘ୩।୪୮ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୧।୧୫ମିନିଟ୍ ପରେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବାଘ୧।୧୫ମିନିଟ ପରେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ମେଷ ରାଶିର ଘାତବାର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଦିଘ୧।୧୫ମି ପରେ ଦଶମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦୁଷ୍ଟା।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।
ଅଶୁଭ ସମୟ-
ରାହୁକାଳ- ଦିବାଘ୪।୦ମି ରୁ ଘ୫।୨୨ମି ଓ କାଳବେଳା ଦିବାଘ୧୧।୫୫ମି ରୁ ଦିଘ୧।୧୭ମି। ବାରବେଳା-ଦିବାଘ୧୦।୩୩ମି ରୁ ଦିଘ୧୧।୫୫ମି ମଧ୍ୟେ। କାଳରାତ୍ରି ରାତିଘ୧।୩୩ମି ରୁ ରାଘ୩।୧୧ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୮।୨୯।୪୧।୪୪-୨୧/୯ ଚନ୍ଦ୍ରରାଶି୭।୨୬।୩୭।୫୭-୧୮/୮ ମ୬|୨୮|୧୧|୪୦-୧୬/୭ ବୁ୮|୯|୪୪|୧୭-୧୯/୯ ବୃ୬|୨୪|୫୪|୩୪-୧୬/୭ ଶୁ୯|୦|୫୦|୪-୨୧/୧୦ ଶ୮|୮|୪୭|୩-୧୯/୯ ରା୩|୨୦|୫୪|୩୮-୯/୪ କେ୯|୨୦|୫୪|୩୮-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୨୭ମି ମକର ଦିବାଘ୬|୨୭ମି କୁମ୍ଭଘ୮|୧୬ମି ମୀନଘ୯|୫୨ମି ମେଷଘ୧୧|୨୫ମି ବୃଷଘ୧|୮ମି ମିଥୁନଘ୩|୭ମି କର୍କଟଘ୫|୨୦ମି ସିଂହ ରାତିଘ୭|୩୪ମି କନ୍ୟା ଘ୯|୪୩ମି ତୁଳା ଘ୧୧|୫୦ମି ବିଛା ଘ୨|୨ମି ଧନୁଘ୪|୧୭ମି।
ଶୁଭକର୍ମ-
ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ଦିବାଘ୧।୧୫ ମି ମଧ୍ୟେ ଜ୍ୟେଷ୍ଠା ନକ୍ଷତ୍ର ବିଛାରାଶି ବୁଧ ମହାଦଶାରେ ଜନ୍ମ ଓ ଦିବାଘ୧।୧୫ ମି ପରେ ମୂଳା ନକ୍ଷତ୍ର ଧନୁରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ । ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।