ଦୈନିକ ପାଞ୍ଜି: ଅଗଷ୍ଟ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ , ୨୦୧୮

ମଙ୍ଗଳ-ଚତୁର୍ଥୀ ସ୍ନାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୧।୪୫ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୨।୧୯ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  କର୍କଟ ୨୯ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୩ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ତୃତୀୟାତିଥୀ ସକାଲ ଘଣ୍ଟା ୫।୪୫।୩୭ସେକେଣ୍ଡ,

କ୍ଷୟ ଚତୁର୍ଥୀତିଥି ରାତ୍ର ଘଣ୍ଟା ୩।୨୭।୩୪ସେକେଣ୍ଡ

ଉତ୍ତରାଫାଲଗୁନୀନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୨୨।୧୦ସେକେଣ୍ଡ, କନ୍ୟାଚନ୍ଦ୍ର ଅହୋରାତ୍ର,

ସିଦ୍ଧଯୋଗ ରାତ୍ର ଘଣ୍ଟା ୯।୧୫।୨୩ସେକେଣ୍ଡ

ଗରକରଣ ସକାଳ ଘଣ୍ଟା ୫।୪୫।୩୭ସେକେଣ୍ଡ, ବାଣିଜ୍ୟକରଣ ଦିବା ଘଣ୍ଟା ୪।୩୩।୧୨ସେକେଣ୍ଡ,

କ୍ଷୟ ବିଷ୍ଟିକରଣ ରାତ୍ର ଘଣ୍ଟା ୩।୨୭ମିନିଟ୍

ରବ୍ୟଂଶଽ ୨୭।୪।୧୫, ସୂକ୍ଷ୍ମଚନ୍ଦ୍ର ରା୫।୨।୫୩।୧୨

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନିକୋଣେ ସକାଳ ଘଣ୍ଟା ୫।୪୫।୩୭ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୫।୪୫।୩୭ସେକେଣ୍ଡ ମଧ୍ୟେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘଣ୍ଟା ୭-୫୯ମିନିଟ୍ ରୁ ଦିବା ଘଣ୍ଟା ୧୦-୩୨ମିନିଟ୍, ଦିବା ଘଣ୍ଟା ୧-୪ମିନିଟ୍ ରୁ ଘ୨-୪୬ମିନିଟ୍, ଦିବା ଘଣ୍ଟା ୩-୩୭ମିନିଟ୍ ରୁ ଘଣ୍ଟା ୫-୧୮ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୬-୫୪ମିନିଟ୍, ରାତ୍ର ଘଣ୍ଟା ୯-୧୦ମିନିଟ୍ ରୁ ଘଣ୍ଟା ୧୧-୨୫ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୩-୧୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୨୨।୧୦ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ-ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଏବଂ ସଂଧ୍ୟା ଘଣ୍ଟା ୫।୨୨।୧୦ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୩।୦ମିନିଟ୍ ରୁ ଘଣ୍ଟା ୪।୩୬ମିନିଟ୍, ବାରବେଳା- ସକାଳ ଘଣ୍ଟା ୭।୪ମିନିଟ୍ ରୁ ଘଣ୍ଟା ୮।୪୦ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୩।୧ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୭।୩୬ମିନିଟ୍ ରୁ ଘଣ୍ଟା ୯।୧ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୭।୪।୧୫, ଚନ୍ଦ୍ର ରାଶି- ୫।୨।୫୩।୧୨, ମଙ୍ଗଳ ରାଶି-୯।୫।୪୬।୩୦, ବୁଧ ରାଶି- ୩।୧୮।୫୬।୫, ବୃହସ୍ପତି ରାଶି-୬।୨୦।୫୭।୫୮, ଶୁକ୍ର ରାଶି-୫।୧୨।୫୬।୧୬, ଶନି ରାଶି- ୮।୮।୫୧।୧୬, ରାହୁ ରାଶି-୩।୧୧।୫୦।୬, କେତୁ ରାଶି-୯।୧୧।୫୦।୬।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୨୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୪୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୫୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୨୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୨୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୧୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୨୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୧୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୨୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସଂଧ୍ୟା ଘଣ୍ଟା ୫।୨୨।୧୦ସେକେଣ୍ଡ ମଧ୍ୟେ ଉତ୍ତରାଫାଲଗୁନି ନକ୍ଷତ୍ର  ସିଂହରାଶି  ରବିମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୫।୨୨।୧୦ସେକେଣ୍ଡ ପରେ  ହସ୍ତାନକ୍ଷତ୍ର  କନ୍ୟାରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!